Daily Archives

June 1, 2020

କରୋନା ମୁକାବିଲାରେ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ । ୩୦ ଦିନ ମଧ୍ୟରେ ସଂକ୍ରମଣ ବଢିବା ନେଇ ସରକାରଙ୍କ ଆଶଙ୍କା, କରୋନା…

କନକ ବ୍ୟୁରୋ : ରାଜ୍ୟରେ ଆଜି ଗୋଟିଏ ଦିନରେ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ସରକାର କହିଛନ୍ତି, ଜୁନ୍ ମାସ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ୩୦ ଦିନ ମଧ୍ୟରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରିଛନ୍ତି ସରକାର । ତେଣୁ ଜୁନ୍ ମାସରେ ଅଧିକ ସତର୍କ…

୧୩ ଆତଙ୍କୀ ସଫା । ଭାରତୀୟ ସେନାକୁ ବଡ ସଫଳତା । ଗୋଟିଏ ଦିନରେ ୧୩ ଆତଙ୍କବାଦୀଙ୍କୁ ନିପାତ କଲା ସେନା

କନକ ବ୍ୟୁରୋ: କଶ୍ମୀରରେ ଆଜି ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ସେନା ଗୋଟିଏ ଦିନରେ ୧୩ ଜଣ ଆତଙ୍କବାଦୀଙ୍କୁ ମାରିଦେଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ଜମ୍ମୁ ଓ କଶ୍ମୀରର ମେଣ୍ଢର-ପୁଞ୍ଛ ଅଂଚଳରେ ଥିବା ନିୟନ୍ତ୍ରଣରେଖା ନିକଟରେ ସେନା ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ…

ବର୍ଷେ ହେଲା ଗାଁରେ ନେଟୱର୍କ ନାହିଁ, ଖେଳନା ପାଲଟିଛି ଦାମି ମୋବାଇଲ । ନେଟ୍ ଆସୁନଥିବାରୁ ଖୋଲୁନି ଆପ୍ । ଅନଲାଇ…

କନକ ବ୍ୟୁରୋ:  ମୋବାଇଲ୍ ପାଲଟିଛି ଖେଳଣା । ନେଟୱାର୍କ ଆସୁ ନଥିବାରୁ ମୋବାଇଲ୍ ସେବାରୁ ବଚିଂତ ଲୋକେ । ନେଟ୍ ଚଳାଇବା ତ ଦୂରର କଥା ଫୋନ୍ କଲ୍ କରିବା ପାଇଁ  ହୀନସ୍ଥା ହେବାକୁ ପଡୁଛି । ଜଗତସିଂହପୁର ଜିଲ୍ଲା ସମଙ୍ଗ, ସାଦେଇପୁର, ପଳାଶୋଳ, ଅଁଳା, ରାଢ଼ଙ୍ଗ ଭଳି ୬ଟି ପଂଚାୟତର ୩୦ଟି ଗ୍ରାମରେ…

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ : ୧୮୬୮କୁ ବୃଦ୍ଧି ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସୂଚନା । ଧାନ ସହ ୧୪ଟି…

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା । ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାର ଆଜି ୧୪ଟି ଖରିଫ ଫସଲର ଏମଏସପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି  କରିଛନ୍ତି । ସୋମବାରଦିନ ପ୍ରଧାନମନ୍ତ୍ରୀ…

ଏବର୍ଷ ସ୍ବାଭାବିକ ବର୍ଷା .. ଜୁଲାଇରେ ଅଧିକ ବର୍ଷିବ, ଅଗଷ୍ଟରେ ଟିକିଏ କମିବ

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି କେରଳ ଛୁଇଁଛି । ଏହା ଫଳରେ କେରଳରେ ଆସନ୍ତା ଦୁଇ ତିନିଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ…

ଓଡିଶା ପାଇଁ ଖୁସି ଖବର । ପୁଣି ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ସର୍ବାଧିକ ୬୦ ଜଣ ସୁସ୍ଥ ।…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୧୯ ଆକ୍ରାନ୍ତ । ରାଜ୍ୟରେ ନୂଆ ୧୧୯ ଜଣ କରୋନାରୁ ଭଲ ହେଲେ । ୧୨ ଜିଲ୍ଲାରୁ ସୁସ୍ଥ ହେଲେ ୧୧୯ ଆକ୍ରାନ୍ତ । ଭଲ କଥା ହେଉଛି କୋଲକାତା ଲିଙ୍କରେ ଯାଜପୁରରେ ଯେଉଁଭଳି ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିଲା ଆଜି ସେହି…