Browsing Category

ସ୍ପେଶାଲ୍ ରିପୋର୍ଟ

ଝଟକା ଦେଲା ଗୁଗଲ: ଏଣିକି ମାଗଣା ଆପ ପାଇଁ ଟଙ୍କା ନେବ ଗୁଗଲ, ପ୍ଲେଷ୍ଟୋର,ଜିମେଲ ଓ ମ୍ୟାପ ଭଳି ଆପ୍ ଲାଗି ଗୋଟିଏ…

ଆପଣଙ୍କୁ ଜଣାଥିବ କି ଆଣ୍ଡ୍ରଏଡ ଫୋନମାନଙ୍କରେ ଅପରେଟିଂ ସିଷ୍ଟମକୁ ଗୁଗଲ ମାଗଣାରେ ଦେଇଥାଏ । ଏଥିପାଇଁ ମୋବାଇଲ କଂପାନୀମାନଙ୍କଠାରୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ପାଇଁ ଗୁଗଲ ଟଙ୍କା ନେଇ ନଥାଏ, ବରଂ ଏହା ବଦଳରେ ମୋବାଇଲ କଂପାନୀମାନଙ୍କୁ ଆଣ୍ଡ୍ରଏଡ ଫୋନରେ ଗୁଗଲର ଜିମେଲ, ଗୁଗଲ ମ୍ୟୁଜିକ୍,…
Read More...

ଆସୁଛି ଦୀପାବଳୀ ! ଭାରତୀୟ ରେଳବାଇ କଲା ବଡ ଘୋଷଣା, ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ, ଜାଣନ୍ତୁ ପୁରା ଅଫର ।

ଦଶହରା ପରେ ଆଗକୁ ଆସୁଛି ଦୀପାବଳୀ । ଆଉ ଏହି ଅବସରରେ ଦୂରରେ ଥିବା ଲୋକମାନେ ପରିବାର ଲୋକମାନଙ୍କ ସହ ସାକ୍ଷାତ ହେବାର ଯୋଜନା କରିଥାନ୍ତି । ଯଦି ଆପଣ ମଧ୍ୟ କିଛି ଏଭଳି ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅନେକ ମାତ୍ରାରେ ସହାୟକ ହେବ । ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା…
Read More...

ଚାଷୀଙ୍କ ପୁଅ ରଚିଲା ଇତିହାସ ! ୟୁଥ୍ ଅଲମ୍ପିକ୍ସ ଗେମ୍ସରେ ଭାରତ ପାଇଁ ଆଣିଲେ ପଦକ, ମୋଦି ଜଣାଇଲେ ଅଭିନନ୍ଦନ ।

ୟୁଥ୍ ଅଲମ୍ପିକ୍ସ ଗେମ୍ସ ୨୦୧୮ରେ ଆକାଶ ମଲ୍ଲିକ ତୀରନ୍ଦାଜୀ ପ୍ରତିଯୋଗିତାରେ ସିଲଭର ମେଡାଲ ଜିତି ଇତିହାସ ରଚିଛନ୍ତି । ଏହା ସହ ସିଲଭର ମେଡାଲ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଯାଇଛନ୍ତି । ୧୫ ବର୍ଷୀୟ ଆକାଶ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ତାଙ୍କ ବାପା ଜଣେ ଚାଷୀ ଅଟନ୍ତି ।…
Read More...

ନିର୍ବାଚନ ବେଳେ ଜନତାଙ୍କୁ ଉପହାର ଦେଇପାରିବେନି ନେତା । ରଦ୍ଦ ହୋଇପାରେ ନିର୍ବାଚନ ଲଢୁଥିବା ବ୍ୟକ୍ତିଙ୍କ ପ୍ରାର୍ଥୀତ୍ୱ…

ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଯାଇଛି । ଏହି ରାଜ୍ୟମାନଙ୍କ ତାଲିକାରେ ଅଛନ୍ତି ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା. ମିଜୋରାମ ଏବଂ ମଧ୍ୟପ୍ରଦେଶ । ନିର୍ବାଚନକୁ ସୁରୁଖୁରୁରେ କରିବା ସହ ନିର୍ବାଚନରେ…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଯଦି ପୀଡିତା ବଦଳାଇ ଦିଅନ୍ତି ପୂର୍ବରୁ ଦେଇଥିବା ବୟାନ ତେବେ ତାଙ୍କ ବିରୋଧରେ…

୧୪ ବର୍ଷ ପୁରୁଣାର ଏକ ମାମଲାର ଶୁଣାଣୀ କରି ଏଭଳି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା । କୋର୍ଟ କହିଛି କି, ଯଦି ଦୁଷ୍କର୍ମ ମାମଲାରେ ପୀଡିତା ଅଭିଯୁକ୍ତଙ୍କୁ ବଂଚାଇବା ପାଇଁ ଆପୋଷ ବୁଝାମଣା କରି ପୂର୍ବରୁ ଦେଇଥିବା ନିଜ…
Read More...

