Browsing Category

ଦେଶ ବିଦେଶ

ଆଗାମୀ ଦେଢବର୍ଷରେ ୧୦ ଲକ୍ଷ ଚାକିରି ଦେବେ ମୋଦୀ ସରକାର । ଶନିବାର ଆୟୋଜନ ହେଉଛି ମେଗା ନିଯୁକ୍ତି ମେଳା

କନକ ବ୍ୟୁରୋ: ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ଦେବେ ମୋଦୀ ସରକାର । ଏଥିପାଇଁ ମେଗା ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ୨୨ ତାରିଖ ଦିନ ୧୨ଟା ବେଳେ ଭିଡିଓ କନଫରେନସିଂରେ ଏହି ନିଯୁକ୍ତି ମେଳାକୁ ଆରମ୍ଭ କରିବେ ମୋଦୀ । ଏହି ଅବସରରେ ୭୫ ହଜାର…
Read More...

ଅକ୍ଟୋବର ୨୨ରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏକା ସାଙ୍ଗରେ ୭୫ ହଜାର…

କନକ ବ୍ୟୁରୋ : ଚାକିରି ଆଶାୟୀ ଥିବା ଯୁବପିଢିଙ୍କୁ ଦୀପାବଳି ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀପାବଳିର ଦୁଇ ଦିନ ପୂର୍ବରୁ ଶନିବାର ଦେଶର ଯୁବତୀ ଯୁବକମାନଙ୍କ ସହ ଭିଡିଓ କନଫେରେନ୍ସି ଯୋଗେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ବିଭିନ୍ନ…
Read More...

୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ସଭାପତି । ଖଡଗେଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ?

କନକ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ । ଯେତେବେଳେ ଦଳ ଏକ ରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରୁଛି, ଦଳର ହାଇ ପ୍ରୋଫାଇଲ ନେତାମାନେ ଦଳ ଛାଡି ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମିଶିଯାଉଛନ୍ତି, ଦଳ କିଛି ରାଜ୍ୟ…
Read More...

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ୬ ସପ୍ତାହ ଭିତରେ ପଦରୁ ଇସ୍ତଫା

କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ୍ । ପ୍ରଧାନମନ୍ତ୍ରୀ ହେବାର ମାତ୍ର ୪୫ ଦିନ ପରେ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଲମ୍ବା ସମୟ ଧରି ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଆଉ ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।…
Read More...

୧୭ ଲକ୍ଷ ଦୀପରେ ସଜେଇ ହେବ ରାମଙ୍କ ନଗରୀ, ଜାଣନ୍ତୁ ଏଥର ଦିପାବଳୀରେ କେମିତି ରହିବ ଅଯୋଧ୍ୟାର ଦୀପୋତ୍ସବ

କନକ ବ୍ୟୁରୋ : ଚଳିତ ବର୍ଷ ଦିପାବଳୀରେ ଅଯୋଦ୍ଧାରେ ହେବାକୁ ଥିବା ମେଗା ଇଭେଣ୍ଟରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ୨୦୧୭ ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ଦୀପୋତ୍ସବ ଆରମ୍ଭ କରିଥିଲେ । ଏହି କ୍ରମରେ ଏ ବର୍ଷ…
Read More...

ତେଲେଙ୍ଗାନାରେ ଖୋଳାହେଲା ନଡ୍ଡାଙ୍କ ପ୍ରତିକାତ୍ମକ କବର, ଜାଣନ୍ତୁ କିଏ ଓ କାହିଁକି କରିଛି ଏଭଳି କାମ

କନକ ବ୍ୟୁରୋ : ନେତାଙ୍କୁ ବିରୋଧ କରିବାର ତରିକା ଏବେ କେତେ ଉଗ୍ର ହେଉଛି ତାହା ଆପଣ ଏହି ଚିତ୍ର ଦେଖିବା ପରେ ଅନୁମାନ କରିପାରୁଥିବେ । କେଉଁଠି ନେତା ମନ୍ତ୍ରୀଙ୍କ ଉପରେ ଚପଲ ମାଡ ହେଉଛି ତ କେଉଁଠି ରାଲିରେ ଅଣ୍ଡାମାଡ । ହେଲେ ତେଲେଙ୍ଗାନରେ କିଛି ଲୋକ ନିଜର ଦାବି ପୁରଣ ନହେବାରୁ ସିଧା ସଳଖ…
Read More...

