Browsing Category

ନ୍ୟୁଜ୍

ଝାରସୁଗୁଡା ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅପହରଣ ଓ ହତ୍ୟା ମାମଲା । ସମ୍ବଲପୁର ବୁର୍ଲାରୁ ଜଣକୁ ଉଠାଇନେଲା ପୋଲିସ

କନକ ବ୍ୟୁରୋ : ଝାରସୁଗୁଡ଼ା ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାରେ ଆଉ ଜଣେ ଅଟକ । ସମ୍ବଲପୁର ବୁର୍ଲାରୁ ଜଣଙ୍କୁ ଉଠାଇ ଆଣିଛି ପୋଲିସ । ଅଟକ ବ୍ୟକ୍ତି ଜଣଙ୍କ କିଏ ଓ ତାଙ୍କୁ କାହିଁକି ପୋଲିସ ଉଠାଇ ଆଣିଛି ଜଣାପଡ଼ିନାହିଁ । ତେବେ ସମର୍ଥଙ୍କୁ ଅପହରଣ ପରେ ଏହି…
Read More...

ଟିପିଏନଓଡିଏଲ୍ ପକ୍ଷରୁ ସଫଳ ପରିଚାଳନାର ଦୁଇ ବର୍ଷ ପୂର୍ଣ୍ଣ

ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ସଫଳତାର ଦୁଇ ବର୍ଷ ପୂର୍ଣ୍ଣ କରିଛି । ଏହି ଅବସରକୁ ବାଲେଶ୍ୱରର ନୋସି ବିଜନେସ ପାର୍କରେ ପାଳନ କରାଯାଇଥିଲା ଏବଂ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ…
Read More...

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ପରଲୋକ, କ୍ୟାନ୍ସର ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧିନ ହେଉଥିବା ଅବସ୍ଥାରେ ଗୁଜୁରାଟ ଜାମନଗରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଲିମ ଦୁରାନି । କ୍ରିକେଟରେ ତାଙ୍କର ପ୍ରଦର୍ଶନ ପାଇଁ…
Read More...

ଦଙ୍ଗା ପରେ ବିସ୍ଫୋରଣ ଓ ଗୁଳିମାଡ, ଜଣେ ମୃତ, ୫ଗୁରୁତର: ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ପ୍ରଶାସନ

କନକ ବ୍ୟୁରୋ: ବିହାରର ସାସାରାମ ହିଂସା ଓ ନାଳନ୍ଦାରେ ହିଂସା ଏବେ ଆହୁରି ଉଗ୍ର ହୋଇ ଉଠିଛି । ବିହାରସରିଫରେ ଶନିବାର ରାତିରେ ଗୁଳିମାଡ ସହ ନାଳନ୍ଦାରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସୂଚନା ମୁତାବକ,…
Read More...

ଏପ୍ରିଲ ୧୧ରୁ ସକାଳୁଆ ହେବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା । ଗ୍ରୀଷ୍ମ ଋତୁ ପାଇଁ ନିର୍ଦ୍ଦେଶନାମା ଜାରି କଲେ…

କନକ ବ୍ୟୁରୋ: ଗ୍ରୀଷ୍ମଋତୁ ପାଇଁ ଏପ୍ରିଲ ୧୧ରୁ ସ୍କୁଲ ଗୁଡିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ ଚାଲିବ । ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସ୍ଥଳବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ…
Read More...

ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ, ୨୧ ମୃତ, ଶତାଧିକ ଆହତ

କନକ ବ୍ୟୁରୋ: ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ । ବହିଲା ୧୬୫ କିଲୋମିଟର ବେଗର ପବନ । ଉଡିଗଲା ଘର ଛପର । ୨୧ ଜଣଙ୍କ ମୃତ୍ୟୁ ନେଇ ସୂଚନା । ଶତାଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି । ଆମେରିକାର ପ୍ରାୟ ୯ ଟି ରାଜ୍ୟରେ ଏହାର ପ୍ରଭାବ…
Read More...

ଫିଟୁଛି ନକଲି ସାର୍ଟିଫିକେଟ୍ କେଳେଙ୍କାରୀ ଗୁମର । ୮ ରାଜ୍ୟକୁ ଲମ୍ବିଛି ନେଟୱାକ୍ ୮ ରାଜ୍ୟକୁ ଲମ୍ବିଛି ନେଟୱାର୍କ

କନକ ବ୍ୟୁରୋ : ଫେକ୍ ସାଟିଫିକେଟ୍ ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି ମାମଲା ସହ ଜଡିତ ସେତିକି ତଥ୍ୟ ସାମ୍ନାକୁ ଆସୁଛି । ଓଡ଼ିଶ।।ର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ଯାଏ ସବୁଠି ନକଲି ଶିକ୍ଷାଗତ ସାର୍ଟିଫିକେଟ କାରବାର ଚାଲିଥିବା ବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ…
Read More...

ଜମୁଛି ଆଇପିଏଲ । ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜେଣ୍ଟସ୍

କନକ ବ୍ୟୁରୋ : ବିଜୟରୁ ଅଭିଯାନ ଆରମ୍ଭ କରିଛି କେ.ଲ ରାହୁଲଙ୍କ ଲକ୍ଷ୍ନୌ  ସୁପର ଜେଂଟନ୍ସ । ଦୁଇ ୱେଷ୍ଟ ଇଣ୍ଡିଜ ଖେଳାଳୀ କାଇଲ ମାୟର୍ସ ଓ ନିକୋଲାସ ପୁରନଙ୍କ ଚତ୍ମକାର ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ହରାଇଛି ଲକ୍ଷ୍ନୌ  ସୁପର ଜେଂଟନ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ …
Read More...

କିପରି ନେବେ ଆଖିର ଯତ୍ନ? ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କନକ ବ୍ୟୁରୋ : କଥା ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଉ ଏହି ସମ୍ପଦ ମଧ୍ୟରେ ସବୁଠୁ ଗରୁତ୍ୱପୂର୍ଣ୍ଣ ହେଉଛି ଆଖି । କାରଣ ଆଖିରେ ହିଁ ଆମେ ଦେଖୁ । ଯଦି ଆପଣଙ୍କର ଆଖି ଖରାପ ହୋଇଯାଉଛିି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଉଛି ତେବେ ଏହା କେବଳ ଆପଣଙ୍କୁ ଶାରୀରିକ ସ୍ତରରେ କ୍ଷତି ପହଂଚାଇବନି ବଂର…
Read More...

ଆଜିଠୁ କମିବ ବର୍ଷା ବଢିବ ତାତି । ପଶ୍ଚିମା ଝଡବର୍ଷା ଯୋଗୁ ୪ରୁ ୫ ଡିଗ୍ରୀ କମିଯାଇଥିଲା ତାପମାତ୍ରା

କନକ ବ୍ୟୁରୋ : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ବର୍ଷାର ଆଜିଠୁ କମିବ । ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲିିଠୁ ରାଜ୍ୟର ବିଭି୍ନ୍ନ ସ୍ଥାନରେ ବର୍ଷା ହେଉଛି । ପଶ୍ଚିମା ଝଡ଼ ପ୍ରଭାବରେ ସକାଳେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହୋଇଛି । ଏହାର…
Read More...