Browsing Category

ଦେଶ ବିଦେଶ

ଅଗଷ୍ଟ ୧୫ରୁ ଆରମ୍ଭ ହେବ ଦେଶବ୍ୟାପୀ ଚଢ଼ଉ

କନକ ବ୍ୟୁରୋ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରୁ ଏହି ଅଭିଯାନ ଆରମ୍ଭ ହେବ । ଦୁର୍ନୀତିରେ ସାମିଲ ଥିବା ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଧିକାରୀଙ୍କୁ ଚିହ୍ନଟ…
Read More...

ଉତ୍ତରାଖଣ୍ଡରେ ଚୀନ୍‌ ସେନାର ଅନୁପ୍ରବେଶ

କନକ ବ୍ୟୁରୋ: ସିକ୍କିମ ସେକ୍ଟରର ଡୋକଲାମଠାରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇରହିଥିବା ବେଳେ ଉତ୍ତରାଖଣ୍ଡର ବାରାହୋଟିଠାରେ ଚୀନ୍ ସେନା ଭାରତରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ଚୀନ୍ ଗସ୍ତର ଦୁଇଦିନ ପୂର୍ବରୁ ଚୀନ୍…
Read More...

ମୋଦି ସରକାରଙ୍କ ମହଙ୍ଗା ମାଡ଼ ! ଆସନ୍ତାବର୍ଷ ମାର୍ଚ୍ଚରୁ ବନ୍ଦହେବ ରନ୍ଧନ ଗ୍ୟାସ ଉପରେ ସରକାରୀ ସବସିଡି

କନକ ବ୍ୟୁରୋ: ମାଦି ସରକାରଙ୍କ ମହଙ୍ଗା ମାଡ଼ । ଆସନ୍ତାବର୍ଷରୁ ମହଙ୍ଗା ହେବ ରୋଷେଇ ଗ୍ୟାସ । କାରଣ ମାର୍ଚ୍ଚ ସୁଦ୍ଧା ରନ୍ଧନ ଗ୍ୟାସ ଉପରୁ ସବସିଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଲୋକସଭାରେ ଗତକାଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି…
Read More...

ବ୍ୟାଙ୍କ ଆକାଉଂଟ୍ ପୋର୍ଟେବିଲିଟି କାର୍ଯ୍ୟକାରୀ କରିବାକୁ କହିଲା ଆରବିଆଇ

କନକ ବ୍ୟୁରୋ: ଗ୍ରାହକଙ୍କ ପାଇଁ ବ୍ୟାଙ୍କ ନମ୍ବର ପୋର୍ଟେବିଲିଟିକୁ କାର୍ଯ୍ୟକାରୀ କରିବା ପାଇଁ ଗତକାଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେଇଛନ୍ତି । ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ଏବଂ ଗ୍ରାହକ ସେବା ମାନରେ ଉନ୍ନତି ଆଣିବାରେ ବ୍ୟାଙ୍କ…
Read More...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ପାନ୍ ସହ ଆଧାର ଲିଙ୍କ୍ ହୋଇପାରିବ

କନକ ବ୍ୟୁରୋ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଟିକସଦାତାମାନେ ପାନ୍ ସହିତ ସେମାନଙ୍କର ଆଧାର ନମ୍ବରକୁ ଲିଙ୍କ୍ କରାଇପାରିବେ । ସରକାର ବିଜ୍ଞପ୍ତି ଜାରି କରି ଏହା ଜଣାଇଛନ୍ତି । ଜୁଲାଇ ୧ରୁ ପାନ୍-ଆଧାର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)…
Read More...

ଜିଓକୁ ଟକ୍କର ଦେବ ଭୋଡାଫୋନର ଷ୍ଟୁଡେଂଟ୍ ପ୍ଲାନ୍ ! ମାତ୍ର ୩୫୨ରେ ଅସୀମିତ କଲ୍ ସହ ପ୍ରତିଦିନ ୧ଜିବି ଡାଟା

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ଆଣି ଦେଇଛି ‘ଷ୍ଟୁଡେଂଟ୍ ପ୍ଲାନ୍’ । ଏହି ନୂଆ ଅଫର୍ ଅନୁଯାୟୀ ୩୫୨ଟଙ୍କା ରିଚାର୍ଜ କରି ଗ୍ରାହକ ପାଇପାରିବେ ଅସୀମିତ ଭଏସ୍ କଲ୍ ସହ ପ୍ରତିଦିନ ୧ଜିବି ୪ଜି / ୩ଜି ଡାଟା । ଏହି ପ୍ଲାନର ବୈଧତା ରହିଛି ୮୪ ଦିନ । ତେବେ ଏହି ଅଫର୍ କେବଳ ଭୋଡାଫୋନର ନୂଆ…
Read More...

ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି ! ଅଗଷ୍ଟ ୫ ପର୍ଯ୍ୟନ୍ତ ଡେଡଲାଇନ୍ ଘୁଂଚାଇଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି । ଆଜି ଆୟକର ରିଟର୍ଣ୍ଣ ପାଇଁ ଶେଷ ଦିନ ଥିଲା।କେନ୍ଦ୍ର ସରକାର ଏହି ସମୟ ଅବଧିକୁ ଆହୁରି ୫ ଦିନ ପାଇଁ ବଢାଇ ଦେଇଛନ୍ତି । ଏବେ ଆୟକର ଦାତା ଆର୍ଥିକ ବର୍ଷ ୨୦୧୬-୧୭ ପାଇଁ ଅଗଷ୍ଟ ୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ବହୁ…
Read More...

ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

କନକ ବ୍ୟୁରୋ: ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ସଂଚୟ ଖାତାରେ ସୁଧହାର ୪ପ୍ରତିଶତରୁ କମାଇ ୩.୫ପ୍ରତିଶତ କରିଛି ଏସବିଆଇ । ସଂଚୟ ଖାତାରେ ୧କୋଟି କିମ୍ବା ତା’ଠାରୁ କମ୍ ଜମାରେ ଏଣିକି ୪ପ୍ରତିଶତ ବଦଳରେ ୩.୫ପ୍ରତିଶତ ସୁଧହାର ମିଳିବ । ଷ୍ଟେଟ୍ ବ୍ୟାଙ୍କରେ ପ୍ରାୟ…
Read More...

ଆୟକର ଭରିବାର ଆଜି ଶେଷ ଦିନ ! ଏଭଳି ଭରନ୍ତୁ ଟିକସ୍, ନଚେତ୍ ଦେବାକୁ ପଡିବ ଜରିମାନା

ଆୟକର ପଇଠ କରିବାର ଆଜି ହେଉଛି ଶେଷ ତାରିଖ । ତେବେ ପୂର୍ବରୁ ନିର୍ଦ୍ଧାରିତ ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଥିସହିତ କରଦାତାଙ୍କୁ ଠିକ୍ ସମୟରେ ଟିକସ୍ ପଇଠ କରିବାକୁ ମଧ୍ୟ ନିବେଦନ କରିଛି ଆୟକର ବିଭାଗ । ଯଦି ଆପଣ…
Read More...

ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି

କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ…
Read More...