Browsing Category

ସ୍ପେଶାଲ୍ ରିପୋର୍ଟ

ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି ! ୧୦ ହଜାର ଦିନିକିଆ ରନ୍ ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ଦୁଇ ଭାରତୀୟ ତାରକା ।

କନକ ବ୍ୟୁରୋ : ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି । ଟିମ୍ ଇଣ୍ଡିଆର ଦୁଇ ଧୂରନ୍ଧର ଏବେ ଗୋଟିଏ ରେକର୍ଡ ଭାଙ୍ଗିବା ରେସରେ ଅଛନ୍ତି । ଆଉ ଏହି ରେକର୍ଡ ହେଉଛି ଅନ୍ତର୍ଜାତୀୟ ଦିନିକିଆରେ କିଏ ଆଗ ୧୦ ହଜାର ରନ୍ ପୂରଣ କରିବେ । ଅଧିନାୟକ ବିରାଟ କୋହଲି ଏହି କୀର୍ତିମାନ ଠାରୁ ଆଉ ମାତ୍ର ୮୧…
Read More...

ଭାରତୀୟ ସେନାର ହେବ ନବକଳେବର ! ସାମିଲ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର, ବଦଳିବ ରଣନୀତି ।

କନକ ବ୍ୟୁରୋ : ଭାରତୀୟ ସେନାର ହେବ ନବକଳେବର । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବଢିବ ସେନାର ଶକ୍ତି । ଏହାସହ ପୁରୁଣା ଲଢେଇ ଗୁଡିକ ଭଳି ଆଗାମୀ ଲଢେଇ ଲଢାଯିବନି । ଏଥିପାଇଁ ବଦଳାଯିବ ସେନାର ରଣକୌଶଳ । ଏହା କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସେନାର ବରିଷ୍ଠ କମାଣ୍ଡରଙ୍କ ସହ…
Read More...

ହେୟାର କଟିଂର ନୁଆ ଟ୍ରେଣ୍ଡ ! ଜୀବନକୁ ଲଗାଯାଉଛି ବାଜି, କୁରାଢ଼ିରେ କଟାଯାଉଛି କେଶ ।

ଆଜିକାଲି ଦୁନିଆରେ ଲୋକମାନେ ନିଜକୁ ସଜେଇବା ପାଇଁ ଏବଂ ଅନ୍ୟଙ୍କ ଠାରୁ ଭଲ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରୁଛନ୍ତି । ପୋଷାକ ଠାରୁ ଆରମ୍ଭ କରି ଶରୀରକୁ ସୁନ୍ଦର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସାଧାରଣତଃ ଯୁବ ପିଢ଼ିମାନେ ପୋଷାକ ଠାରୁ ଆରମ୍ଭ କରି ନିଜର…
Read More...

ଘଂଚ ଜଙ୍ଗଲରେ କେମିତି ଦିଆଯିବ ନିଶ୍ଚେତକ ! ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଦରକାର ହାତୀ, ଡ୍ରୋନ୍…

କନକ ବ୍ୟୁରୋ : ବାଘ ଏକ ହିଂସ୍ର ପ୍ରାଣୀ । ତାକୁ କାବୁ କରିବା ଏତ ସହଜ ନୁହେଁ । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ ଆବଶ୍ୟକ, ସ୍ୱତନ୍ତ୍ର କୌଶଳ ଓ ଯନ୍ତ୍ରପାତି । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବା ଏତେ ସହଜ ନୁହେଁ । ଟ୍ରାଙ୍କୁଲାଇଜ୍ ଟିମ୍ ପାଇଁ କାଠିକର ପାଠ ହୋଇଥାଏ…
Read More...

ଏମିତି ବି ହୁଏ ପ୍ରେମ ! ପରିବାରକୁ ଛାଡି ୨୦ ବର୍ଷର ଯୁବକଙ୍କ ସହ ଫେରାର ହେଲେ ୫୦ ବର୍ଷର ମହିଳା ।

ଫେସବୁକରେ ପୁଅ ଝିଅ ପ୍ରେମ କରି ଧୋକାର ଶିକାର ହେବା କଥା ଅନେକ ଶୁଣିବାକୁ ମିଳିଛି । ସାଧାରଣତଃ ସୁନ୍ଦରୀ ଝିଅମାନଙ୍କ ଫଟୋ ଦେଖି ପୁଅମାନେ ପ୍ରେମରେ ପଡିଥାନ୍ତି ଏବଂ ପରେ ଝିଅ ପୁରୁଷ ବନ୍ଧୁଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଲୁଟ କରିଥିବା କିମ୍ବା ଜଣେ ପୁଅ ଗୋଟେ ଝିଅକୁ ଲୁଟ କରିଥିବା ମାମଲା…
Read More...

