Browsing Category

ସ୍ପେଶାଲ୍ ରିପୋର୍ଟ

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର !ଏଣିକି ଭଡାରେ ମିଳିବ ସ୍କୁଟି, ଜାଣନ୍ତୁ କିଏ ଦବ ଏହି ସୁବିଧା ।

ଏଣିକି ବାଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ଜନଗହଳି ସ୍ଥାନରେ ଯାତାୟତ କରିବା ପାଇଁ କଷ୍ଟ କରିବାକୁ ପଡିବ ନାହିଁ । କାରଣ ଏବେ ହୋଣ୍ଡା କମ୍ପାନୀ ତରଫରୁ ହୋଣ୍ଡା ଆକ୍ଟିଭା ଭଳି ସ୍କୁଟର ଯତାୟତ ପାଇଁ ଭଡାରେ ମିଳିପାରିବ । ବିଭିନ୍ନ ସହରରେ ଦୁଇଚକିଆ ଯାନ ଭଡ଼ାରେ ପ୍ରଦାନ କରୁଥିବା କମ୍ପାନି…
Read More...

ଆଧାର କାର୍ଡ ପାଇଁ ଆଉ ବନ୍ଦ ହେବ ନାହିଁ ପାଠପଢା ! ଏଣିକି ଆଧାର ନଥିଲେ ବି ସ୍କୁଲରେ ନାମ ଲେଖାଇ ପାରିବେ…

‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଞ୍ଚିତ କରିପାରିବେ ନାହିଁ। ପରିଚୟ ପତ୍ର ବାବଦକୁ ଅନ୍ୟ ଦସ୍ତାବିଜ ଗ୍ରହଣ କରାଯାଇ ପାରିବ । ଏବଂ…
Read More...

ଗଙ୍ଗାକୁ ଅପରିଷ୍କାର କରିବା ପଡିବ ମହଙ୍ଗା ! ୨ ବର୍ଷ ଜେଲ ଦଣ୍ଡ ସହିତ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା ଜୋରିମାନା ।

ଗଙ୍ଗା, ଯାହାକୁ ଭାରତର ଏକ ପବିତ୍ର ନଦୀ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗା ମହାଦେବଙ୍କ ଜଟାରୁ ବାହାରିଛି । ଏହି ନଦୀରେ ସ୍ନାନ କଲେ ଲୋକଙ୍କୁ ପୁର୍ଣ୍ଣ ମିଳିଥାଏ । ତେଣୁ ଅନେକ ସମୟରେ ହିନ୍ଦୁମାନେ ଏହି ପବିତ୍ର ନଦୀରେ ସ୍ନାନ କରିବା ସହ ଏଠାରେ ପିତୃପୁରୁଷଙ୍କ ପିଣ୍ଡଦାନ ମଧ୍ୟ…
Read More...

ଗୁରୁଦିବସରେ ଜଣେ ନିଆରା ଶିକ୍ଷକଙ୍କ କାହାଣୀ : ଅବସର ପରେ ବି ବିନା ପାରିଶ୍ରମିକରେ ପାରାଦୀପରେ ଶିକ୍ଷାଦାନ କରୁଛନ୍ତି…

କନକ ବ୍ୟୁରୋ : ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱରଟ୍ଟ ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ…
Read More...

ଡିଆରଡିଓରେ ଚାକିରୀ ପାଇଁ ବାହାରିଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ ।

ଏୟାରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ତରଫରୁ ବୈଜ୍ଞାନିକ ଏବଂ ଇଜିଂନିୟରର ବିଭିନ୍ନ ପଦବୀରେ ଡିଜାଇନ୍ ଡେଭଲପମେଣ୍ଟ,ଟେଷ୍ଟିଙ୍ଗ୍ ଏବଂ ଇଭେଲ୍ୟୁସନ୍ ଅଫ୍ ଭାରିଅସ୍ ସିଷ୍ଟମ/ସବ୍-ସିଷ୍ଟମ ଏବଂ ପ୍ରୋଜେକ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଏଡିଏ ରକ୍ଷା ଅନୁସନ୍ଧାନ ଏବଂ…
Read More...

ଋଣ ଖିଲାପକାରୀ ସାବଧାନ . . . ! ଋଣ ନଶୁଝିଲେ ଜବତ୍ ହେବ ପାସପୋର୍ଟ

ବ୍ୟାଙ୍କରୁ ଆଣିଥିବା ଋଣ ନଶୁଝିଲେ ଜବତ୍ କରାଯାଇପାରେ ଆପଣଙ୍କ ପାସପୋର୍ଟ । ସରକାର ଚଳିତ ମାସରେ ହିଁ ଏହି ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଋଣ ଖିଲାପକାରୀମାନେ ବିଦେଶ ପଳାଇଯାଉଥିବା ଘଟଣାକୁ ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଉଛି । ପାସପୋର୍ଟ ଜବତ କରିବାର ଗାଇଡ଼ଲାଇନ୍ ମଧ୍ୟ ଫାଇନାଲ…
Read More...

