Browsing Category

ସ୍ପେଶାଲ୍ ରିପୋର୍ଟ

ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ : ଗରୀବ ରଥ ସ୍ଥାନରେ ଆସିବ ହମସଫର । ଯାତ୍ରୀଙ୍କ ଉପରେ ମହଙ୍ଗା ମାଡ଼ କରିବ ଭାରତୀୟ ରେଳବାଇର…

ବଜେଟ୍ ଅନୁକୂଳ ଗରୀବ ରଥ ଅତି ଶୀଘ୍ର ୨୯ ସେପ୍ଟେମ୍ବର, ୨୦୧୮ରୁ ହମସଫର ଏକ୍ସପ୍ରେସ ଦ୍ୱାରା ପୁନଃସ୍ଥାପିତ କରାଯିବ । ନୂତନ ପରିବର୍ତ୍ତନ ସହିତ ଚେନ୍ନାଇରୁ ନୂଆ ଦିଲ୍ଲୀ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଦେଇ ଯାତ୍ରା କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ୩୦ ଅଗଷ୍ଟ ୩୦ ରେ ଭାରତୀୟ…
Read More...

କେବିସିରେ ଅମିତାଭ ବଚ୍ଚନଙ୍କ “କମ୍ପ୍ୟୁଟର ଜୀ” ଉପରୁ ଉଠିଲା ପରଦା ! ଆସନ୍ତୁ ଜାଣିବା କ’ଣ ଥାଏ ଏହି କମ୍ପ୍ୟୁଟର ପରଦାରେ…

ଟି.ଭିରେ ଅନେକ ପ୍ରକାରର ରିୟଲିଟି ଶୋ’ ପ୍ରସାରିତ ହୁଏ । ଯାହାକୁ ବଲିଉଡର ଲୋକପ୍ରିୟ କଳାକାର ହୋଷ୍ଟ୍ କରିଥାନ୍ତି । ଏହି ରିୟଲିଟି ଶୋ’ମଧ୍ୟରେ କୁଇଜ୍ ଶୋ’ ମଧ୍ୟ ପ୍ରସାରିତ ହୋଇଥାଏ,ଏହି ଶୋ’ରେ ଜିତିବା ପରେ ଆକର୍ଷଣୀୟ ପୁରଷ୍କାର ସମେତ ଧନରାଶୀ ଜିତିବାର ମଧ୍ୟ ସୁଯୋଗ ମିଳିଥାଏ । ଯଦି ଆପଣ…
Read More...

ଭାରତରେ ରହିଛି ଚୀନ ପରେ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର ! ‘ଦ ଗ୍ରେଟ୍ ୱାଲ ଅଫ୍ ଇଣ୍ଡିଆ’ ନାମରେ ପରିଚିତ

ଚୀନର ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ସମସ୍ତେ ଜାଣିଥିବେ । ଚୀନରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ । କିନ୍ତୁ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲମ୍ବା ପ୍ରାଚୀର ଆଉ…
Read More...

କେନ୍ଦ୍ର ସରକାର ପୁଣି ଆଣିଲେ ନୂଆ ଯୋଜନା : ଏଣିକି ଜନଧନ ଯୋଜନାରେ ୧୦ ହଜାର ଟଙ୍କାର ଓଭରଡ୍ରାଫଟର ମିଳିବ ସୁବିଧା

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାପ ୫ହଜାର ଟଙ୍କାକୁ ୨ଗୁଣା କରାଯି ୧୦ ହଜାର କରାଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ଏହି ଯୋଜନାରେ ସମସ୍ତ ପରିବାରକୁ ସାମିଲ କରିବା ପାଇଁ ସ୍ଥିର…
Read More...

ହୃଦୟ ଜିତିନେଲେ ଜିଲ୍ଲାପାଳ ! ପରିଚୟ ଲୁଚାଇ କରୁଥିଲେ ସହାୟତା ସତ୍ୟତା ଜଣାପଡିବା ପରେ ଲୋକେ କଲେ ସଲାମ୍ ।

ନିକଟରେ କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାର ବିଭୀଷିକାରେ ହଜାର ହଜାର ଲୋକଙ୍କ ଆଖିଆଗରେ ଉଜୁଡି ଯାଇଥିଲା ତାଙ୍କ ପରିବାରର ହସଖୁସି । କିନ୍ତୁ କେରଳବାସୀଙ୍କ ସଂକଟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ସହାୟତାର ହାତ ବଢିଥିଲା । ସ୍ୱେଚ୍ଛାକୃତ ଭାବେ…
Read More...