ବାଣ ଫୁଟାକୁ ନେଇ ଆସିଲା ସାଂଘାତିକ ତଥ୍ୟ ! ବାଣ ଫୁଟିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ହୋଇଥାଏ କ୍ୟାନସର ।

ଭାରତର ଅନେକ ସହରରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଆଗକୁ ଦୀପାବଳୀ ଆସୁଥିବା ବେଳେ ବାଣ ଫୁଟାକୁ ନେଇ ଚିନ୍ତାରେ ଦେଶବାସୀ । ଆଉ ଏହାରି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ସତ, କିନ୍ତୁ ବାଣଫୁଟାକୁ ସୁପ୍ରିମକୋର୍ଟ କାହିଁକି ସମ୍ପୂର୍ଣ୍ଣ…
Read More...

ଦୃଷ୍ଟିହୀନଙ୍କ ପାଇଁ ଆଖି ସାଜିବ ଏହି ‘ସ୍ମାର୍ଟଜୋତା’ ! ଯୁବ ଛାତ୍ରଛାତ୍ରୀଙ୍କ ସଫଳ ଉଦ୍ଭାବନ, ଜୋତାରେ ରହିଛି ଅନେକ…

ଚିତକାରା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନେ ଦୃଷ୍ଟିହୀନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛନ୍ତି । ତେବେ ଏହି ଜୋତାର ବିଶେଷତ୍ତ୍ୱ ହେଉଛି, ଏହା ଦୃଷ୍ଟିଶକ୍ତି ନଥିବା ଲୋକମାନଙ୍କୁ ଏହା ସହାୟକ ହେବ । ସେମାନଙ୍କୁ ଆଉ ବାଡିର ଆବଶ୍ୟକତା ରହିବ ନାହିଁ । ଏହି ଜୋତା…
Read More...

ରାତିସାରା ଫୋନ ଚାର୍ଜରେ ବସିଲେ, ଖରାପ ହୋଇଯିବାର ସମ୍ଭାବନା ଅଛି କି ? ଜାଣନ୍ତୁ ଏହାର ଉତ୍ତର

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଆଉ ଏହା ସବୁଠୁ ବଡ ସମସ୍ୟା ହୁଏ ଫୋନର ଚାର୍ଜ ଶୀଘ୍ର ସରିଯିବା । ସମସ୍ତେ ରାତିରେ ଶୋଇଲା ବେଳେ ଫୋନକୁ ଚାର୍ଜରେ ବସାଇଦେଇଥାନ୍ତି । ଆଉ ଚାର୍ଜ କେତେବେଳେ ଫୁଲ୍ ହୋଇଯାଏ ଆମେ ଜାଣିପାରୁନଥାଉ । ଫୁଲ୍ ଚାର୍ଜ ପରେ ଅଧିକା ଚାର୍ଜ ହେଲେ ଖରାପ କି ?…
Read More...

ଉଦ୍ଦେଶ୍ୟ ଏକ୍ ହେଲେ ତରିକା ଅନେକ: ସାମ୍ନାକୁ ଆସିଲା ଲୁଟିବାର ଆଉ ଏକ ଫର୍ମୂଲା, ଲୋକଙ୍କୁ ନକଲି ସିମ୍ ଦେଇ ଟଙ୍କା ଗାଏବ…

ଫାଇନାନ୍ସିଆଲ ସେକ୍ଟରରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ । ହ୍ୟାକରମାନେ ଏଯାବତ ବିଭିନ୍ନ ଢଙ୍ଗରେ ଲୋକଙ୍କର ଝାଳବୁହା ଧନକୁ ଲୁଟିଚାଲିଛନ୍ତି । ହେଲେ ବଡ କଥା ହେଲା ଲୋକେ ଯେତେ ସଚେତନ ହେଲେ ବି ଠକଙ୍କ କବଳରୁ ନିଜକୁ ବଂଚାଇବାରେ ବିଫଳ ହେଉଛନ୍ତି । କାହିଁକି ନା ଠକମାନେ ସବୁବେଳେ…
Read More...

ମୋବାଇଲ ୱାଲେଟ୍ ବ୍ୟବହାର କରୁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭାରତକୁ ଡିଜିଟାଲ କରିବା ପାଇଁ ମୋଦି ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଆଉ ବିମୁଦ୍ରାକରଣ ପରେ ଏବେ ଲୋକେ ପୂର୍ବାପେକ୍ଷା ଅଧିକ ଡିଜିଟାଲ ନେଣଦେଣ କରୁଛନ୍ତି । ଡିଜଟାଲ୍ ନେଣଦେଣ ଯେପରି ନେଟ୍ ବ୍ୟାଙ୍କିଙ୍ଗ୍, ଚେକ୍, ଡ୍ରାଫ୍ଟ, କ୍ରେଡ଼ିଟ୍, ଡେବିଟ୍ ଓ ପେମେଣ୍ଟ ଆଦି ବଢ଼ିଛି । କିନ୍ତୁ…
Read More...