Daily Archives

July 2, 2020

ଗଲୱାନ ବିବାଦ ପରେ ଚୀନକୁ ଆମେରିକାର ସମାଲୋଚନା : ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ କହିଲେ, ପଦାରେ ପଡିଲା କମ୍ୟୁନିଷ୍ଟ…

କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖି ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । କହିଛନ୍ତି ଭାରତ ଚୀନ୍ ସୀମା ବିବାଦ ସମେତ ଅନ୍ୟ ରାଷ୍ଟ୍ର ପ୍ରତି ଚୀନର ଆକ୍ରମଣାତ୍ମକ…

ଓଡିଶାରେ ସୁପର ଆନାକୋଣ୍ଡା । ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି । ଦୌର୍ଘ୍ୟ ୨ କିଲୋମିଟର…

କନକ ବ୍ୟୁରୋ : ଭାରତୀୟ ରେଳବାଇରେ ପ୍ରଥମ ଘଟଣା । ଓଡିଶାରେ ଗଡିଲା ସୁପର ଆନାକୋଣ୍ଡା ଟ୍ରେନ୍ । ଏହି ନାଁ ଆପଣଙ୍କୁ ଚକିତ କରୁଥିବ । ଟ୍ରେନକୁ ଦେଖିଲେ ଆପଣ ବି ସେହିପରି ଚିନ୍ତା କରିବେ । ଏହି ଟ୍ରେନ୍ ସାଧାରଣ ଟ୍ରେନ୍ ପରି ହୋଇଥିଲେ ବି ଏହାର ଲଂବ କିନ୍ତୁ ସବୁଠାରୁ ଅଧିକ । ଏହାର ଲଂବ ପ୍ରାୟ…

ଫ୍ରିଜରେ କରୋନା ଆକ୍ରାନ୍ତଙ୍କ ଶବ : କରୋନାରେ ୭୧ ବର୍ଷ ବୃଦ୍ଧଙ୍କ ଗଲା ଜୀବନ , ୪୮ ଘଣ୍ଟା ପର୍ଯ୍ୟନ୍ତ ମୃତକଙ୍କ ଶବକୁ…

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ତା ସଙ୍ଗେ ସଙ୍ଗେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଏଭଳି ସମୟରେ ପଶ୍ଚିମବଙ୍ଗରୁ ଏକ ସ୍ତବ୍ଧ କଲା ଭଳି ମାମଲା ସାମ୍ନାକୁ ଆସିଛି । କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ଶବକୁ ୪୮ ଘଣ୍ଟା ଧରି…

ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା…

କନକ ବ୍ୟୁରୋ : ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି କୁନି ପୁଅର ଜୀବନ ଚାଲିଗଲା । ଏହି ହୃଦୟବିଦାରକ ଫଟୋ ଦେଖିଲେ ଆପଣ ବି କାନ୍ଦି ପକାଇବେ । ଜଣେ ବାପା ନିଜର ଏକ ବର୍ଷର ପୁଅର ମୃତ ଶରୀରକୁ ଜାବୁଡ଼ି ଅସହାୟତାର କାନ୍ଦ…

ଦେଶରେ ୬ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୪୩୪ ମୃତ ଓ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ; ଦିଲ୍ଲୀ…

କନକ ବ୍ୟୁରୋ : ଦେଶରେ ୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୧୯ ହଜାର ୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ସହିତ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ପାର କରିଛି । ସେହିପରି ଗତ ୨୪ ଘଂଟାରେ ୪୩୪ ଜଣଙ୍କର ଜୀବନ ନେଇଛି କରୋନା ଭୂତାଣୁ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍…

ବେକାବୁ ହେଉଛି କରୋନା । ଆଜି ପୁଣି ୨ ଜଣଙ୍କ ଜୀବନ ନେଲା କରୋନା

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ । ଜଣେ ମୃତକ ଗଂଜାମ ଜିଲ୍ଲାରୁ ଏବଂ ଆଉ ଜଣେ ଅନୁଗୁଳ ଜିଲ୍ଲାରୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଗଂଜାମ ଜିଲ୍ଲାରୁ ମୃତକ ଜଣକ ୪୯ ବର୍ଷର ପୁରୁଷ ଏବଂ ଅନୁଗୁଳରେ ମୃତକ ୫୭ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଏହାକୁ ମିଶାଇ…