ପାକିସ୍ତାନର ୱାର୍ଲ୍ଡ କପ୍ ଛାଡିବା ଧମକ ପରେ ଜବାବ ଦେଲେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର: କହିଲେ ‘କାହା କଥା…

କନକ ବ୍ୟୁରୋ: ଆସନ୍ତା ବ‌ର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ରେ ଭାରତୀୟ ଦଳ ଅଂଶଗ୍ରହଣ କରିବନି। ଏକ ନିରପେକ୍ଷ ସ୍ଥାନରେ ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତାବ ରଖିବ। ଯଦି ଏଥିରେ ଏସୀୟ ସମୁଦାୟ ସହମତି ହୁଅନ୍ତି, ତାହେଲେ ବିଶ୍ୱକପ୍ ପୂର୍ବରୁ ହେଉଥିବା…
Read More...

ଦୁଷ୍କର୍ମ ଅଭିଯୁକ୍ତ ରାମ ରହିମଙ୍କ ସତସଙ୍ଗରେ ବିଜେପି ନେତା: ପିତା ସମ୍ବୋଧନ କରି ଆଶୀର୍ବାଦ ନେଲେ

କନକ ବ୍ୟୁରୋ: ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ସତସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିଛି । ପଞ୍ଚାୟତ ନିର୍ବାଚରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀମାନେ ଆଶୀର୍ବାଦ ଗ୍ରହଣ କରିବାକୁ ସତସଙ୍ଗରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବିଜେପିର ନେତା ମଧ୍ୟ ରାମ ରହିମଙ୍କ ସହ…
Read More...

ମଙ୍ଗଳବାରରେ ମଟନ ରୋଷେଇକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ଜାଣନ୍ତୁ କେମିତି ଗଲା ପଡୋଶୀଙ୍କ ଜୀବନ

କନକ ବ୍ୟୁରୋ : କଳି ବା ଝଗଡା କାହା ଘରେ ନାହିଁ । କେବେ ଟଙ୍କା ପଇସାକୁ ନେଇ ତ କେବେ ରୋଷେଇକୁ ନେଇ । ହେଲେ ଆପଣ କେବେ ଶୁଣିଛନ୍ତି କି ପରିବାରର କଳି ପାଇଁ ପଡୋଶୀଙ୍କ ଜୀବନ ଯାଇଛି । ହଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଭୋପାଳରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମଙ୍ଗଳବାର…
Read More...

ସେହୱାଗଙ୍କ ନିର୍ଦ୍ଧୁମ ପ୍ରହାର, ବୋଲର ହେଉଥିଲେ ଥରହର । ନଜଫଗଡର ନୱାବ ସାଜିଥିଲେ ମୁଲତାନର ସୁଲତାନ, ଜନ୍ମଦିନରେ…

କନକ ବ୍ୟୁରୋ : ବିଶ୍ୱ କ୍ରିକେଟରେ ନୀର୍ଭିକ ତଥା ଦୁର୍ଦ୍ଦଷ ବ୍ୟାଟର ଭାବେ ଯେଉଁ ଅଳ୍ପ କିଛି ଖେଳାଳୀ ଜଣାଶୁଣା ସେମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ନାଁ ପ୍ରଥମେ ସାମ୍ନାକୁ ଆସେ । ଦିନିକିଆ ହେଉ କି ଟେଷ୍ଟ ଅବା ଟି-୨୦ ପ୍ରତି ମ୍ୟାଚରେ ସେହୱାଗଙ୍କ ବ୍ୟାଟିଂ…
Read More...