Daily Archives

July 4, 2020

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍ । ବୋଲବମ ଉପରେ ଲାଗିଲା କଟକଣା, ଜଳାଭିଷେକ କରିପାରିବେନି ଭକ୍ତ ।  ୮ ତାରିଖ ଯାଏଁ କଟକ…

କନକ ବ୍ୟୁରୋ : ବଢୁଥିବା ସଂକ୍ରମଣକୁ ଦେଖି ଚଳିତ ବର୍ଷର ବୋଲବମ୍ ଉପରେ କଟକଣା ଲାଗିଛି । ଚଳିତ ବର୍ଷ ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ସେପଟେ କଟକରେ ୮ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରିଛି ସିଏମସି । ତେବେ ସକାଳ ୫ରୁ ସନ୍ଧ୍ୟା ୬ଯାଏ କେବଳ ଗ୍ରୋସରୀ,…

ବଢ଼ୁଛି କରୋନା ଗ୍ରାଫ । ସଂକ୍ରମଣକୁ ଦୃଷ୍ଟିରେ ରଖି ବୋଲବମ୍ ଉପରେ ଲାଗିଲା କଟକଣା । ଶୈବପୀଠରେ ଜଳାଭିଷେକ ମନା

କନକ ବ୍ୟୁରୋ : ଶ୍ରାବଣ ମାସ ସୋମବାରରେ ଏଥର ଜମିବନି କାଉଡିଆଙ୍କ ଗହଳି । ଶୈବପୀଠରେ ଜଳାଭିଷେକ କରିପାରିବେନି ବୋଲବମ୍ ଭକ୍ତ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଇଛନ୍ତି ବଡ ନିଷ୍ପତି । ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର । ଶୁକ୍ରବାର ଠାରୁ ହଜାର ହଜାର କାଉଡିଆ କାନ୍ଧରେ…

ମାଆ ମୁଁ ଡାକ୍ତର ହେବି… ଯନ୍ତ୍ରଣା ଭିତରେ ଡାକ୍ତର ହେବାର ସ୍ୱପ୍ନ ସଜାଡୁଛି କୁନି ଝିଅ । ଥାଲାସେମିଆ ରୋଗରେ…

କନକ ବ୍ୟୁରୋ: ଦେହରେ ରୋଗ, ରକ୍ତରେ ସ୍ୱପ୍ନ । ଯନ୍ତ୍ରଣା ଭିତରେ ଡାକ୍ତର ହେବାର ଜୁନୁନ୍ । ରୋଗକୁ ମାରିବି, ରୋଗୀ ସେବା କରିବି... ପାଠ ପଢି ମୁଁ ଡାକ୍ତର ହେବି... ପିଲା ବେଳୁ ଡାକ୍ତର ହେବାର ସ୍ୱପ୍ନ ଅନେକ ଦେଖନ୍ତି । ଜୀବନର ଲକ୍ଷ୍ୟ କଣ ପଚରାଗଲେ ଆମେ ସାଙ୍ଗେ ସାଙ୍ଗେ ଡାକ୍ତର ବୋଲି…

ରାଜ୍ୟରେ ଆଉ ୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ ସୁସ୍ଥଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି

କନକ ବ୍ୟୁରୋ : ସୁସ୍ଥ ହେଲେ ଆଉ ୨୨୯ ଆକ୍ରାନ୍ତ । ଆଜି ରାଜ୍ୟର୧୫ଟି ଜିଲ୍ଲାରୁ ୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ୍ ସ୍ୱାସ୍ଥ୍ୟଙ୍କ ସଂଖ୍ୟା ୫୯୩୪କୁ ବୃଦ୍ଧି ପାଇଛି ।  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା…

ଭୁବନେଶ୍ୱର ଆଜି ୪୫ ଆକ୍ରାନ୍ତ ଚିହ୍ନଟ । ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ 

କନକ ବ୍ୟୁରୋ : ଆଜି ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୦ ଆକ୍ରାନ୍ତ । ସେଥିରୁ ଭୁବନେଶ୍ୱରର ୪୫ ଜଣ ଆକ୍ରାନ୍ତ ଅଛନ୍ତି । ୪୫ ପଜିଟିଭରୁ ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୮ ଜଣ ଲୋକାଲ କଂଟାକ୍ଟ । ହଂସପାଳ, ଚକେଇଶିଆଣୀ, ଲକ୍ଷ୍ମୀସାଗର,…

୮ ତାରିଖ ଯାଏ କଟକ ସହର ସଟଡାଉନ୍ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ସଟଡାଉନ ଘୋଷଣା କଲା ସିଏମସି

କନକ ବ୍ୟୁରୋ : କଟକ ସହର ସଂପୂର୍ଣ୍ଣ ସଟଡାଉନ । ୮ ତାରିଖ ଯାଏ କଟକ ସହର ସଟଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ସଟଡାଉନ ଘୋଷଣା କଲା ସିଏମସି ।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ଘୋଷଣା କରିଛି ସିଏମସି । ତଏବଂ…