Daily Archives

June 3, 2020

ଦିନକ ପରେ ସ୍ନାନଯାତ୍ରା । ଏଥର ବଡଦାଣ୍ଡରେ ଛିଡା ହୋଇ ଦେଖି ହେବନି, ଘରେ ବସି ଦେଖିହେବ କାଳିଆ ସାଆନ୍ତର ସ୍ନାନଯାତ୍ରା…

କନକ ବ୍ୟୁରୋ: ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି ସାମ୍ନାରେ ବସିବାକୁ ହେବ। ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦୂରଦର୍ଶନ ପ୍ରସାରଣ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ : ୧୪୧୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା,ଆଜି ସକାଳେ ଚିହ୍ନଟ…

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ରୋଗୀ । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କର ସଂଖ୍ୟା ୧୪୧୬ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଜଣ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ସେହିଭଳି ପୁରୀ…

ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର : ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ମୋବାଇଲ ଟର୍ଚ୍ଚ…

କନକ ବ୍ୟୁରୋ : ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର । ମୋବାଇଲ ଟର୍ଚ୍ଚ ଲାଇଟରେ ପଡୁଛି ଷ୍ଟିଚ୍ ।  ଋଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଚିତ୍ର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା…

ଓଡିଶା ଶୁଭିଲା ଦିଲ୍ଲୀ କାନ୍ଦ । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ…

କନକ ବ୍ୟୁରୋ : ଦିଲ୍ଲୀରେ ଫସିଥିବା ଦାଦନଙ୍କ ଦୁଃଖ ଶୁଣିଲେ ସରକାର । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଲ୍ଲୀରୁ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରି କରିଥିଲେ ସ୍ତ୍ରୀ ଓ ପିଲା । ଏହା ପରେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହିଳାଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା…

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ…

କନକ ବ୍ୟୁରୋ : କନକ ବ୍ୟୁରୋ : ଘାଟିରେ ଓଲଟିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ ୨ ମୃତ ୩୦ ଆହତ । ଆହତମାନଙ୍କୁ କୁମୁଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗୁରୁମାଇ ଗୁଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୋଡିଗାଁରୁ ମୁଣ୍ଡିଗୁଡାକୁ ୩୫ ଜଣ…

ଲକ୍ଷ୍ନୌ ରେଲୱେ ଷ୍ଟେସନରେ ଦେଖାଗଲା ମାନବିକତାର ନିଚ୍ଛକ ଉଦାହରଣ : ମାଗଣାରେ ପ୍ରବାସୀ ଶ୍ରମିକଙ୍କ ଜିନିଷ ବୋହିବା ସହ…

ଭାରତରେ କରୋନା ଭୁତାଣୁର ସଂକଟ ସାଙ୍ଗକୁ ଲକଡାଉନର ଲହରୀ ଜାରି ରହିଛି । ଏଭଳି ସମୟରେ ଅନେକ ସହୃଦୟ ବ୍ୟକ୍ତି ଆଗକୁ ଆସି ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି । ଯାହାଙ୍କୁ ନେଇ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଖୁବ୍ ଚର୍ଚ୍ଚା ହେଉଛି । ଏଭଳି ଆଉ ଜଣେ ବ୍ୟକ୍ତି ଲକ୍ଷ୍ନୌ…