ମହିଳାଙ୍କ ନାମରେ କିଣନ୍ତୁ ସମ୍ପତ୍ତି ! ଅତି ସହଜରେ ଓ ରିହାତିରେ ମିଳିବ ଗୃହ ଋଣ 

ମହିଳାଙ୍କୁ ଆର୍ଥିକ ରୂପରେ ମଜଭୁତ କରିବା ପାଇଁ ସରକାର ଲଗାତାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଝିଅ ଓ ମହିଳାମାନେ କିଛି କାମ କରି ଆତ୍ମନିର୍ଭରଶୀଳ ହେବାକୁ ଚାହାନ୍ତି । ସେମାନଙ୍କ ମଧ୍ୟ ଇଛା ରହିଛି କିଛି କରି ଦେଖାଇବାକୁ । ଆତ୍ମନିର୍ଭର ହୋଇପାରିଲେ ଆତ୍ମବିଶ୍ୱାସ ବଢିଥାଏ । ତେଣୁ କିପରି…
Read More...

ଦିଲ୍ଲୀ ଆଇଆଇଟିର ପୂର୍ବତନ ପ୍ରଫେସରଙ୍କ ଦୟନୀୟ ସ୍ଥତି ! ନାହିଁ ନାହିଁରେ ଚାଲିଛି ଜୀବନ, ଗୋଟିଏ ସାଇକେଲ ଓ ୩ଟି…

କନକ ବ୍ୟୁରୋ : ସମୟ ଯେ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଏ ତାହା କେହି କହି ପାରିବେ ନାହିଁ । ଦେଶର ଏବଂ ଦେଶ ବାହାରେ ବଡ଼ ବଡ଼ କଲେଜରେ ପଢ଼ିଥିବା ବ୍ୟକ୍ତି ଆଜି ଏଭଳି ଅବସ୍ଥାରେ ବଞ୍ଚୁଥିବ ତା’ହା ବୋଧହୁଏ କେହି ବିଶ୍ୱାସ କରି ପାରିବେ ନାହଁ । ଆଜି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ…
Read More...

ବିଏସଏଫ୍ ରେ ଚାକିରି ପାଇଁ ବାହାରିଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ ।

ସୀମା ସୁରକ୍ଷା ବଳ (ବିଏସଏଫ୍) ରେ କନେଷ୍ଟବଳ ଏବଂ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ବାହାରି ଯାଇଛି ଏବଂ ଏହି ବିଜ୍ଞପ୍ତି ମାଧ୍ୟମରେ ୧୬୮ ଯୋଗ୍ୟ ପ୍ରାର୍ଥୀଙ୍କର ଚୟନ କରାଯାଇଛି । ପ୍ରତିଟି ପଦବୀ ପାଇଁ ଯୋଗ୍ୟତା ଏବଂ ପେ-ସ୍କେଲ୍ ଆଦିକୁ ଚୟନ କରାଯାଇଛି । ଯଦି ଆପଣ ମଧ୍ୟ ଏହି ପଦବୀ…
Read More...

ସେକେଣ୍ଡ ହ୍ୟାଣ୍ଡ ମୋବାଇଲ୍ କିଣୁଛନ୍ତି କି ? ଏହି ସବୁ ଦିଗ ଉପରେ ଟିକେ ନଜର ପକାନ୍ତୁ ।

ବିଲ୍ ,ବକ୍ସ ଓ ଆକ୍ସେସରିଜ୍ – ଯେଉଁ ବ୍ୟକ୍ତି ଠାରୁ ସେକେଣ୍ଡ୍ ହ୍ୟାଣ୍ଡଫୋନ୍ କିଣୁଛନ୍ତି ତାଙ୍କ ଠାରୁ ବିଲ୍ ଆଣିବାକୁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ଫୋନ୍ ଟି ଚୋରା କି ନୁହେଁ ସହଜରେ ଜାଣି ହେବ । ବିଲ୍ ଥିଲେ ଫୋନ୍ ଟିକୁ ପୁଣି ଥରେ ବିକ୍ରି କରିପାରିବେ । ଯଦି ଫୋନଟିର ଅରିଜିନାଲ୍…
Read More...

ଆଖିର ଜଳୀୟ ଅଂଶ କମିବାରେ ମୁଖ୍ୟ କାରଣ ହେଉଛି ସ୍ମାର୍ଟଫୋନ ! ଦେଶରେ ବୃଦ୍ଧି ପାଉଛି ଆଇଡ୍ରପର ବିକ୍ରି

କନକ ବ୍ୟୁରୋ : ଭାରତରେ ଦିନକୁ ଦିନ ସ୍ମାର୍ଟଫୋନର ବିକ୍ରି ବଢ଼ିବାରେ ଲାଗିଛି । ୨୦୧୮ରେ ପ୍ରାୟ ୪୨ଲକ୍ଷରୁ ଅଧିକ ସ୍ମାର୍ଟଫୋନର ବିକ୍ରି ହୋଇ ସାରିଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟବହାର ବଢ଼ିବାରୁ ଦେଶ ଡ଼ିଜିଟାଲ ହେଉଛି ସତ କିନ୍ତୁ ତାହାର ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ୁଛି । ମେଡ଼ିକାଲ…
Read More...