Browsing Category

ଦେଶ ବିଦେଶ

ରଦ୍ଦ ହେଲା ୧୧.୪୪ଲକ୍ଷ ପାନ ନମ୍ବର ! ଜାଣନ୍ତୁ କିପରି ଜାଣିବେ ନିଜ ପାନ କାର୍ଡ଼ର ବୈଧତା

କେନ୍ଦ୍ର ସରକାର ୧୧.୪୪ ରୁ ଅଧିକ ପାନ କାର୍ଡ଼କୁ ନିଷ୍ଟ୍ରିୟ କରିଦେଇଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ସଂସଦରେ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଏକରୁ ଅଧିକ ପାନ କାର୍ଡ଼ ଥିଲା ସେଗୁଡ଼ିକ ହିଁ ରଦ୍ଦ ହୋଇଛି । ସେ ରାଜ୍ୟସଭାରେ ଲିଖିତ ରୂପେ କହିଛନ୍ତି , ୨୭ ଜୁଲାଇ…
Read More...

ଡୋକଲାମ ବିବାଦରେ ଚୀନ୍‌ର ଧମକ : ୧୮୦ ମିଟର ପଛକୁ ଫେର

କନକ ବ୍ୟୁରୋ : ସିକିମ ସେକ୍ଟରର ଡୋକଲାମଠାରେ ଚୀନ୍‌ଦ୍ୱାରା ନିର୍ମାଣାଧୀନ ରାସ୍ତା କାର୍ୟ୍ୟକୁ ବନ୍ଦକରି ଜୁନ୍‌ ୧୬ରୁ ସେଠାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଥିବାବେଳେ ଚୀନ୍‌ ଭାରତକୁ ୧୮୦ ମିଟର ପଛକୁ ସେନା ହଟାଇବାକୁ କହିଛି । ଚୀନ୍‌ ବିଦେଶ ବିଭାଗ ମୁଖପାତ୍ର ଲୁ କାଙ୍ଗ ୨୦୦୬ରେ…
Read More...

କଲାମଙ୍କ ସ୍ମାରକୀକୁ ନେଇ ବିବାଦ

ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଅବଦୁଲ କଲାମଙ୍କ ୧୫ କୋଟି ଟଙ୍କାରେ ନିର୍ମିତ ସ୍ମାରକୀ ଉନ୍ମୋଚିତ ହେବା ପରେ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବୀଣା କଲାମଙ୍କର ପ୍ରିୟ ବାଦ୍ୟଯନ୍ତ୍ର ହୋଇଥିବାରୁ ସେ ଏହା ବଜାଉଥିବାର ପ୍ରତିକୃତିକୁ ଗତ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ…
Read More...

ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ ! ଡାମନ୍ ଆଣ୍ଡ୍ ଡିଉ ସରକାରଙ୍କ କଡା ନିର୍ଦ୍ଦେଶ

ସମସ୍ତ ସରକାରୀ ଅଫିସରେ ମହିଳା କର୍ମଚାରୀ ପୁରୁଷ ସହକର୍ମୀଙ୍କୁ ପିନ୍ଧାଇବେ ରାକ୍ଷୀ । ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଡାମନ୍ ଆଣ୍ଡ୍ ଡିଉ ସରକାର । ଏନେଇ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ରାକ୍ଷୀ ପୂର୍ଣ୍ଣମୀ ଦିନ ଅର୍ଥାତ୍…
Read More...

୧୬ ବର୍ଷୀୟ ହର୍ଷିତକୁ ୧.୪ କୋଟି ଟଙ୍କାର ଚାକିରି ଅଫର୍ ମିଛ ! ଗୁଗୁଲ୍ ନିଜେ କଲା ଖଣ୍ଡନ, କହିଲା ଖବରରେ ନାହିଁ ସତ୍ୟତା

ଚଣ୍ଡିଗଡର ଜଣେ ୧୬ ବର୍ଷୀୟ ବାଳକକୁ ଇଣ୍ଟରନେଟ୍ ସର୍ଚ୍ଚ ଇଂଜିନ୍ ଗୁଗୁଲ୍ ପକ୍ଷରୁ ୧.୪ କୋଟି ଟଙ୍କାର ପ୍ୟାକେଜ୍ ଅଫର୍ ଦିଆଯାଇଛି । ଗୁଗୁଲ୍ ପାଇଁ ଆଇକନ୍ ଡିଜାଇନ୍ କରିବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଏବେ…
Read More...

