Browsing Category

ସ୍ପେଶାଲ୍ ରିପୋର୍ଟ

ଅବିଶ୍ୱାସୀ ମଣିଷ, ଅଭିଶପ୍ତ ଗାଁ : ଯେଉଁଠି ମାଁ ଡରେ ମାତୃତ୍ୱ ଲାଭ କରିବାକୁ

କଥାରେ ଅଛି ନାରୀର ଜୀବନ ସେତେବେଳେ ପରିପୂର୍ଣ୍ଣ ହୁଏ, ଯେତେବେଳେ ସେ ମାତୃତ୍ୱ ଲାଭ କରିଥାଏ । କିନ୍ତୁ ଏବେ ଏମିତି ଏକ ଘଟଣା ନଜରକୁ ଆସିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହଁ । ଭୋପାଳରୁ ୭୦ କିଲୋମିଟର ଦୂର ରାଜଗଡର ସାଙ୍କାଜାଗୀର ଗାଁରେ ୫୦ ବର୍ଷ ହେଲା କୈାଣସିବି ନବଜାତକର ଜନ୍ମ ହୋଇନାହିଁ…
Read More...

କଟକରେ ପେଣ୍ଡାଲ୍ ରାଜଧାନୀରେ ତୋରଣ ! ହାଇବଜେଟ୍ ମେଢକୁ ନେଇ ପୂଜା କମିଟିଙ୍କ ଭିତରେ ପ୍ରତିଯୋଗୀତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାରିଆଡେ ପାର୍ବଣର ମାହୋଲ୍ । ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରାଜଧାନୀ ଭୁବନେଶ୍ୱରରେ ମଣ୍ଡପକୁ ନେଇ ସତେ ଯେମିତି ପୂଜା କମିଟି ଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି । ଏହି ଦୌଡ଼ରେ ସାମିଲ ହେବା ନେଇ ଏଥର…
Read More...

ଚର୍ଚ୍ଚାରେ ୧୮ବର୍ଷର ଯୁବକ : ଶରୀରରେ ୧୮ ସେ.ମିର ଲାଂଜ

ବେଳେବେଳେ ଲୋକମାନେ ଭୟ ଓ ଲୋକଲଜ୍ୟାରେ କିଛି ଜିନିଷକୁ ଅଣଦେଖା କରିନିଅନ୍ତି । ଯଦ୍ୱାରା ପରେ ସ୍ଥିତି ପୂରା ସଂଗୀନ ହୋଇଉଠେ । ଏମିତି ଏକ ଘଟଣା ଘଟିଛି ନାଗପୁରରେ । ଏକ ୧୮ ବର୍ଷର ଯୁବକ ଶରୀରରେ ୧୮ ସେ.ମି ଲମ୍ବର ଲାଂଜ ଥିବା ନେଇ ଚାରିଆଡେ ଚର୍ଚ୍ଚା । ନାଗପୁରର ସରକାରୀ ସୁପର ସ୍ପେଶାଲିଷ୍ଟ…
Read More...

୪ ବର୍ଷର ଶିଶୁ ଏବେ ୮୦ ବର୍ଷର ବୁଢା : ଅଦ୍ଭୂତ ରୋଗର ପ୍ରଭାବ

ସବୁ ମାତା ପିତା ଚାହାