Browsing Category

ଦେଶ ବିଦେଶ

ସରିଲା ମୌସୁମୀ ଅଧିବେଶନ ! ୯ଟି ବିଲକୁ ମିଳିଲା ଅନୁମୋଦନ

କନକ ବ୍ୟୁରୋ: ଜୁଲାଇ ୧୭ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି । ଚଳିତ ଅଧିବେଶନରେ ଲୋକସଭାରେ ୧୪ଟି ଓ ରାଜ୍ୟ ସଭାରେ ୯ଟି ବିଲ୍ ଆଗତ ହୋଇଥିଲା । ୨୬ଟି ଅଧିବେଶନର ୧୯ଟି କାର୍ଯ୍ୟ ଦିବସ ମଧ୍ୟରେ ଉଭୟ ଗୃହରେ ମାତ୍ର ୯ଟି ବିଲକୁ ଅନୁମୋଦନ ମିଳିଥିଲା । ତେବେ…
Read More...

ଅର୍ଥନୈତିକ ସର୍ଭେ-୨ : କୃଷି ଋଣଛାଡ଼ ଚିନ୍ତା

କନକ ବ୍ୟୁରୋ: କୃଷି ଋଣ ଛାଡ଼, ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ଏବଂ ଦ୍ରବ୍ୟ ଓ ସେବା କର (ଜିଏସଟି) ପ୍ରବର୍ତ୍ତନ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସାମୟିକ ଆହ୍ଵାନ ଆଦି କାରଣରୁ ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ (୬.୭୫%ରୁ ୭.୫%) ହାସଲ ହେବା ସହଜ ନୁହେଁ ।…
Read More...

ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ବିବାଦ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ !

କନକ ବ୍ୟୁରୋ : ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ବିବାଦ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ଆଜି ପ୍ରଥମ ଦିନରେ ସବୁ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରାଥମିକ ଔପଚାରିକତା ପୂରଣ…
Read More...

ଯୋଗୀ ରାଜ୍ୟରେ ଶିଶୁ ମଡକ ! ଉତ୍ତରପ୍ରଦେଶ ଗୋରଖପୁର ହସ୍ପିଟାଲରେ ଅମ୍ଲଜାନ ଅଭାବ ନେଲା ୩୦ ଜୀବନ

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ଗୋରଖପୁର ହସ୍ପିଟାଲରେ ମାତ୍ର ୪୮ ଘଂଟା ମଧ୍ୟରେ ୩୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାବା ରାଘବ ଦାସ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ବେଳେ ଅମ୍ଲଜାନ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଶିଶୁଙ୍କ ମୃତ୍ୟୁ…
Read More...

ସବୁ ସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ , ସେନା ପାଖରେ ଅଭାବ ନାହିଁ ଅସ୍ତ୍ରଶସ୍ତ୍ର : ଅରୁଣ ଜେଟଲୀ

କନକ ବ୍ୟୁରୋ : ବଢିଲା ଚୀନର ଚିନ୍ତା । ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି ସାରା ଦେଶକୁ ଆଶ୍ୱସନା ଦେଇ କହିଛନ୍ତି ସବୁ ସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ଦେଶର ସେନା ପାଖରେ ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ…
Read More...

ବିଭାଜନର ୭୦ ବର୍ଷ ! ଜିନ୍ନାଙ୍କ ସେ ବଙ୍ଗଳା ଯାହା ଭାରତ ପାଇଁ ପାଲଟିଛି ‘ଶତ୍ରୁ ସମ୍ପତି’

ଆଉ କିଛି ଦିନ ପରେ ଭାରତ ପାକିସ୍ତାନ ବିଭାଜନକୁ ପୁରିବ ୭୦ ବର୍ଷ । ସମସ୍ତେ ଜାଣନ୍ତି ଏହି ବିଭାଜନରେ ସବୁଠାରୁ ବଡ ଏବଂ ମହତ୍ୱପୂର୍ଣ୍ଣ ଭୂମିକା ଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର । ଯାହାଙ୍କୁ ପାକିସ୍ତାନର କୁହାଯାଏ କାୟଦେ ଆଜମ୍ । ଆଉ ସାଧାରଣ ନାଗରିକ ତାଙ୍କୁ ବାବା – ଏ କୋମ୍ କହି ସମ୍ମାନର…
Read More...

ମହଙ୍ଗା ପଡିପାରେ ସଂସଦରେ ଅନୁପସ୍ଥିତ ରହିବା ! ଦଳୀୟ ସାଂସଦଙ୍କୁ ମୋଦିଙ୍କ ଚେତାବନୀ, ମିଳିନପାରେ ୨୦୧୯ ଟିକେଟ୍

କନକ ବ୍ୟୁରୋ : ସଂସଦରେ ବାରମ୍ବାର ଅନୁପସ୍ଥିତ ରହିବା ମହଙ୍ଗା ପଡିପାରେ ସାଂସଦଙ୍କୁ । ଏଭଳି ଅଭ୍ୟାସରେ ପରିବର୍ତ୍ତନ ନ ଆସିଲେ ୨୦୧୯ ଲୋକସଭା ନିର୍ବାଚନରେ ସେମାନଙ୍କୁ ପାର୍ଟି ଟିକେଟ ବି ଦେଇ ନପାରେ । ସଂସଦର ଉଭୟ ଗୃହରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ଏଭଳି କଡା ଭାଷାରେ ଚେତାଇ ଦେଇଛନ୍ତି…
Read More...

୭୦ ବର୍ଷରେ ଭାରତ ! କଣ ଗାନ୍ଧୀଙ୍କ ନିକଟରେ ଦେଶ ବିଭାଜନର ପୂରା ସତ୍ୟତା ଲୁଚାଇଥିଲେ ନେହରୁ ଏବଂ ପଟେଲ୍ ?

କନକ ବ୍ୟୁରୋ : ଭାରତର ସ୍ୱତନ୍ତ୍ରତାର ପୁଣି ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । ଅର୍ଥାତ୍ ୭୦ତମ ସ୍ୱାଧିନତା ଦିବସ ଆଉ କିଛି ଦିନ ପରେ ସମଗ୍ର ଭାରତ ବର୍ଷରେ ପାଳିତ ହେବ । ପ୍ରତିବର୍ଷ ଭାରତବର୍ଷ ଯେତେବେଳେ ନିଜ ସ୍ୱତନ୍ତ୍ରତାର ବାର୍ଷିକ ଉତ୍ସବ ପାଳନ କରେ ସେତେବଳେ ଏହାର ମାତ୍ର ଗୋଟିଏ ଦିନ…
Read More...

ବିଦେଶରେ ବନ୍ଦୀ ୭୬୨୦ ଭାରତୀୟ ନାଗରିକ ! ସର୍ବାଧିକ ସାଉଦୀ ଆରବରେ

କନକ ବ୍ୟୁରୋ : ବିଦେଶରେ ବନ୍ଦୀ ଅଛନ୍ତି ୭୬୨୦ ଭାରତୀୟ ନାଗରିକ । ସାଉଦୀ ଆରବର ଜେଲରେ ସର୍ବାଧିକ ୨୦୮୪ଜଣ ବନ୍ଦୀ ଅଛନ୍ତି । ଏଭଳି ସୂଚନା ଦେଇଛନ୍ତି ବିଦେଶ ରାଜ୍ୟମନ୍ତ୍ରୀ ଏମ ଜେ ଆକବର । ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଆକବର ।…
Read More...

କମୁଛି ରୋଜଗାର କ୍ଷେତ୍ର । ବେରୋଜଗାରୀଙ୍କୁ ମିଳୁନି ଚାକିରୀ । ମୋଦି ସରକାରରେ ଖୁସି ନାହାଁନ୍ତି ଲୋକେ : ସର୍ଭେ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଂଟର ଫର ମନିଟାରିଂ ଇଣ୍ଡିଆନ ଇକୋନମୀ ଦ୍ୱାରା କରାଯାଇଥିବା ପୃଥକ ପୃଥକ ସର୍ଭେରେ ଦାବି କରାଯାଇଛି କି ମୋଦି ସରକାରଙ୍କ ଶାସନ କାଳରେ ଚାକିରୀର ଘୋର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ବେରୋଜଗାର ଯୁବକ-ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…
Read More...