ଆରବିଆଇ ଦେଲା ଶସ୍ତା ଋଣ ଉପହାର ! ୦.୨୫ କମିଲା ରେପୋ ରେଟ୍ , କମିବ ଇଏମଆଇ

ଶସ୍ତା ହେଲା ଘର ଏବଂ କାର୍ ଲୋନ୍ । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଉର୍ଜିତ୍ ପଟେଲ୍ ଆଜି ଏନେଇ ଘୋଷଣା କରିଛନ୍ତି । ଆରବିଆଇର ନୂଆ ରେପୋ ରେଟରେ ୦.୨୫ ପଏଂଟ୍ କମ୍ ହୋଇଛି । ଫଳରେ ୬.୨୫ରୁ କମି ରେପୋ ରେଟ୍ ବର୍ତ୍ତମାନ ୬ ହୋଇଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୫.୭୫ ହୋଇଛି । ଜାନୁୟାରୀ…
Read More...

ଓଡିଶା ଖଣି ଦୁର୍ନୀତି ମାମଲା: ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ହେବ ୧୦୦ ପ୍ରତିଶତ ଫାଇନ୍ ଆଦାୟ । ହେବନି ସିବିଆଇ ତଦନ୍ତ…

ଓଡିଶା ଖଣି ଦୁର୍ନୀତି ମାମଲାରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ । ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ୧୦୦ ପ୍ରତିଶତ ଫାଇନ୍ ଆଦାୟ କରିବାକୁ ନିଜ ରାୟରେ ସର୍ବୋଚ୍ଚ କୋର୍ଟ କହିଛନ୍ତି । ପରିବେଶ ମଂଜୁରୀ ବାହାରେ ହୋଇଥିବା ଖଣିଜ ଉତ୍ତୋଳନ କିମ୍ବା ପରିବେଶ ମଂଜୁରୀ ଥାଇ ନିର୍ଦ୍ଧାରିତ ପରିମାଣ…
Read More...

ଆଫଗାନିସ୍ତାନ: ହେରାତର ଏକ ମସଜିଦରେ ବିସ୍ଫୋରଣ, ୨୦ ମୃତ

କନକ ବ୍ୟୁରୋ: ଆଫଗାନିସ୍ତାନର ହେରାତ୍ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି ୨୦ଜଣଙ୍କର ମୃତ୍ୟୁ ହୋଇଛି । ହେରାତ୍ ସହରରେ ଥିବା ଜବାଦିୟା ମସଜିଦରେ ହୋଇଥିବା ଏହି ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି…
Read More...

ପ୍ରଧାନମନ୍ତ୍ରୀଙ୍କ ଉତ୍ତରପୂର୍ବ ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା ! ୨ହଜାର କୋଟି ଟଙ୍କାର ରିଲିଫ୍ ସହାୟତା ଘୋଷଣା

କନକ ବ୍ୟୁରୋ: ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରଳୟଙ୍କରୀ ବନ୍ୟାରେ ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟିଠାରେ ସ୍ଥିତିର ସମୀକ୍ଷା କରିଥିଲେ । ଆସାମରେ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ସେ ଶହେ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।…
Read More...

ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ଏବେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଲା ଚୀନ୍

କନକ ବ୍ୟୁରୋ: ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଛି ଚୀନ୍ । ହିମାଚଳ ପ୍ରଦେଶର କିନ୍ନୋର ସୀମା ଅଞ୍ଚଳରେ ଚୀନ୍ ପକ୍ଷରୁ ଜବରଦସ୍ତି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାକୁ ଚୀନ୍ ସେନାର ହେଲିକପ୍ଟର ବାରମ୍ବାର ଆସୁଥିବା ଓ ବଡ଼ବଡ଼ ମେସିନମାନ…
Read More...