Browsing Category

ସ୍ପେଶାଲ୍ ରିପୋର୍ଟ

କେବେ ବସ୍ ରେ ସଫେଇ କାମ ତ କେବେ ଠେଲାରେ ୱେଟର କାମ କରି ପୋଷୁଥିଲେ ପେଟ : ଏସିଆନ୍ ପାରା ଗେମ୍ସରେ ସ୍ୱର୍ଣ୍ଣ ଜିତି…

ଜନ୍ମରୁ ହିଁ ଦିବ୍ୟାଙ୍ଗ ଥିବା ନାରାୟଣ ଠାକୁରଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ପିତାଙ୍କ ନିଧନ ହୋଇଯାଇଥିଲା । ତା’ପରେ ୮ ବର୍ଷ ପର୍ଯ୍ୟନ୍ତ ସେ ଏକ ଅନାଥାଳୟରେ ରହିବାକୁ ବାଧ୍ୟ ହୋଇଥିଲେ । ସେ ଢ଼ାବାରେ କାମ କଲେ ଓ ଡିଟିସି ବସ୍ ରେ ସଫେଇ କାମ କଲେ । ନାରାୟଣ ଠାକୁର ଜାକର୍ତ୍ତାରେ ଚାଲୁଥିବା…
Read More...

ଗର୍ଭବତୀ ମହିଳାଙ୍କୁ କେହି ବି ଚାକିରିରୁ ବାହାର କରିପାରିବେ ନାହିଁ ! କିଛି ଜରୁରୀ ନିୟମ ବିଷୟରେ ନିଶ୍ଚୟ ଜାଣନ୍ତୁ . .…

ଅନେକ ସମୟରେ କିଛି ଜରୁରୀ ନିୟମ ଜାଣିନଥିବାରୁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ କେବଳ ଏଇଥିପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼େ । ତେବେ କିଛି ନିୟମ ଅଛି, ଯାହା ଜାଣିଲେ ଆପଣ ଆସନ୍ନ ବିପଦକୁ ଏଡ଼଼ାଇ ଯାଇ ପାରିବେ । - ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଲା ବେଳେ…
Read More...

କ୍ରିକେଟ୍ ପରେ ଏବେ ରାଜନୀତି ମୈଦାନରେ ଏଣ୍ଟ୍ରି ମାରିବେ ଧୋନୀ! ୨୦୧୯ରେ ଝାଡଖଣ୍ଡରୁ ଲଢିପାରନ୍ତି ନିର୍ବାଚନ, ଜାତୀୟ…

ରାଜନୀତି ମୈଦାନରେ ଏଣ୍ଟ୍ରି ମାରି ପାରନ୍ତି କ୍ରିକେଟର ଧୋନୀ । ଏନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ପାରନ୍ତି ଭାରତୀୟ ଦଳର ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା…
Read More...

ଦେଶବ୍ୟାପୀ ବାଣ ଫୁଟା ଓ ବାଣ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ : ସର୍ତ୍ତ ସହ ବାଣ ବିକ୍ରି ପାଇଁ ଅନୁମତି,…

ଦେଶବ୍ୟାପୀ ବାଣ ଫୁଟା ଓ ବାଣ ବିକ୍ରି ନେଇ ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି । ଦୀପାବଳୀର ଠିକ୍ ପୂର୍ବରୁ ବାଣ ବିକ୍ରି ଉପରେ ବଡ ଫଇସଲା ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । କେବଳ କମ୍ ପ୍ରଦୂଷଣ…
Read More...

ସାବଧାନ ! ବିନା ଜ୍ୱରରେ ବି ହୋଇପାରେ ଡେଙ୍ଗୁ, ଡାକ୍ତର ଦେଲେ ଚେତାବନୀ

ଏମ୍ସର ଡାକ୍ତରମାନେ କହିଲେ କି, କିଛି ଅସାଧାରଣ ମାମଲା ଏମିତି ବି ଥାଏ, ଯେଉଁଥିରେ ଡେଙ୍ଗୁର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଜ୍ୱର ଆସେନି । ପ୍ରକୃତରେ, ଗୋଟିଏ ହସପିଟାଲରେ କାମ କରୁଥିବା ୫୦ ବର୍ଷୀୟ ନର୍ସିଙ୍ଗ ସଫେଇ କର୍ମୀଙ୍କୁ କୈାଣସି ପ୍ରକାରରର ଜ୍ୱର ନଥିବା ସତ୍ୱେ ତାଙ୍କ ଠାରେ ଡେଙ୍ଗୁ…
Read More...

ଟାଟା ସ୍କାଏ ହେଉ ଅବା ଡିସ୍ ଆଂଟିଣା…କୌଣସି ବି କଂପାନୀର ଗୋଟିଏ ହିଁ କନେକ୍ସନରେ ଚଲାନ୍ତୁ ଦୁଇ ଦୁଇଟି…

ଆଜିର ଦିନରେ ପ୍ରତ୍ୟେକଙ୍କ ଘରେ ଗୋଟିଏ କିମ୍ବା ଏହାଠୁ ଅଧିକ ଟିଭି ନିଶ୍ଚୟ ରହିଥିବ । ହେଲେ ଏସବୁ ଟିଭି ପାଇଁ ପୃଥକ ପୃଥକ ଛତା କିମ୍ବା ଅଲଗା ଅଲଗା କନେକ୍ସନ ବ୍ୟବହାର କରିବାକୁ ପଡିଥାଏ । ହେଲେ ଏବେ ଆପଣଙ୍କୁ ଆଉ ଏଭଳି କରିବାକୁ ଆଉ ଦରକାର ପଡିବ ନାହିଁ । କାହିଁକି ନା, ଆପଣ ଗୋଟିଏ ହିଁ…
Read More...

କେତେ ଜାଣିଛନ୍ତି ଗାନ୍ଧୀଙ୍କୁ? ବାପୁଙ୍କ ବିଷୟରେ ଦିଅନ୍ତୁ ୧୦ଟି ପ୍ରଶ୍ନର ଉତ୍ତର । ସଙ୍ଗେ ସଙ୍ଗେ ଆପଣଙ୍କ ଖାତାକୁ…

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ କିଏବା ନଜାଣିଛି । ଗାନ୍ଧୀଙ୍କ ବିଷୟରେ ଆମେ ଅନେକ କଥା ପିଲାବେଳୁ ପଢିଆସିଛେ । ହେଲେ ଏବେ ଏହି କଥା ଆପଣଙ୍କୁ ପୁରସ୍କାର ଜିତାଇବାରେ ସହାୟତା କରିବ । ଏଭଳି ସୁବର୍ଣ୍ଣସୁଯୋଗ ସିଧାସଳଖ ଭାବରେ ମୋଦି ସରକାରଙ୍କ ତରଫରୁ ଦିଆଯାଉଛି । ମୋଦି ସରକାରଙ୍କ…
Read More...

ସାରା ଦେଶରେ ଓଡିଶା ଉପକୂଳ ଅତି ବାତ୍ୟା ପ୍ରବଣ ସ୍ଥାନ ! ୧୮୯୧ ରୁ ୨୦୦୦ ମସିହା ମଧ୍ୟରେ ୯୧ ବାତ୍ୟା ଓଡିଶାରେ ହୋଇଛି…

କନକ ବ୍ୟୁରୋ : ଦେଶର ପୂର୍ବ ଉପକୂଳ ବିଶ୍ବର ଅନ୍ୟତମ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଓଡ଼ିଶା ଏଥି ମଧ୍ୟରେ ଅତ୍ୟନ୍ତ ବିପଦସଙ୍କୁଳ। ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ‘ଦୁର୍ବିପାକ ଅଞ୍ଚଳ’ ଭାବେ ଗଣାଯାଉଛି। ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ଉପକୂଳରେ ପ୍ରତିବର୍ଷ ବାତ୍ୟା, ବନ୍ୟା,…
Read More...

ଉଦଘାଟନ ହେଲା ବିଶ୍ୱର ସବୁଠାରୁ ଦୀର୍ଘତମ ସେତୁ : ସେତୁର ମୋଟ ଲମ୍ବା ରହିଛି ୫୫ କିଲୋମିଟର

କନକ ବ୍ୟୁରୋ : ବିଶ୍ବର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ ଉଦଘାଟିତ ହୋଇଛି । ଏହି ବ୍ରିଜ ହଂକଂ ଓ ମାକାଉରୁ ଜୁହୁହାଇର ମେନଲ୍ୟାଣ୍ଡ ଚାଇନା ସିଟି ଯାଏ ସଂଯୋଗ କରିବ । ଦକ୍ଷିଣ ମେନଲ୍ୟାଣ୍ଡ ଝୁହାଇ ସହରରେ ଥିବା ନିୟୁ ପୋର୍ଟ ଟର୍ମିନାଲ୍ ଠାରେ ହଙ୍ଗ୍ କଙ୍ଗ୍ ଏବଂ ମାକାଉ ସହରର ନେତା ଯୋଗ ଦେଇଥିବା…
Read More...

ବିବାହ ସମୟରେ ବରର ଆଚରଣ ଦ୍ୱାରା କନ୍ୟା ହେଲା ଅସନ୍ତୁଷ୍ଟ, କ୍ରୋଧରେ ବର ସହ ଅନ୍ୟ ୪ ଜଣଙ୍କୁ ବନ୍ଦୀ କରି ଲଣ୍ଡା କଲେ…

ଲକ୍ଷ୍ନୌରେ ଏକ ବିବାହ ଉତ୍ସବରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ଠିକ୍ ପୂର୍ବରୁ ବାହାଘର ପାଇଁ ମନା କରିବାରୁ ବର ସମେତ ବରର ୪ଜଣ ସଂପର୍କୀୟଙ୍କୁ କନ୍ୟାପକ୍ଷ ଯେଉଁ ଦଣ୍ଡ ଦେଇଥିଲେ ତାହାକୁ ନେଇ ଏବେ ଲୋକମାନେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ବରକୁ ଯୌତୁକରେ ଆପାଚେ…
Read More...