Daily Archives

July 2, 2020

ଆନନ୍ଦପୁରରେ ଅଭାବନୀୟ ଘଟଣା । ଘରେ ନଥିଲେ ବାପା-ମାଆ, କଲେଜ ପଢୁଆ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା । ଘଟଣାସ୍ଥଳରେ…

କନକ ବ୍ୟୁରୋ: ବାପା ଓ ମା’ ଘରେ ନଥିବା ବେଳେ ଜଣେ କଲେଜ ପଢୁଆ ଝିଅକୁ ଦୁର୍ବୃତ୍ତମାନେ ଘରେ ପଶି ହତ୍ୟା କରିଛନ୍ତି । ମୟରଭଂଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗାଁର କଲୋନି ସାହିରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା । ସୂଚନା ଅନୁସାରେ ବାପା ସୁନିଲ…

ଓଡ଼ିଶା ପାଇଁ ଖୁସି ଖବର । କରୋନାରୁ ଏକାଥରେ ୧୪୯ ସୁସ୍ଥ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫ ହଜାର ୫୦୨କୁ ବୃଦ୍ଧି

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୪୯ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ୨୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୪ ଜଣ, କଟକ ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬-୬ ଜଣ, ରାୟଗଡ଼ା ଜିଲ୍ଲାରୁ ୫ ଜଣ, ଅନୁଗୁଳ,…

ସତର୍କ ରୁହ ୧୬ ଜିଲ୍ଲା ! ଓଡ଼ିଶାରେ ବଜ୍ରପାତ ସହ ବର୍ଷା ସମ୍ଭାବନା , ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା…

ଦକ୍ଷିଣ ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୩.୬ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାରିତ ହୋଇ ରହିଛି। ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳର ୦.୯ କିଲୋମିଟର…

କାହିଁକି ରେଳଲାଇନ୍ ପାଖରେ ଥାଏ ଏଭଳି ଆଲୁମିନିୟମ୍ ବାକ୍ସ ? କ’ଣ ଏହାର କାମ ? କିଭଳି ଉପାୟରେ ଏହା ଯାତ୍ରୀଙ୍କ ଜୀବନକୁ…

ଟ୍ରେନରେ ଯାତ୍ରା କଲା ସମୟରେ ରେଳଲାଇନ୍ ପାଖରେ ଥିବା ଏକ ଆଲୁମିନିୟମ୍ ବାକ୍ସ ତ ଆପଣ ନିହାତି ଦେଖିଥିବେ । କିନ୍ତୁ ଏହି ବାକ୍ସ କାହିଁକି ରଖାଯାଏ ତାହା କ’ଣ ଆପଣ ଜାଣିଛନ୍ତି କି? ଏହି ବାକ୍ସ କେଉଁପ୍ରକାର କାମ କରିଥାଏ ଏବଂ ଯାତ୍ରୀଙ୍କ ସୁରକ୍ଷା କିଭଳି କରିଥାଏ? ଏହି ବାକ୍ସ ଭିତରେ କ’ଣ ଥାଏ?…

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୮ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୫ ଜଣ…

କନକ ବ୍ୟୁରୋ : ଭୁବନେଶ୍ୱର କରୋନା ତାଲିକାରେ ଯୋଡି ହେଲେ ଆଉ ୧୩ ଜଣ ଜଣ ଆକ୍ରାନ୍ତ । ୫ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଘରେ ସଂଗରୋଧରେ ଥିଲେ ୮ ଜଣ ଆକ୍ରାନ୍ତ । ସାଲିଆ ସାହିକୁ ପୁଣି ଫେରିଛି କରୋନା ଭୟା । ଆଜି ସାଲିଆ ସାହୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ…

ଗଭୀର ପୋଖରୀରେ ଅଥଳ ଜଳରାଶି. . .ଜୀବନକୁ ବାଜି ଲଗାଇ ଦୁଇ ବର୍ଷର ଶିଶୁକୁ ବଂଚାଇଲେ ୧୦ ବର୍ଷର ନାବାଳକ । ଘଟଣାକୁ ନେଇ…

କନକ ବ୍ୟୁରୋ : ଗଭୀର ପୋଖରୀ ସାଙ୍ଗକୁ ଅଥଳ ଜଳରାଶି । ମାତ୍ର ୧୦ବର୍ଷର ବାଳକ ଅଂଶୁମାନ ଜୀବନକୁ ବାଜି ଲଗାଇ ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ ଆଗପଛ ବିଚାର ନକରି ପୋଖରୀକୁ ଲମ୍ଫ ମାରିଥିଲେ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଡାଙ୍ଗମାଳ…