Browsing Category

ନ୍ୟୁଜ୍

କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଚଢିଗଲା ଭାରିଯାନ, ଘଟଣାସ୍ଥଳରେ ଜୀବନ ହାରିଲେ ୨ କର୍ମଚାରୀ ।

କନକ ବ୍ୟୁରୋ : ସୁନ୍ଦରଗଡ ଗର୍ଜନବାହାଲରେ କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ ମୃତ । କର୍ମଚାରୀଙ୍କୁ ନେଇ ଯାଉଥିବା ସମୟରେ ବୋଲେରୋକୁ ଚାପିଦେଲା ଭାରିଯାନ । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…
Read More...

କୋଇଲା ଖଣିରେ ଅଘଟଣ : ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ ମୃତ, ୭ ଗୁରୁତର

କନକ ବ୍ୟୁରୋ : ସୁନ୍ଦରଗଡ ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରିଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରାପ୍ରାପ୍ତ ମୁଖ୍ୟ ଜଗଦୀଶ ଓରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ୭ ଜଣ ଗୁୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି…
Read More...

ଆଜି ବିଶ୍ୱ ଛେନାପୋଡ଼ ଦିବସ : ଜିଆଇ ମାନ୍ୟତା ପାଇଁ ଜୋର ଧରିଲା ଦାବି

କନକ ବ୍ୟୁରୋ : ଆଜି ବିଶ୍ୱ ଛେନାପୋଡ଼ ଦିବସ । ଏପ୍ରିଲ ୧୧ ତାରିଖରେ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ଗତବର୍ଷ ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରିଥିଲା ହେଲପିଙ୍ଗହ୍ୟାଣ୍ଡ ସଙ୍ଗଠନ । ଚଳିତ ବର୍ଷ ଏହି ଦିବସକୁ ବ୍ୟାପକ ଭାବରେ ପାଳନ କରାଯାଉଛି ।…
Read More...

ନକଲି ସାର୍ଟିଫିକେଟ୍ ପ୍ରସଙ୍ଗରେ ଧିରେ ଧିରେ ଫିଟୁଛି ଗୁମର : କେମିତି ହେଉଥିଲା ଜାଲ ସାର୍ଟିଫିକେଟ୍ ଦସ୍ତଖତ,…

କନକ ବ୍ୟୁରୋ : ନକଲି ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ଖେଳିଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏସବୁ ଭିତରେ କେମିତି ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତା କିପରି ଜାଲ ସାର୍ଟିଫିକେଟ ରାକେଟ ଚଳାଇଥିଲେ, ତାର ଗୁମର…
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ : ଶିକ୍ଷକଙ୍କଠୁ ୧୦ହଜାର ଲାଞ୍ଚ ନେବାବେଳେ ପଡିଲେ ଧରା

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସର ମିଳିତ ଟିମ୍ । ଶାନ୍ତନୁଙ୍କ ଭଡ଼ା ଘରେ, ଭଦ୍ରକ ପୈତୃକ ଘର ଏବଂ ହିନ୍ଦୋଳ ଶିକ୍ଷା ଅଫିସରେ ଏକକାଳୀନ ରେଡ୍…
Read More...

ଜାତୀୟ ଦଳର ମାନ୍ୟତା ହରାଇଲା ତୃଣମୂଳ କଂଗ୍ରେସ : ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟରେ କରିପାରେ ଆବେଦନ

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ଜାତୀୟ ଦଳର ମାନ୍ୟତା ହରାଇବା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରୁଛି ଦଳ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଟିଏମସି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି । ଟିଏମସି ସାଂସଦ ସୌଗତ ରୟ କହିଛନ୍ତି ଯେ, ଦଳ ଆରମ୍ଭ ହେବା ଠାରୁ ବହୁ…
Read More...

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା : ଆଜିଠୁ ଆହୁରି ବଢିବ ତାତି; ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ…

କନକ ବ୍ୟୁରୋ : ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ଏବେଠୁ ୪୦ ଡିଗ୍ରୀ ପାର କଲାଣି ପାରଦ । ଆଜିଠୁ ତାତି ଆହୁରି ବଢିବ । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । ଆସନ୍ତା…
Read More...

ଗଛରେ ପିଟିହେଲା ସ୍କୁଲ ଭ୍ୟାନ : ୧୧ ପିଲାଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ

କନକ ବ୍ୟୁରୋ : ସ୍କୁଲ ଆସୁଥିବା ବେଳେ ଗଛରେ ପିଟିହେଲା ସ୍କୁଲ ଭ୍ୟାନ । ପାରାଦୀପରେ ରାସ୍ତା ତଳକୁ ଖସିଲା ସ୍କୁଲ୍ ଭ୍ୟାନ, ୧୩ ଆହତ । ୧୧ ପିଲାଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ । ଏବେ ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ୍ ନେଇଛି ଅଗ୍ନିଶମ ବାହିନୀ । ସନ୍ତରାଗଡ଼ା ନିକଟରେ ଭାରସାମ୍ୟ…
Read More...

ବିଜେପି ନେତାଙ୍କୁ ଆକ୍ରମଣ : ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

କନକ ବ୍ୟୁରୋ : ସୋର ନଗର ବିଜେପି ଉପସଭାପତିଙ୍କୁ ଆକ୍ରମଣ । ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ଏଥିରେ ଲୋକନାଥ ଗୁରୁତର ଆହତ ହୋଇଛନ୍ତି । ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମର୍ଣ୍ଣିଂ ୱାକ କରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ…
Read More...

ଆମ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା : ଘୋଷଣା କଲେ ନିର୍ବାଚନ କମିଶନ

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା । ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି । ସେପଟେ ତିନି ଦଳ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି । ତୃଣମୂଳ କଂଗ୍ରେସ, ସିପିଆଇ ଓ ଏନସିପି ଠାରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରିଛନ୍ତି ନିର୍ବାଚନ କମିଶନ । ଏହାଛଡ଼ା…
Read More...