ଧନ୍ୟ କହିବ ଏହାଙ୍କୁ: ଶୁଭିଲାନି ଆହତଙ୍କ ଆର୍ତ୍ତ ଚିତ୍କାର, ଲୁଟିଲେ ପୀଡିତଙ୍କ ଜିନିଷ । ପଢନ୍ତୁ ଅମୃତସର ରେଳ…

ଗତ ଶୁକ୍ରବାର ସନ୍ଧ୍ୟାରେ ଅମୃତସରରେ ଘଟିଥିବା ରେଳ ଦୁର୍ଘଟଣାରେ ୬୧ ଜଣ ମୁତ୍ୟୁବରଣ କରିବା ସହ ୧୪୩ ଜଣ ଆହତ ହେବା ଘଟଣା ଏବେ ସମଗ୍ରଦେଶକୁ ଦୋହଲାଇ ଦେଇଛି। ତେବେ, ଏହି ଦୁର୍ଘଟଣାପରେ ଘଟି ଯାଇଥିବା ଏକ ଅମାନବୀୟ ଘଟଣା ଏବେ ସମଗ୍ର ଦେଶକୁ ଲଜ୍ଜିତ କରି ଦେଇଛି। ଏକ ସଭ୍ୟ ସମାଜରେ ଘଟି…
Read More...

ଶେଷ ହେଲା ଶାରଦୀୟ ଦୁର୍ଗାପୂଜା,ସରଗରମ ହେଲା ରାଜନୀତି । ଲୋକପ୍ରିୟତା ଲଢ଼େଇରେ କିଏ ମାରିବ ବାଜି ? ୨୦୧୯ ପାଇଁ ୩ ଦଳର…

କନକ ବ୍ୟୁରୋ: ଧିରେ ଧିରେ ଶେଷ ହେଉଛି ପାର୍ବଣର ଋତୁ । ଆଉ କିଛି ଦିନ ପରେ ବାକିଥିବା ପୂଜା ପର୍ବ ବି ଶେଷ ହୋଇଯିବ । ତେବେ ଏହାରି ମଧ୍ୟରେ କିଛି ଦିନର ବ୍ରେକ୍ ପରେ ପୁଣି ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଉଭୟ ଶାସକ ଓ ବିରୋଧୀମାନେ ୨୦୧୯ ପାଇଁ ରାଜନୈତିକ ରଣନୀତି ଆରମ୍ଭ କରିଦେଇଛନ୍ତି । କାରଣ…
Read More...

ଘରେ ଲଗାଇଛନ୍ତି କି ଡିସ୍ ଆଂଟିଣା ? ତେବେ ଆପଣଙ୍କ ଟିଭିରେ ହେବାକୁ ଯାଉଛି ଏକ ବଡଧରଣର ପରିବର୍ତ୍ତନ

ଆଜିର ଦିନରେ ପ୍ରତ୍ୟେକଙ୍କ ଘରେ ଡିସ୍ ଆଂଟିଣା ଏବଂ ଟିଭି ରହିଥିବ ନିଶ୍ଚୟ । ଯାହାକୁ ଲୋକେ ମନୋରଂଜନ ପାଇଁ ବ୍ୟବହାର କରିଥାନ୍ତି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଙ୍କ ପାଇଁ ଟିଭି ଦେଖିବା ଏକପ୍ରକାରେ ଜରୁରୀ ହୋଇପଡିଛି । ବ୍ୟସ୍ତ ବହୁଳ ଜୀବନରେ କିଛି ଅବସର ମୁହୂର୍ତ୍ତକୁ ହସ…
Read More...

ଇପିଏଫଓରେ ବଡ ପରିବର୍ତ୍ତନ ଆଣିବା ଯୋଜନାରେ ମୋଦି ସରକାର : ଏବେ ଏହି ଆଧାରରେ ନିର୍ଦ୍ଧାରିତ ହେବ ସୁଧ ଦର !

କେନ୍ଦ୍ର ସରକାର ଦେଶର ୫୦ କୋଟି କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସହିତ ଜଡିତ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ)ରେ ବଡ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛି । ଏହା ଅଧିନରେ ସରକାର ଇପିଏଫଓର ସମସ୍ତ କାର୍ଯ୍ୟକାରୀ କାମ ଷ୍ଟେଟ୍ ସୋଶିଆଲ ସିକ୍ୟୁରିଟି ବୋର୍ଡକୁ ଟ୍ରାନ୍ସଫର୍ କରିବାର…
Read More...

ଆଉ ଜଳିବନି ମୋବାଇଲ୍ ! ଆସିଲା କେବେ ବିସ୍ଫୋରଣ ନହେବା ବିଶିଷ୍ଟ ବ୍ୟାଟେରୀ, ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

ମୋବାଇଲ ବ୍ୟାଟେରୀରେ ବିସ୍ଫୋରଣ ଘଟି ଧନଜୀବନ ନଷ୍ଟ ହେବା ଖବର ଆପଣ ପ୍ରତିଦିନ କେଉଁଠି ନା କେଉଁଠି ଦେଖୁଥିବ ତଥା ପଢୁଥିବେ ନିଶ୍ଚୟ । ଏପରିକି ବ୍ୟାଟେରୀ ଫାଟିବା କାରଣରୁ ସାମସଙ୍ଗ କଂପାନୀକୁ ବାଧ୍ୟ ହୋଇ ନିଜର ପ୍ରଡକ୍ଟ ତଥା ଗାଲାକ୍ସି ନୋଟକୁ ବଜାରରୁ ଫେରାଇ ନେବାକୁ ପଡିଛି, ହେଲେ ଏବେ ଆଉ…
Read More...