Browsing Category

ଦେଶ ବିଦେଶ

ଚୀନ୍-ଉତ୍ତର କୋରିଆ ସଂପର୍କ ପଛର ରହସ୍ୟ : ସତ୍ତା ପାଇଁ ପ୍ରୀତି !

କନକ ବ୍ୟୁରୋ: ମୁହାଁମୁହିଁ ସ୍ଥିତିରେ ଆମେରିକା ଓ ଉତ୍ତର କୋରିଆ । କେତେବେଳେ କିଛି ବି ହୋଇପାରେ । କିନ୍ତୁ ଏବେ ଚୀନ ଦେଖାଇଛି ଉତ୍ତର କୋରିଆ ପ୍ରୀତି । କିନ୍ତୁ କାହିଁକି ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ । ଚୀନ ଓ ଉତ୍ତର କୋରିଆ ମଧ୍ୟରେ ଗଭୀର ସଂପର୍କ । ହେଲେ କାହିଁକି ? କଣ ପାଇଁ…
Read More...

ପ୍ରକୃତିର ନିଆରା ଅବଦାନ ! ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି

କନକ ବ୍ୟୁରୋ : ପ୍ରକୃତିର ନିଆରା ଅବଦାନ । ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି । ଏମିତି ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ ତୁର୍କୀରେ । ପାମୁକ୍କାଲେ ନାମରେ ପ୍ରସିଦ୍ଧ ଏହି ଝରଣା ଦେଖିବାକୁ ବେଶ ସୁନ୍ଦର । ଧଳାର ମଖମଲି ପଥରରୁ ପାଖାପାଖି ୧୭ ଟି ଛୋଟ ଛୋଟ ଝରଣା ବହିଥାଏ ଏଠି ।…
Read More...

ସ୍ୱାଧୀନତାର ୭୦ ବର୍ଷ : ହିନ୍ଦୁସ୍ତାନ-ପାକିସ୍ତାନ ବିଭାଜନ । ୭୦ବର୍ଷ ପରେ ବି ଜିଇଁ ରହିଛି ସେହି ଯନ୍ତ୍ରଣା

ଆଉ ମାତ୍ର କିଛି ଦିନ ପରେ ଭାରତ ଏବଂ ପାକିସ୍ତାନ ନିଜ ନିଜର ସ୍ୱତନ୍ତ୍ରତାର ୭୦ତମ ବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛି । ଯାହାର ଜୋରଦାର ପ୍ରସ୍ତୁତି ମଧ୍ୟ ଉଭୟ ଦେଶରେ ଦେଖିବାକୁ ମିଳିଛି । ତେବେ ପାକିସ୍ତାନରେ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଭାରତରେ ୧୫…
Read More...

ଯୁବଦେଶ ଭାରତ : ଶିକ୍ଷା ଠାରୁ ବେରୋଜଗାରୀ ଏକ ଆହ୍ୱାନ

କନକ ବ୍ୟୁରୋ: ଅଗଷ୍ଟ ୧୨ରେ ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଛି ଯୁବ ଦିବସ । ସମଗ୍ର ଯୁବସମାଜ ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ଏହିଦିନ ବିଭିନ୍ନ ସଭାସମିତିର ଆୟୋଜନ ମଧ୍ୟ କରାଯାଇଥାଏ । ୧୯୯୯ ମସିହା ଠାରୁ ଏହି ଦିବସଟିକୁ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଥିମ…
Read More...

ଆଜି ବିଶ୍ୱ ହସ୍ତୀ ଦିବସ : ବଢ଼ୁଛି ସଂଖ୍ୟା ତଥାପି ଅସୁରକ୍ଷିତ ଗଜରାଜ

କନକ ବ୍ୟୁରୋ- ଆଜି ପୁରା ବିଶ୍ୱ ପାଳୁଛି ବିଶ୍ୱ ହସ୍ତୀ ଦିବସ । ସୁସଜ୍ଜିତ ହୋଇଛନ୍ତି ଗଜରାଜ । ହାତୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଉପଲକ୍ଷେ ଏହି ଦିବସ ପାଳନ ହେଉଛି । ତେବେ ନଜର ପକାନ୍ତୁ ଓଡିଶାରେ କେତେ ସୁରକ୍ଷିତ ଗଜରାଜ । ପ୍ରତିବର୍ଷ ଅଗଷ୍ଟ ୧୨ରେ ହାତୀମାନଙ୍କ ପାଇଁ ପାଳନ ହେଉଛି ବିଶ୍ୱ…
Read More...

ଗୋରଖପୁର ବାବା ରାଘବ ଦାସ ମେଡିକାଲରେ ଶିଶୁ ମୃତ୍ୟୁ ଘଟଣା : ୪୮ ଘଂଟାରେ ୩୦ ଶିଶୁଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଜୀବନ ହାରିଲେ ଶିଶୁ । ଉତ୍ତରପ୍ରଦେଶ ଗୋରଖପୁରରେ ୪୮ଘଂଟା ମଧ୍ୟରେ ଲିକ୍ୟୁଡ୍ ଅକ୍ସିଜେନ ଅଭାବରୁ ୩୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛି । ଗୋରଖପୁରରେ ଥିବା ବାବା ରାଘବ ଦାସ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଏହି ଶିଶୁଙ୍କର ମୃତ୍ୟୁ…
Read More...

‘ଆଜି ହେବ ନାହିଁ ରାତି’ ! ଜାଣନ୍ତୁ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିବା ଏହି ଖବରଟିର ସତ୍ୟତା

ଅଗଷ୍ଟ ୧୨ ତଥା ଆଜି ହେବ ନାହିଁ ରାତି । ଏଭଳି ଚାଂଚଲ୍ୟକର ଖବର ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଖବର ଆସିଛି କି, ଆଜି ତଥା ୧୨ ଅଗଷ୍ଟରେ ରାତି ହେବ ନାହିଁ ଏବଂ ୨୪ ଘଂଟା ପୃଥିବୀ ଆଲୋକମୟ ଦେଖାଯିବ । ଅର୍ଥାତ୍ ଆଜି ରାତ୍ରି ସମୟରେ ବି ପୃଥିବୀ ଦିନ ଭଳି ଉଜ୍ଜଳ ଦେଖାଯିବ ।…
Read More...

ଚରମସୀମାରେ ପଂହଚିଲା ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା

କନକ ବ୍ୟୁରୋ: ଚରମ ସୀମାରେ ପଂହଚିଛି ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା । ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆକୁ ଚେତବାନୀ ଦେଇଛନ୍ତି । ଅନ୍ୟପଟେ ମଧ୍ୟ ଏହି ଚେତାବନୀକୁ ଚାଲେଂଜ କରିଛି ଉତ୍ତର କୋରିଆ ।…
Read More...

ବଢୁଛି ଉତ୍ତେଜନା ! ଚୀନ ସୀମାକୁ ଅଧିକ ସେନା ପଠାଇଲା ଭାରତ

କନକ ବ୍ୟୁରୋ: ବିବାଦୀୟ ଡୋକଲାମ ଅଂଚଳରେ ସେନା ସଂଖ୍ୟା ବଢାଇଲା ଭାରତ । ପ୍ରାୟ ୧୪ଶହ କିଲୋମିଟର ସୀମାରେ ୪୫ ହଜାର ଭାରତୀୟ ସେନା ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ସିକ୍କିିମ, ଅରୁଣାଚଳ ପ୍ରଦେଶ ଓ ଆସାମର ସେନା ଶିବିରରେ ଯବାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା…
Read More...

ବୋଫୋର୍ସ ଦୁର୍ନୀତିର ପୁଣି ଥରେ ହେବ ତଦନ୍ତ: ଅନୁମତି ମିଳିଲେ ସୁପ୍ରିମକୋର୍ଟରେ ଆବେଦନ କରିବ ସିବିଆଇ

କନକ ବ୍ୟୁରୋ: ରାଜନୈତିକ ରୁପରେ ସମ୍ବେଦନଶୀଳ ବୋଫୋର୍ସ ଦୁର୍ନୀତି ମାମଲାର ପୁଣି ଥରେ ତଦନ୍ତ ହେବ ବୋସି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସଙ୍କେତ ଦେଇଛି । ଏହି ମାମଲାର ପୁଣି ଥରେ ତଦନ୍ତ କରିବାକୁ ସିବିଆଇ ସଂସଦୀୟ କମିଟିକୁ ପ୍ରସ୍ତାବ ଦେଇଛି । କେନ୍ଦ୍ରର ଆଇନ ମନ୍ତ୍ରାଳୟର ଅନୁମତି ମିଳିବା ପରେ…
Read More...