Browsing Category

ସ୍ପେଶାଲ୍ ରିପୋର୍ଟ

ଆସୁଛି ଦିପାବଳୀ ! ବିମାନ ଯତ୍ରୀଙ୍କ ପାଇଁ ଇଂଡିଗୋର ବଡ ଅଫର, ମାତ୍ର ୮୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା ।

ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋ ପକ୍ଷରୁ ଦିପାବଳୀ ଅଫର ଘୋଷଣା କରାଯାଇଛି । ଏହା ମାଧ୍ୟମରେ କମ୍ପାନି ତରଫରୁ ସର୍ବନିମ୍ନ ୮୯୯ ଟଙ୍କାରେ ଘରୋଇ ଫ୍ଲାଇଟ ଓ ସର୍ବନିମ୍ନ ୩୩୯୯ ଟଙ୍କାରେ ଇଣ୍ଟରନାସନାଲ ଫ୍ଲାଇଟ ଟିକେଟ ପ୍ରଦାନ କରାଯାଉଛି । ସୂଚନା ମୁତାବକ, ଇଣ୍ଡିଗୋ କମ୍ପାନୀ ତରଫରୁ…
Read More...

ଫରେଷ୍ଟ ଅଫିସର ରାତି ଅନିଦ୍ରା, ହେଲେ ଛୁ’ ମାରିଲା ‘ସୁନ୍ଦରୀ’ ! ଟ୍ରାଙ୍କୁଲାଇଜ କଲାବେଳେ ବାଜିଲାନି ନିଶ୍ଚେତକ ଗୁଳି,…

କନକ ବ୍ୟୁରୋ : ବନବିଭାଗର ଅଧିକାରୀ ରାତି ଅନିଦ୍ରା, ସୁନ୍ଦରୀ ଛୁ । ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା…
Read More...

ଶିଶୁଙ୍କୁ ଖାଦ୍ୟ ଖୁଆଇବା ହୋଇଯାଏ କାଠିକର ପାଠ, ସେଥିପାଇଁ ବାପା ଆପଣାଇଲେ ଭିନ୍ନ ଏକ ବାଟ । ଭିଡିଓ ଦେଖିଲେ ହସି ହସି…

ସୋଶିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ । କୁହାଯାଏ କି, ଛୋଟ ପିଲାଙ୍କୁ ଖାଦ୍ୟ ଖୁଆଇବା କୌଣସି ବିପଦ ଠାରୁ କମ୍ ନୁହେଁ । ନଖରା ଓ ଚଗଲାମି କରି ପିଲାମାନେ ସଂପୂର୍ଣ୍ଣ ରୂପେ ଭୋଜନ କରନ୍ତିନି ଓ ମାତା-ପିତାଙ୍କ କାମ ବଢ଼ାନ୍ତି । କିନ୍ତୁ ଏକ…
Read More...

ଥଣ୍ଡା ପାନୀୟ ପିଉଛନ୍ତି ଯଦି, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ନଚେତ୍ ବିପଦରେ ପଡିପାରେ ଆପଣଙ୍କ ଜୀବନ

ଏକ୍ସପାୟରୀ ଡେଟ୍ ର କୋଲ୍ଡ ଡ୍ରିଙ୍କ ପିଆଇବା ଉପରେ ଜଣେ ହୋଟେଲ ସଂଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ପୀଡିତ ବିଜୟ ରାଜପୁତଙ୍କ ମୁତାବକ, ସେ ଓ ତାଙ୍କ ସାଙ୍ଗମାନେ ମିଶି ରାତିରେ ଭୋଜନ କରିବାକୁ ଗୋଟିଏ ହୋଟେଲକୁ ଯାଇଥିଲେ । ସେ ଖାଦ୍ୟ ସହିତ କୋଲ୍ଡ ଡ୍ରିଙ୍କ ଅର୍ଡର କଲେ ।…
Read More...

ଆଜି କୁମାର ପୂର୍ଣ୍ଣିମା : କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା…

କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶନୀ । କୁନିକୁନି ପିଲାଙ୍କୁ ନିଜ ହାତରେ ସଜେଇବା ସହ ଏମାନଙ୍କ ସହ ପାଳିଛନ୍ତି କୁମାର ଉତ୍ସବ । କାହା ପାଦରେ ଅଳତା ଲଗେଇ ଦେଇଛନ୍ତି, ପୁଣି କାହା ମଥାରେ ବିନ୍ଦି ଲଗାଇ କୁମାରୀବେଶରେ ସଜାଇଛନ୍ତି ବର୍ଷା…
Read More...

ରେଲୱେରେ ଦଶମ ପାସଙ୍କ ପାଇଁ ବାହାରିଲା ନିଯୁକ୍ତି ସୁଯୋଗ : ଦୁଇ ହଜାରରୁ ଅଧିକ ପଦବୀ ରହିଛି ଖାଲି , ଶୀଘ୍ର କରନ୍ତୁ

ଭାରତୀୟ ରେଳବାଇ, ପୂର୍ବାଂଚଳରେ ଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ଟ୍ରେନି ପଦବୀ ପାଇଁ ଆବେ ଦନ କରିବାକୁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍, rrcer.com  ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ । ୨୯୦୭ ଅଧିନିୟମ ଟ୍ରେନି ପାଇଁ ପୋଷ୍ଟ ଖାଲି ଅଛି ଓ ପ୍ରାର୍ଥୀଙ୍କ…
Read More...

ରେସ୍ତୋରାଁରେ ପାଣି ଦେଇ ୱେଟ୍ରେସ୍ ପାଇଲେ ୭ ଲକ୍ଷ ଟଙ୍କାର ଟିପ୍ : ତା’ପରେ ଘଟିଲା କିଛି ଏମିତି, ସୋଶିଆଲ ମିଡିଆରେ…

ନର୍ଥ କେରୋଲିନା ଏମିତି କିଛି ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରୋସ୍ତୋରାଁରେ ଜଣେ ବ୍ୟକ୍ତି ଆସିଲେ ଓ ସେ ଦୁଇ ଗ୍ଲାସ ପାଣି ଅର୍ଡର କଲେ । ପାଣି ପିଇବା ପରେ ସେ ୱେଟ୍ରେସ୍ ପାଇଁ ୧୦ ହଜାର ଡଲାର( ୭ ଲକ୍ଷ ଟଙ୍କାରୁ ଅଧିକ) ଛାଡି କି ଚାଲିଗଲେ । ଏହା ସହିତ ଏକ ନୋଟ୍ ମିଳିଲା,…
Read More...

ଆପଣ ଜାଣନ୍ତି କି? ଭାରତରେ ଥିବା ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିରେ ଭରିରହିଛି ଥୋରିୟମ ଗ୍ୟାସ !

କନକ ବ୍ୟୁରୋ : ସାରା ପୃଥିବୀରେ ଭାରତରେ ଥିବା ସମୁଦ୍ର ତଟର ବେଳାଭୂମିରେ ବୁଲିବା ପାଇଁ ପର୍ଯ୍ୟଟକମାନେ ଇଚ୍ଛା କରନ୍ତି । ବର୍ଷକ ପ୍ରତ୍ୟେକ ସମୟରେ ଏହି ବାଲିରେ ଲୋକମାନେ ବୁଲିବା ପାଇଁ ଇଚ୍ଛା କରନ୍ତି । ସେହି ସ୍ଥାନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ବୁଲନ୍ତି ମଧ୍ୟ । ପ୍ରକୃତରେ ସେହି…
Read More...

ଏବେ ଟିକେଟ ପାଇଁ କାଉଣ୍ଟରରେ ଲାଇନରେ ଲାଗିବା ପାଇଁ ପଡ଼ିବ ନାହିଁ ! ରେଳବାଇର ବଡ଼ ପଦକ୍ଷେପ, ଲାଭବାନ ହେବେ ଯାତ୍ରୀ

ଟ୍ରେନ୍ ଟିକେଟ୍ କାଟିବା ପାଇଁ ଆଉ କାଉଣ୍ଟରରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ୧ ନଭେମ୍ବରରରୁ ଭାରତୀୟ ରେଳବାଇ ପୁରା ଦେଶରେ ୟୁଟିଏସ୍ ମୋବାଇଲ୍ ଆପର ଆରମ୍ଭ କରିବା ପାଇଁ ଯାଉଛି । ଆଉ ଏହି ଆପ୍ ଜରିଆରେ ଆପଣ ଜେନେରାଲ ତଥା ଅଣସଂରକ୍ଷିତ ଟିକେଟକୁ ଅନଲାଇନ୍…
Read More...

ପରମ୍ପରା ନା ନିଷ୍ଠୁରତା ! ଶୋକ ସମ୍ବେଦନା ପ୍ରଦର୍ଶନ କରିବା ପାଇଁ କଟାଯାଏ ମହିଳାଙ୍କ ଆଙ୍ଗୁଠି

ଆମେ ଏକବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ମଧ୍ୟ ଆଜି ବି ଦୁନିଆରେ ଅନେକ କିଛି ଏପରି ବିକୃତ ଓ ଭୟଙ୍କର ପରମ୍ପରା ଅଛି ଯାହା ଶୁଣିଲେ ଲୋମଟାଙ୍କୁରୀ ଉଠିବ । ଆଦିବାସୀ ଜନଜାତିରେ ବିଭିନ୍ନ ପରମ୍ପରା ଥାଏ, ଯାହା ବହୁତ ବିଚିତ୍ର ଓ ବିକୃତ । ଦୁନିଆରେ ଏପରି ଅନେକ ଆଦିବାସୀ ଜନଜାତିର ଲୋକ ଅଛନ୍ତି,…
Read More...