Browsing Category

ଦେଶ ବିଦେଶ

ବିଶେଷଜ୍ଞଙ୍କ ଅଧ୍ୟୟନରୁ ବଡ ଖୁଲାସା, ସର୍ବାଧିକ ପୁରୁଷଙ୍କ ପାଖରେ ନାହାଁନ୍ତି ଘନିଷ୍ଠ ବନ୍ଧୁ

କନକ ବ୍ୟୁରୋ : ବନ୍ଧୁତା ତାକୁ କୁହାଯାଏ ନାହିଁ ଯେ, କି କିଛି ସମୟ ତୁମସହ ବିତାଇବା ପରେ ସଂପର୍କ ତୁଟାଇ ଦିଏ । ବନ୍ଧୁ ସିଏ ମଧ୍ୟ ନୁହେଁ ଯାହା ପାଖରେ ନିଜ ମନର କଥା କହିବାକୁ ଇଚ୍ଛା ହୋଇ ନଥାଏ । ସେମାନଙ୍କୁ ମଧ୍ୟ ବନ୍ଧୁ କୁହାଯାଇପାରିବ ନାହିଁ ଯାହାଙ୍କ ସହ ଆମେ ସ୍କୁଲରେ ଲଂଚ କରୁଥିଲେ ବା…
Read More...

କୁହୁଡି ପାଇଁ ଦେଖାଗଲାନି ରାସ୍ତା । ଗଭୀର ନାଳକୁ ଖସିପଡିଲା କାର, ୪ ସାଙ୍ଗଙ୍କ ମୃତ୍ୟୁ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ରବିବାର ସକାକେ ଏକ ଭୟାନକ ଦୁର୍ଘଟଣା ଦେଖିବାକୁ ମିଳଛି । କୁହୁଡି କାରଣରୁ କାର ଚଳାଉଥିବା ଚାଳକକୁ ରାସ୍ତାର ମୋଡ ଦେଖା ନଯିବାରୁ କାରଟି ସିଧା ରାସ୍ତାକଡରେ ଥିବା ଏକ ଗଭୀର ନାଳକୁ ଖସିପଡିଥିଲା । ଏହି କାରରେ ମୋଟ ୫ ଜଣ ଲୋକ ଥିବା ବେଳେ…
Read More...

ବିଶ୍ୱରେ କରୋନା ସଂକ୍ରମଣ ଉପରମୁହାଁ । ବିଏଫ୍.୭ କବଜାରେ ୯୧ ଦେଶ , ଦୈନିକ ସଂକ୍ରମଣ ୧ଲକ୍ଷ ୭୩ ହଜାରୁ ଅଧିକ

କନକ ବ୍ୟୁରୋ: ବିଶ୍ୱରେ କରୋନା ଉପରମୁହାଁ । ବିଏଫ-୭ ଭାରିଆଣ୍ଟ କବଜାରେ ୯୧ ଦେଶ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ କରୋନା । ଜାପାନରେ ଦୈନିକ ସଂକ୍ରମିତ ସଂଖ୍ୟା ଛୁଇଁଲା ୧ ଲକ୍ଷ ୭୩ ହଜାର । ଦ.କୋରିଆରେ ଦୈନିକ । । ସଂକ୍ରମିତ ସଂଖ୍ୟା ଛୁଇଁଲା ୫୮ ହଜାର । ଫ୍ରାନ୍ସରେ ଦୈନିକ…
Read More...

ଦେଶବାସୀଙ୍କୁ ପୁଣି ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ । କହିଲେ, ସୁରକ୍ଷିତ ରହିଲେ ସବୁ ଉତ୍ସବର ମଜା…

କନକ ବ୍ୟୁରୋ: ବିଶ୍ୱରେ କରୋନା ସଂକ୍ରମଣ ବଢୁଥିବା ବେଳେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପ୍ରିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୯୬ ତମ ସଂସ୍କରଣକୁ ସମ୍ଭୋଧନ କରିବା ବେଳେ କରୋନା ନେଇ ସର୍ତକତା କରାଇଛନ୍ତି ମୋଦୀ । ଚଳିତବର୍ଷର ଏହା…
Read More...

ସ୍ୱାମୀ କୈଳାଶନନ୍ଦଙ୍କ ସମେତ ଅନେକ ସନ୍ଥଙ୍କୁ ବିଷ ଦେଇ ହତ୍ୟା ଯୋଜନା, ଜଣେ ଗିରଫ

କନକ ବ୍ୟୁରୋ : ନିରଞ୍ଜନୀ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶନନ୍ଦଙ୍କ ସମେତ କିଛି ସନ୍ଥଙ୍କୁ ବିଷ ଦେଇ ହତ୍ୟା କରାଯିବାର ଯୋଜନା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି । ଏହି ଯୋଜନାକୁ ପଣ୍ଡ କରିଛନ୍ତି ପ୍ରୟାଗରାଜ ପୋଲିସ ସହ ଏସଟିଏଫ ଟିମ୍ । ଏହି ଯୋଜନାରେ…
Read More...