ଆପଣ ଖାଉଥିବା ଆଣ୍ଟି-ବାୟୋଟିକ୍ ନକଲି ନୁହଁ ତ ? ଏଭଳି ଉପାୟରେ ଗୋଟିଏ ମିନିଟରେ ସତ କ’ଣ ଜାଣନ୍ତୁ ।

ବୈଜ୍ଞାନିକମାନେ ଆଣ୍ଟି-ବାୟୋଟିକ୍ ଔଷଧର ପ୍ରମାଣ ଜାଞ୍ଚ୍ କରିବା ପାଇଁ ଏଭଳି ଏକ ସରଳ ଜାଞ୍ଚ୍ ପ୍ରକ୍ରିୟା ବାହାର କରିଛନ୍ତି ଯେଉଁଥିରେ କିଛି ମିନିଟ୍ ବ୍ୟବଧାନରେ ହିଁ ଆପଣ ଏହା ଅସଲି କି ନକଲି ତାହା ଜାଣିପାରିବେ । ତେବେ ଗୋଟିଏ ପେପର୍ ସାହାର୍ଯ୍ୟରେ ଆପଣ ଏହି ଜାଞ୍ଚ୍ ପ୍ରକ୍ରିୟା ଆରମ୍ଭ…
Read More...

ଉପକୃତ ହେବେ ଗରିବ ଚାଷୀ ! ଓଲା ଓ ଉବର ଭଳି ଭଡାରେ ମିଳିବ ଟ୍ରାକ୍ଟର ।

ଦିନକୁ ଦିନ ଓଲା ଏବଂ ଉବର ଭଳି ଟାକ୍ସି ମାନଙ୍କର ଚାହିଦା ଦେଶରେ ବଢି ବଢି ଚାଲିଛି । ତେବେ ଓଲା ଓ ଉବର କାର୍ ଭଳି ଆଗାମୀ ଦିନରେ ଲୋକଙ୍କୁ ଟ୍ରାକ୍ଟର ମଧ୍ୟ ଭଡ଼ାରେ ମିଳିବ । ଏରିସ୍ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର ପକ୍ଷରୁ ଏଭଳି ସେବା ପରୀକ୍ଷାମୂଳକ ଭାବେ ପୂର୍ବ ଭାରତରେ ଆରମ୍ଭ ହେବ । ପରବର୍ତି…
Read More...

ଦେଶର ଶକ୍ତି ସଙ୍କଟ ଦୂର କରିବ ସୌରଶକ୍ତି ଚାଳିତ ଗଛ ! ଜାଣନ୍ତୁ ଏହି ସ୍ୱତନ୍ତ୍ର ଗଛ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ…

ସମଗ୍ର ଦେଶରେ ଶକ୍ତି ସଙ୍କଟ ଲାଗିରହିଛି । ଉତ୍ପାଦନ ଅପେକ୍ଷା ଚାହିଦା ବେଶି ରହିଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବେଜ୍ଞାନିିମାନେ ଏକ ସୌର ଚାଳିତ ଗଛ ତିଆରି କରିଛନ୍ତି । ଯାହାଦ୍ୱାରା ସୂର୍ଯ୍ୟଶକ୍ତି ସାହଯ୍ୟରେ ବିଦ୍ୟୁତ ଉତ୍ପାଦନ…
Read More...

ସାର୍, ସ୍କୁଲ ବନ୍ଦ କରନ୍ତୁନି…ନହେଲେ ଭୋକିଲା ରହିଯିବ ରୋଗୀଣା ବାପା ।ପରିବାର ମୁହଁରେ ଆହାର ପାଇଁ ଦୁଇ ଭାଇଙ୍କ…

କୁନି କୁନି କାନ୍ଧରେ ସଂପୂର୍ଣ୍ଣ ପରିବାରର ବୋଝ । ଆଉ ରାହା ଦେଖାଇବାକୁ ପାଖରେ ଜଣେ ହେଲେ ବି କେହି ବଡ ଲୋକ ନାହାନ୍ତି । କାରଣ ମାର୍ଗ ଦର୍ଶକ ଏବେ ଶଯ୍ୟାଶାୟୀ । ବାପା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୮ ବର୍ଷ ହେଲା ବିଛଣାରେ ପଡି କଲବଲ ହେଉଛନ୍ତି ଆଉ ମାଆ ଜଣେ ମାନସିକ ରୋଗୀ । ସେ କଣ…
Read More...