Daily Archives

June 6, 2020

୨୪ ମାର୍ଚ୍ଚରୁ ୧୬ ଟଙ୍କାରେ ମାସ୍କ କିଣିବାକୁ ଯଦି କୁହାଯାଇଥିଲା, ୧୫ ଏପ୍ରିଲରେ ୧୦ ଟଙ୍କାରେ ରାଜ୍ୟ ସରକାର ମାସ୍କ…

କନକ ବ୍ୟୁରୋ: ଝାରସୁଗୁଡାରୁ ସାରା ରାଜ୍ୟକୁ ସ୍ୱାସ୍ଥ୍ୟମନ୍ତ୍ରୀ ଯେତେବେଳେ ମାସ୍କ କିଣାରେ ଦୁର୍ନୀତି ହୋଇନଥିବା ନେଇ ଆଶ୍ୱସ୍ତିକର ବାଣୀ ଶୁଣାଉଥିଲେ, ସେତେବେଳେ ଏହି ପୁରା ପ୍ରକ୍ରିୟା ଆଉ କିଣାବିକା ପାଇଁ ଅବଲମ୍ବନ କରାଯାଉଥିବା ନୀତି ଉପରେ ସମସ୍ତଙ୍କର ବିଶ୍ୱାସ ଆସିବା କଥା । କମସେ କମ…

କରୋନା ଅପଡେଟ ନେଇ ପୁଣି ଫେରିଲେ ସୁବ୍ରତ ବାଗଚୀ । ଅଫିସର ବଦଳି ଓ ଏ ସଂପର୍କରେ ଚାଲିଥିବା ଖବରକୁ ନେଇ ରଖିଲେ ମତ,…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାର ଗଠନ କରିଥିବା ବରିଷ୍ଠ ପ୍ରଶାସନିକ ଟିମ୍‌ରୁ ବିନା କୌଣସି ସୂଚନାରେ ୯ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅକସ୍ମାତ ଅପସାରଣ କରି ନେଇଛନ୍ତି । ଏହି ୯ ଜଣ ଅଧିକାରୀ ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଆଗଧାଡ଼ିରେ ରହିବା ସହ ପ୍ରତ୍ୟେକଟି…

ମାସ୍କ କେଳେଙ୍କାରୀ! ବିବାଦ ବଢ଼ିଲା ପରେ ସାମ୍ନାକୁ ସତ ଆଣିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କହିଲେ, ପ୍ରଥମେ ୧୦ ପରେ ୧୬…

କନକ ବ୍ୟୁରୋ: ରାତାରାତି ମାସ୍କ ଦର ବଦଳିଯିବାର ଅଭିଯୋଗ ପରେ ସତ ବଖାଣିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ମାସ୍କ କିଣାବିକା ଦୁର୍ନୀତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରେସମିଟ କରି ପୂରା କାହାଣୀର ଖୁଲାସା କରିଛନ୍ତି । ରାତାରାତି କାହିଁକି ବଦଳିଲା ମାସ୍କ ଦରର ପ୍ରଶ୍ନ ତେଜୁଥିବାବେଳେ ନବ…

ଖୋର୍ଦ୍ଧା ଜେଲ ଭିତରେ ଚାଲିଛି ବେଧଡ଼କ ନିଶା କାରବାର । ଅନ୍ତେବାସୀ ବ୍ରାଉନସୁଗାର ଖାଉଥିବାର ଭିଡିଓ ଭାଇରାଲ । ସୁରକ୍ଷା…

କନକ ବ୍ୟୁରୋ: ଧଳା ଜହର କାରବାରର ହବ ପାଲଟିଛି ଖୋର୍ଦ୍ଧା ଜେଲ । ଜେଲ ଭିତରେ ବେଧଡକ ନିଶା ସେବନ କରୁଛନ୍ତି ଅନ୍ତେବାସୀ । ଖୋର୍ଦ୍ଧା ଜିଲ୍ଲାରେ ବେଧଡକ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ଚଢାଉ କରି କାରବାର କରୁଥିବା…

ମୁମ୍ବାଇରେ ଫସିଛନ୍ତି ଓଡିଆ ଯୁବତୀ । କାରଖାନାର ମାଲିକଠୁ ଟଙ୍କା ନେଇ ଠିକାଦାର ଫେରାର ପରେ ବନ୍ଧାପଡିଛନ୍ତି ଗଂଜାମର ୨୧…

କନକ ବ୍ୟୁରୋ: ମୁମ୍ବାଇରେ ଫସିରହିଛନ୍ତି ଓଡିଆ ଯୁବତୀ । ଉଦ୍ଧାର କରିବାପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି । ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳର ୨୧ ଜଣ ଓଡିଆ ଯୁବତୀ ମୁମ୍ବାଇରେ ଫସିଛନ୍ତି । ସେମାନେ ଏକ ଚିଙ୍ଗୁଡି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କୁ ପୋଲସରା ବ୍ଲକ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ପୁଣି ଏକାଥରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ । ଏଯାଏଁ ସୁସ୍ଥ ହେଲେଣି ୧୭୧୬…

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁସ୍ଥ ସଂଖ୍ୟା ମଧ୍ୟ ଅନୁରୁପ ଭାବେ ବଢିବାରେ ଲାଗିଛିା ଆଜି ସକାଳ ରାଜ୍ୟର ୧୪ଟି ଜିଲ୍ଲାରେ ସର୍ବାଧିକ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧୪ ଜିଲ୍ଲାରେ ୧୧୨ ଜଣ…