Browsing Category

ସ୍ପେଶାଲ୍ ରିପୋର୍ଟ

ଉପକୃତ ହେବେ ଗରିବ ଚାଷୀ ! ଓଲା ଓ ଉବର ଭଳି ଭଡାରେ ମିଳିବ ଟ୍ରାକ୍ଟର ।

ଦିନକୁ ଦିନ ଓଲା ଏବଂ ଉବର ଭଳି ଟାକ୍ସି ମାନଙ୍କର ଚାହିଦା ଦେଶରେ ବଢି ବଢି ଚାଲିଛି । ତେବେ ଓଲା ଓ ଉବର କାର୍ ଭଳି ଆଗାମୀ ଦିନରେ ଲୋକଙ୍କୁ ଟ୍ରାକ୍ଟର ମଧ୍ୟ ଭଡ଼ାରେ ମିଳିବ । ଏରିସ୍ ଇଣ୍ଡିଆ ଓ ହେଲୋ ଟ୍ରାକ୍ଟର ପକ୍ଷରୁ ଏଭଳି ସେବା ପରୀକ୍ଷାମୂଳକ ଭାବେ ପୂର୍ବ ଭାରତରେ ଆରମ୍ଭ ହେବ । ପରବର୍ତି…
Read More...

ଦେଶର ଶକ୍ତି ସଙ୍କଟ ଦୂର କରିବ ସୌରଶକ୍ତି ଚାଳିତ ଗଛ ! ଜାଣନ୍ତୁ ଏହି ସ୍ୱତନ୍ତ୍ର ଗଛ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ…

ସମଗ୍ର ଦେଶରେ ଶକ୍ତି ସଙ୍କଟ ଲାଗିରହିଛି । ଉତ୍ପାଦନ ଅପେକ୍ଷା ଚାହିଦା ବେଶି ରହିଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବେଜ୍ଞାନିିମାନେ ଏକ ସୌର ଚାଳିତ ଗଛ ତିଆରି କରିଛନ୍ତି । ଯାହାଦ୍ୱାରା ସୂର୍ଯ୍ୟଶକ୍ତି ସାହଯ୍ୟରେ ବିଦ୍ୟୁତ ଉତ୍ପାଦନ…
Read More...

ସାର୍, ସ୍କୁଲ ବନ୍ଦ କରନ୍ତୁନି…ନହେଲେ ଭୋକିଲା ରହିଯିବ ରୋଗୀଣା ବାପା ।ପରିବାର ମୁହଁରେ ଆହାର ପାଇଁ ଦୁଇ ଭାଇଙ୍କ…

କୁନି କୁନି କାନ୍ଧରେ ସଂପୂର୍ଣ୍ଣ ପରିବାରର ବୋଝ । ଆଉ ରାହା ଦେଖାଇବାକୁ ପାଖରେ ଜଣେ ହେଲେ ବି କେହି ବଡ ଲୋକ ନାହାନ୍ତି । କାରଣ ମାର୍ଗ ଦର୍ଶକ ଏବେ ଶଯ୍ୟାଶାୟୀ । ବାପା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୮ ବର୍ଷ ହେଲା ବିଛଣାରେ ପଡି କଲବଲ ହେଉଛନ୍ତି ଆଉ ମାଆ ଜଣେ ମାନସିକ ରୋଗୀ । ସେ କଣ…
Read More...

ଥଣ୍ଡାପାନୀୟ ଭାବି ପିଉନାହାନ୍ତି ତ ଜହର ? ସାବଧାନ,ଜୀବନ ନେଇଯାଇପାରେ ଏହି ଡ୍ରିଙ୍କ ।

ବର୍ତ୍ତମାନ ସମୟରେ ଯୁବାବର୍ଗ ଏବଂ ପିଲାମାନଙ୍କୁ ଗ୍ୟାସପୂର୍ଣ୍ଣ ଥଣ୍ଡାପାନୀୟ ପିଇବାର ସଉକ ଘାରିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଜହର ସାବ୍ୟସ୍ତ ହେଉଛି । ତେବେ ବିଳାସପୁର ବିଶ୍ୱବିଦ୍ୟାଳୟର ଫୁଡ୍ ପ୍ରୋସେସିଙ୍ଗ୍ ବିଭାଗୀୟ ବିଶେଷଜ୍ଞ ଏହା ଉପରେ ଅଧିକ ଗବେଷଣା କରୁଛନ୍ତି । ପ୍ରାଥମିକ ରିପୋର୍ଟ…
Read More...

ଆକାଉଂଟରୁ ଗାଏବ ହେଲା କୋଟି କୋଟି ଟଙ୍କା ! ତେବେ ଏହି ତାଲିକାରେ ନାହାଁନ୍ତି ତ ଆପଣ?