ବର୍ଷର ଶେଷ ‘ମନ କି ବାତ୍’ରେ ପ୍ରଧାନମନ୍ତ୍ରୀ ବଖାଣିଲେ ସଫଳତାର କାହାଣୀ । କରୋନା ପାଇଁ ଆୟୁର୍ବେଦର ସାହାଯ୍ୟ ନେବାକୁ…

କନକ ବ୍ୟୁରୋ: ଦୈନନ୍ଦିନ ଜୀବନରେ ଆୟୁର୍ବେଦ ବ୍ୟବହାର କରନ୍ତୁ ବୋଲି ଆଜି ମାସିକ ବେତାର କାର୍ୟ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୯୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୁମ୍ବାଇର ‘ଟାଟା ମେମୋରିଆଲ୍‌ ସେଣ୍ଟର୍‌’ର ଗବେଷଣା କେନ୍ଦ୍ର ବିଷୟରେ କହିବାକୁ ଯାଇ…
Read More...

ବାଂଲାଦେଶ ହାତରୁ ମ୍ୟାଚ ଛଡାଇଆଣିଲେ ଅଶ୍ୱିନୀ, ମୀରପୁର ଟେଷ୍ଟରେ ଭାରତ ୩ ୱିକେଟରେ ବିଜୟୀ

କନକ ବ୍ୟୁରୋ: ବାଂଲାଦେଶ ବିରୋଧରେ ଭାରତ ମୀରପୁର ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି । ରବିବାର ଭାରତ ଏହି ମ୍ୟାଚ ସହ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଗୋଟିଏ ସମୟ ଏହିଭଳି ଥିଲା ଯେତେବଳେ ଭାରତ ହାତରୁ ମ୍ୟାଚ ଏକପ୍ରକାର ଖସିଯାଉଥିଲା । ଭାରତ ଉପରେ ପରାଜୟର ବିପଦ…
Read More...

ଗୋଟିଏ ଝଟକାରେ ବଦଳିଲା ଭାଗ୍ୟ। ଡ୍ରାଇଭରରୁ ୩୩ କୋଟିର ମାଲିକ ହୋଇଗଲେ ଭାରତୀୟ ବଂଶୋଦ୍ଭବ।

କନକ ବ୍ୟୁରୋ: କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟିଏ ମୁହୂର୍ତ୍ତ ଦରକାର । ଆଉ କିଛି ଏଭଳି ଘଟିଛି ଭାରତୀୟ ବଂଶୋଦ୍ଭବ ଡ୍ରାଇଭର ଅଜୟ ଓଗୁଲାଙ୍କ ସହ । ଦୁବାଇରେ ରହୁଥିବା ୩୧ ବର୍ଷୀୟ ଅଜୟ ରାତାରାତି କୋଟିପତି ହୋଇଯାଇଛନ୍ତି । ସେ ଏମିରେଟ୍ସ ଲକି ଡ୍ରରେ ୩୩ କୋଟିର ପୁରସ୍କାର ଜିତିଛନ୍ତି ।…
Read More...

ପିଶାଚ ପ୍ରେମିକ : ପ୍ରେମିକାକୁ ତଳେ ପକାଇ ମାରିଚାଲିଲା ଗୋଇଠା ପରେ ଗୋଇଠା

କନକ ବ୍ୟୁରୋ : ପିଶାଚ ପ୍ରେମିକର ନାରକୀୟ କାଣ୍ଡ । ପ୍ରେମିକାକୁ ଟେକି ତଳେ କଚାଡିଦେଇ ମାରିଚାଲିଲା ଗୋଇଠା ଉପରେ ଗୋଇଠା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡିଓ ଅନେକ ଲୋକ ସେୟାର କରିବା ସହ ଏପରି ଘଟଣାକୁ ନିନ୍ଦା କରିଛନ୍ତି । ମଧ୍ୟପ୍ରଦେଶ ରିୱା…
Read More...

ଗ୍ୟାଙ୍ଗ କରି ପୁଲିସ କରୁଥିଲା କିଡନାପ୍ । ବ୍ୟବସାୟୀଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ୨ଗିରଫ, ଅନ୍ୟ ୨ଜଣ ଫେରାର

କନକ ବ୍ୟୁରୋ: ରକ୍ଷକ ସାଜୁଥିଲା ଭକ୍ଷକ । ଖୋଦ୍ ପୁଲିସ କରୁଥିଲା ଅପହରଣ । ପୋଲିସ ହାତରେ ଜଣେ ପୋଲିସ ଅଧିକାରୀ ଧରାପଡିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । କାନପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ୨ ଜଣଙ୍କୁ ଶନିବାର ଗିରଫ କରାଯାଇଛି…
Read More...