Browsing Category

ଦେଶ ବିଦେଶ

ବିସିସିଆଇର ଐତିହାସିକ ନିଷ୍ପତ୍ତି । ଏବେ ପୁରୁଷ ଓ ମହିଳା କ୍ରିକେଟ ଖେଳାଳୀଙ୍କ ମିଳିବ ସମାନ ଫି

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ । ଏବେ ଉଭୟ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ସମସ୍ତଙ୍କୁ ସମାନ ଫି ମିଳିବ ବୋଲି ଆଜି ବିସିସିଆଇର ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଏହି ଐତିହାସିକ…
Read More...

ଟଙ୍କାରେ ଲକ୍ଷ୍ମୀ – ଗଣେଶଙ୍କ ଫଟୋ ରଖିବା ବୟାନ ନେଇ ଏବେ ଅଡୁଆରେ କେଜ୍ରିୱାଲ, ନିଜ ସମର୍ଥକମାନେ ବି ଆରମ୍ଭ କଲେ…

କନକ ବ୍ୟୁରୋ : ଭାରତର ରାଜନେତାମାନଙ୍କୁ ଧାର୍ମିକ ଗତିବିଧିରୁ ଅଲଗା କରିବା କେବେ ବି ସମ୍ଭବ ନୁହେଁ । ଆମ ରାଜନୈତିକ ବ୍ୟବସ୍ଥା ଏଭଳି ସ୍ଥାନରେ ପହଂଚି ସାରିଛି କି ଧାର୍ମିକ ସ୍ଥଳକୁ ନିମନ୍ତ୍ରଣ ନଥିଲେ ବି ରାଜନେତାମାନେ ସେଠାକୁ ଧଶେଇ ପଶୁଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି କି ରାଜନୀତି…
Read More...

ନେଦରଲାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ପାକିସ୍ତାନକୁ ମାତ୍ ଦେଇଥିବା ଟିମକୁ ନେଇ ମୈଦାନକୁ…

କନକ ବ୍ୟୁରୋ : ପାକିସ୍ତାନକୁ ମାତ୍ ଦେବା ପରେ ନେଦରଲାଣ୍ଡ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଯେଉଁ ଟିମ୍ ରହିଥିଲା ସେହି ସମାନ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଟିମ୍ ଇଣ୍ଡିଆ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ…
Read More...

ଦିଲ୍ଲୀରେ ‘ଅଳିଆ’ ରାଜନୀତି: କେଜ୍ରିୱାଲ କହିଲେ ’୧୫ ବର୍ଷ ଭିତରେ ବଡ ବଡ ଅଳିଆ ପାହାଡ କରିଛି ବିଜେପି’

କନକ ବ୍ୟୁରୋ: ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ୍ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ । ଦିଲ୍ଲୀର ଅଳିଆ ଗଦାକୁ ଆଧାର କରି ବିରୋଧୀ କର୍ମୀ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିବା ପରେ ଏହାର ଜବାବ ଦେଇଛନ୍ତି କେଜ୍ରିୱାଲ ନଗର ନିଗମ ଅଧିନରେ ଆସୁଥିବା ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ପହଞ୍ଚି…
Read More...

ଦିଲ୍ଲୀରେ ବିଷାକ୍ତ ବାୟୁମଣ୍ଡଳ: ହସ୍ପିଟାଲରେ ଆଲର୍ଜି, ଶ୍ୱାସ ଜନିତ ରୋଗୀଙ୍କ ଭିଡ, ଚେତାଇଲେ ବିଶେଷଜ୍ଞ ।

କନକ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଜହର ପାଲଟିଛି । ବିଶେଷ କରି ଏନସିଆର ଇଲାକାରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଫଳରେ ଆଲର୍ଜି ଏବଂ ଶ୍ୱାସକ୍ରିୟା ରୋଗର ମାମଲା ବୃଦ୍ଧି ପାଇଛି ଏବଂ ଡାକ୍ତରଖାନାରେ ଏହିପରି ରୋଗୀଙ୍କ ଭିଡ଼ ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରରେ ବାୟୁର…
Read More...

ପ୍ରଥମ କ୍ୟାବିନେଟରେ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କଲେ ରିଷି ସୁନକ : ଭାରତ ବିରୋଧୀ ମତ ରଖିଥିବା ସୁଏଲାଙ୍କ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରିଷି ସୁନକ ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି । ଏଥିରେ ବିରୋଧୀ ନେତାଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନ୍ ରାଜନୀତିରେ ଏକ ହାଇପ୍ରୋଫାଇଲ ସାପ୍ତାହିକ କାର୍ଯ୍ୟକ୍ରମ ହେଉଛି ପ୍ରାଇମିନିଷ୍ଟର…
Read More...

ପ୍ରେମିକା ସହ ସ୍ୱାମୀଙ୍କୁ ଧରିଲେ ବୋଲି ସ୍ତ୍ରୀ ଉପରେ କାର ଚଢାଇ ଦେଲେ ଫିଲ୍ମ ପ୍ରଡ୍ୟୁସର । ସିସିଟିଭିରେ ଘଟଣା କଏଦ୍

କନକ ବ୍ୟୁରୋ: ଅନେକ ଥର ସେଲିବ୍ରେଟିମାନଙ୍କର ଏହିପରି ଘଟଣା ସାମ୍ନାକୁ ଆସେ, ଯାହା କେବଳ ବିଶ୍ୱାସ କରିବା କଷ୍ଟକର ନୁହେଁ ବରଂ ସେମାନେ ପ୍ରଶଂସକମାନଙ୍କୁ ଆଘାତ ମଧ୍ୟ ଦିଅନ୍ତି । ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ର ପ୍ରେମିକା ପାଇଁ…
Read More...

ଭୋପାଳରେ କ୍ଲୋରିନ୍ ଗ୍ୟାସ୍ ଲିକ୍, ୧୦ରୁ ଉର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି, ଆଖି ଯନ୍ତ୍ରଣା ନେଇ ଲୋକଙ୍କ ଅଭିଯୋଗ

କନକ ବ୍ୟୁରୋ: ଭୋପାଳ ମଦର ଇଣ୍ଡିଆ କଲୋନୀରେ ଗ୍ୟାସ୍ ଲିକ୍ ହେବାରୁ ହଇଚଇ ସୃଷ୍ଟି ହୋଇଛି । ଏଠାରେ ଥିବା ୱାଟର ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦୂର ସ୍ଥାନକୁ ପଳାଇବାକୁ ଲାଗିଥିଲେ । ଏହାସହ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । କେବଳ…
Read More...

ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ୨ ପୁଅଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ କେତେ ବର୍ବର ହୋଇପାରେ ତା’ର ପ୍ରମାଣ ଦେଖିବାକୁ ମିଳିଛି ଝାରଖଣ୍ଡର ବୋକାରୋ ଅଞ୍ଚଳରେ । ଶହେ କି ହଜାରେ ନୁହେଁ ମାତ୍ର ୩ ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା କରାଯିବା ସହ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ…
Read More...

ଟି-୨୦ ବିଶ୍ୱକପରେ ଆଜି ଭାରତର ଦ୍ୱିତୀୟ ମ୍ୟାଚ : ସିଡନୀରେ ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ନେଦରଲାଣ୍ଡର ମଧ୍ୟରେ ହେବ ମୁକାବିଲା । ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆର ମନୋବଳ ଉଚ୍ଚରେ…
Read More...