ସୂଚନା ମୁତାବକ, ଅନଲାଇନ ସପିଂ ପୋଟାର୍ଲ ଆମାଜନ ଡଟ୍ କମରେ ଗ୍ରାହକମାନଙ୍କୁ ରିଫଣ୍ଡର କୋଟି କୋଟି ଟଙ୍କା ହେରଫେର ହୋଇଥିବା ମାମଲା ସାମ୍ନାକୁ ଆସିଛି । ଚାଲାକ ହ୍ୟାକର୍ସ ଏହି ରକମକୁ କ୍ୟାସ ଅନ ଡେଲିଭରି ସେବା ନେଉଥିବା ଗ୍ରାହକମାନଙ୍କର ଆମାଜନ ଆକାଉଂଟ ହ୍ୟାକ କରି ଟଙ୍କା ହଡପ କରିଛନ୍ତି ।…
Read More...

ବିଶ୍ୱବିଦ୍ୟାଳୟ ଛାତ୍ର-ଛାତ୍ରୀଙ୍କୁ ପିନ୍ଧିବାକୁ ପଡିବ ଧୋତି-କୁର୍ତ୍ତା ଓ ସଲୱାର-କୁର୍ତ୍ତୀ : ଡ୍ରେସ କୋଡ୍ କୁ ନେଇ…

ବିହାରର ନୂତନ ରାଜ୍ୟପାଳ ଭାବେ ଲାଲଜୀ ଟଣ୍ଡନ ଦାୟିତ୍ୱ ନେବା ପରେ ବିହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ନୀତି ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହିତ ଏହାର ବିକାଶ ନେଇ ରାଜ୍ୟପାଳଙ୍କର ପ୍ରମୁଖ ଭୁମିକା ରହିଛି। ଏ…
Read More...

ଧଳା ଅସ୍ଥିରେ କଳାକୃତି ! ଯେଉଁଠି ମଣିଷ ହାଡରେ ନିର୍ମିତ ହୋଇଛି ପବିତ୍ର ଚର୍ଚ୍ଚ ।

୪୦୦୦୦ ଲୋକଙ୍କ ହାଡରେ ତିଆରି ହୋଇଛି ଚର୍ଚ୍ଚ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରୁଥିବ । କିନ୍ତୁ ଚେକ୍ ଗଣରାଜ୍ୟରେ ଥିବା ଏହି ଚର୍ଚ୍ଚକୁ ୪୦୦୦୦ ଲୋକଙ୍କ ହାଡରେ ଅତି ସୁନ୍ଦର ଭାବରେ ସଜାଇ ତିଆରି କରାଯାଇଛି । କେବଳ ସେତିକି ନୁହେଁ ଏହି ହାଡରେ ଅତି ସୁନ୍ଦର କାରୁକାର‌୍ୟ୍ୟ ମଧ୍ୟ ହୋଇଛି…
Read More...

ଏସିଆନ ଗେମ୍ସ-୨୦୧୮ରେ ଭାରତକୁ ଦେଲେ ପଦକ, ଏବେ ଘରକୁ ଫେରି ଚା ବିକୁଛନ୍ତି ଏହି ଖେଳାଳି

ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସ ୨୦୧୮ରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଏହି କ୍ରୀଡାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ୧୫ଟି ସୁନା, ୨୪ ଟି ରୌପ୍ୟ ଏବଂ ୩୦ଟି କାସ୍ୟ ପଦକ ହାସଲ କରିଛି । ତେବେ ଗୋଟିଏ ପଟରେ ଯେଉଁଠି ପଦକ ଜିତିଥିବା ଖେଳଖାଳିମାନଙ୍କ ପାଇଁ…
Read More...

ସ୍କୁଲ ଟ୍ରିପରେ ଯାଇ କଏଦୀ ପିତାଙ୍କୁ ସାକ୍ଷାତ କଲା ପୁତ୍ର : ବାପ-ପୁଅଙ୍କ ମିଳନ ଦେଖି ସମସ୍ତେ ହେଲେ ଭାବୁକ

ଥାଇଲାଣ୍ଡରେ ପିଲାଙ୍କୁ ସ୍କୁଲ ତରଫରୁ ଜେଲ୍ ଭ୍ରମଣରେ ନିଆଯାଇଥିଲା, ସେମାନେ ଯେମିତି ଜେଲର ପରିସ୍ଥିତିକୁ ବୁଝିପାରିବେ । କିନ୍ତୁ ଏହି ଟ୍ରିପ୍ ସମସ୍ତ ସ୍କୁଲ ପିଲା ଓ କଏଦୀଙ୍କ ପାଇଁ ବହୁତ ଭାବୁକ ବନିଗଲା । ପ୍ରକୃତରେ ଟ୍ରିପ୍ ରେ ଆସିଥିବା ଜଣେ ପିଲାର ସାକ୍ଷାତ ଜେଲ୍ ରେ ବନ୍ଦୀ ଥିବା ନିଜ…
Read More...

ମୋଦିଙ୍କ ୯ ଶକ୍ତି ! ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ ସଫଳତା ପଛରେ ରହିଛି ଏହି ୯ ଜଣଙ୍କ ହାତ ।

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସକାଶେ ସବୁ କାମ ସ୍ୱୟଂ କରନ୍ତି ନା ତାଙ୍କ ସଫଳତା ପଛରେ ରହିଛି କାହାର ହାତ? ଏଭଳି ପ୍ରଶ୍ନ ପବ୍ଲିକ୍ ପ୍ଲେସରେ ବାରମ୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ସିନେମାରେ…
Read More...