Browsing Category

ଦେଶ ବିଦେଶ

ବୁଲେଟ ଟ୍ରେନକୁ ନେଇ ଆସିଲା ବଡ ଖବର। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଟ୍ରାଏଲ ରନ୍ ?

କନକ ବ୍ୟୁରୋ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବୁଲେଟ ଟ୍ରେନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କେନ୍ଦ୍ରରେ ବିଜେପି ସରକାର ହେବା ପରେ ସମସ୍ତେ ଆଶା ରଖିଥିଲେ ଯେ ଶୀଘ୍ର ବୁଲେଟ ଟ୍ରେନରେ ଲୋକେ ବସିପାରିବେ । ସରକାର ମଧ୍ୟ ଏହା ଚାହୁଁଥିଲେ ଯେ କିଭଳି ଶୀଘ୍ର ଲୋକଙ୍କୁ ଭାରତର ପ୍ରଥମ ବୁଲେଟ…
Read More...

ଚୀନ୍ ଭୂତାଣୁ: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା, କେନ୍ଦ୍ର ସରକାର ଜାରି କରିପାରନ୍ତି ନୂଆ ଗାଇଡଲାଇନ୍

କନକ ବ୍ୟୁରୋ: ଦେଶରେ ଓମିକ୍ରନର ବିଏଫ୍.୭ ପ୍ରଜାତି ଚିହ୍ନଟ ହେବା ପରେ ଆକ୍ସନରେ ସରକାର । କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଯୋଗଦେଇଛନ୍ତି । ବୈଠକ ପରେ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ୍…
Read More...

ରୋହିତ ଛାଡିପାରନ୍ତି ଅଧିନାୟକ ପଦ? ୨୦୨୩ ଦିନିକିଆ ବିଶ୍ୱକପ୍ ହାର୍ଦ୍ଦିକଙ୍କ ନେତୃତ୍ୱରେ ଖେଳିବ କି ଟିମ୍ ଇଣ୍ଡିଆ?

କନକ ବ୍ୟୁରୋ : ନୂଆବର୍ଷରୁ ନୂଆ ଆରମ୍ଭ କରିପାରେ ଟିମ୍ ଇଣ୍ଡିଆ । ଭାରତୀୟ ଦଳରେ ବଡ ଧରଣର ପରିବର୍ତ୍ତନ କରିପାରେ ବିସିସିଆଇ । ଭିନ୍ନ ଫର୍ମାଟ ପାଇଁ ଭିନ୍ନ ଅଧିନାୟକ ଫର୍ମୁଲା ଆପଣାଇପାରେ ବିସିସିଆଇ । ଏନେଇ ଏବେଠୁ ଜୋର ଧରିଛି ଚର୍ଚ୍ଚା । ଆଉ ଯଦି ବିସିସିଆଇ ଏଭଳି ନିଷ୍ପତ୍ତି ନିଏ ତେବେ…
Read More...

କରୋନା ଭୂତାଣୁ: କେତେ ଘାତକ ଓମିକ୍ରନରେ ସବ୍ ଭାରିଆଣ୍ଟ ବିଏଫ. ୭?

କନକ ବ୍ୟୁରୋ: ଚୀନରେ ବେକାବୁ ହେବାରେ ଲାଗିଛି କରୋନାର ଓମିକ୍ରନର ସବ ଭାରିଆଣ୍ଟବିଏଫ.୭ । ଭାରତରେ ବର୍ତ୍ତମାନ ସୁଦ୍ଧା ଏହି ଭଳି ୩ଟି ମାମଲା ଚିହ୍ନଟ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଯେ ଚୀନରେ କାୟା ବିସ୍ତାର କରିବା ପରେ ଏହି ଭୂତାଣୁ ଭାରତରେ ଚିନ୍ତା ବଢାଇବ କି? ଅନ୍ତର୍ଜାତୀୟ ଗଣମାଧ୍ୟମରେ…
Read More...

ଅତ୍ୟାବଶ୍ୟକ ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କଲେ ସରକାର । ଶସ୍ତା ହେଲା ପାରାସିଟାମୋଲ ମେଡିସିନ୍ ।

କନକ ବ୍ୟୁରୋ: ଶସ୍ତା ହେଲା ମେଡିସିନ୍ । କ୍ୟାନସର, ମଧୁମେହ, ଜ୍ୱର ଓ ହେପାଟାଇଟିସ୍ ଭଳି ରୋଗରେ ଚିିକିତ୍ସା ପାଇଁ ଆବଶ୍ୟକ ହେଉଥିବା ମେଡିସିନ୍ ଶସ୍ତା ହେଇଛି । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ୪୦ ପ୍ରତିଶତ ଶସ୍ତାରେ ମିଳିବ । ତେବେ ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା…
Read More...

କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ…

କନକ ବ୍ୟୁରୋ : କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଭିଡରୁ ଦୁରେଇ ରହିବା ସହ ବିଦେଶ ଯାତ୍ରା ଏଡାଇବାକୁ ଉପଦେଶ ମଧ୍ୟ ଦିଆଯାଇଛି । ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ କହିଛି…
Read More...

ଜେଲରୁ ବାହାରିବାକୁ ଚାହୁଁନି ଶ୍ରଦ୍ଧା ମର୍ଡର କେସ୍ ଅଭିଯୁକ୍ତ ଆଫତାବ୍ । କୋର୍ଟରୁ ଫେରାଇ ନେଲା ଜାମିନ୍ ଆବେଦନ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସର ଅଭିଯୁକ୍ତ ଆଫତାବ୍ ନିଜ ଜାମିନ ଆବେଦନକୁ ଫେରାଇ ନେଇଛି । ଏହି ସୂଚନା ଦେଇଛନ୍ତି ଆଫତାବଙ୍କ ଓକିଲ । ଆଫତାବଙ୍କ ସହ ୫୦ ମିନିଟ ଧରି ଆଲୋଚନା ପରେ ନିଜ ଜାମିନ୍ ଆବେଦନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲା ଆଫତାବ ।…
Read More...

କିଏ ଏହି ଚୀନ୍ ଗାୟିକା? ଯିଏ ନିଜକୁ କରେଇଲେ କରୋନା ପଜିଟିଭ୍ ।

କନକ ବ୍ୟୁରୋ: ଜାଣିଶୁଣି ନିଜକୁ କରୋନା ପଜିଟିଭ୍ କରାଇଲେ ଚୀନ୍ ସିଙ୍ଗର । ଏନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୂଆବର୍ଷ ପୂର୍ବରୁ ସେ କରୋନା ସଂକ୍ରମିତ ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଜାଣିଶୁଣି କରୋନା…
Read More...

ନୂଆ ଭାରିଆଣ୍ଟ ବିଏଫ୍.୭ କେତେ ଘାତକ ? ସଂକ୍ରମିତ ଲୋକଙ୍କଠାରେ କେଉଁ କେଉଁ ଲକ୍ଷଣ ଦେଖାଯାଇପାରେ?

କନକ ବ୍ୟୁରୋ : ଚୀନ୍ରେ ଆତଙ୍କ ସୃଷ୍ଟି କରିଛି ବିଏଫ.୭ ଭୂତାଣୁ । ଏବେ ଏହା ଓଡ଼ିଶାରେ ଚିହ୍ନଟ ହୋଇଛି । ଯାହାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । କିପରି କରୋନାର ନୂଆ ଭାରିଆଣ୍ଟ ସହ ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା ହେବ । ତେବେ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ…
Read More...

ଆସିଲା କରୋନା, ବଢିଲା ଚିନ୍ତା । ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାକୁ…
Read More...