Daily Archives

June 24, 2020

ଜଗା ମାନିଛି ଜିଲ୍ଲାପ୍ରଶାସନ କଥା : ପୁଣି ସୁବ୍ରତ ମନେ ପକାଇଲେ ଶ୍ରୀଜିଉଙ୍କ କଥା । ଘୋଷଯାତ୍ରାରେ କରୋନା ନେଇ କ’ଣ…

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନାଦେଲେ କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ରଥଯାତ୍ରାରେ କାଳିଆ ଭାବର ବାର୍ତ୍ତାକୁ ଚାରୋଟି ଧାଡ଼ିରେ ବଖାଣିଲେ କରୋନା ମୁଖପାତ୍ର । ୧ . ଧର୍ଯ୍ୟ  ୨ . ଅନୁଶାସନ  ୩ . ଏକଜୁଟ ହୋଇ ସଂକଳ୍ପ ରଖିବା  ୪ . ତ୍ୟାଗ ସ୍ୱୀକାର କରିବା  କରୋନା…

ପୁଣି ସତର୍କ କରାଇଲେ ସୁବ୍ରତ: ଆଗାମୀ ୧୪ ଗୁରୁତ୍ୱପୂର୍ଣ୍ଣ । ପାରିବାରିକ ପୁର୍ନମିଳନ ନୁହେଁ ହୋମ୍ କ୍ୱାରେଣ୍ଟିନ୍ ।…

କନକ ବ୍ୟୁରୋ: ଦୀର୍ଘଦିନର ବ୍ୟବଧାନ ପରେ ପୁଣି କରୋନା ସ୍ଥିତି ନେଇ ଅପଡେଟ୍ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କହିଲେ, ବୟସ ଯେମିତି ବଢ଼ିବ, ଶରୀରର ଆରଏନଏ ବା ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇବ । ତେଣୁ ବୟସ୍କଙ୍କ ଯତ୍ନ ଅଧିକ ନେବାକୁ ପରାମାର୍ଶ ଦେଇଛନ୍ତି ସୁବ୍ରତ…

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୩ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୧୯…

ରାଜଧାନୀରେ ୨୨ ନୂଆ ଆକ୍ରାନ୍ତ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୧୯ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଏକ ଘରୋଇ…

ଭୁବନେଶ୍ୱରର ବ୍ଲୁ-ହ୍ୱିଲ ହସ୍ପିଟାଲକୁ ସିଲ କଲା ପ୍ରଶାସନ : ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ୨୭ ଜଣ କରୋନା ପଜିଟିଭ ।…

କନକ ବ୍ୟୁରୋ : ରାଜଧାନୀର ଏକ ଡାକ୍ତରଖାନାକୁ ସିଲ କଲା ବିଏମସି । କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗରେ ମଂଚେଶ୍ୱରରେ ଥିବା ବ୍ଲୁ-ହ୍ୱିଲ ହସ୍ପିଟାଲକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ଏହାସହ ସଂପୃକ୍ତ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ମାଗିଛି ବିଏମସି । ଏହି ଡାକ୍ତରଖାନାରୁ ୨୭…

ରଥଯାତ୍ରାରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ହେବ କରୋନା ପରୀକ୍ଷା : ପ୍ରାଥମିକ ସ୍ତରରେ ୫୦୦ ପୋଲିସ କର୍ମଚାରୀଙ୍କ…

କନକ ବ୍ୟୁରୋ : ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା । ଆଜି ପ୍ରାଥମିକ ସ୍ତରରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ସେହିପରି କୋଭିଡ ୧୯କୁ ନେଇ ସର୍କିଟ…

ଓଡିଶାରେ ପୁଣି ହେବ ଆଂଟିବଡି ଟେଷ୍ଟ : ଆସନ୍ତା ସପ୍ତାହରେ ରାଜ୍ୟରେ ପହଂଚିବ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି…

କନକ ବ୍ୟୁରୋ : ଓଡିଶାରେ ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି  କିଟ୍ ଆରଏମଆରସିରେ ପହଂଚିବ । ତେବେ ଏଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ…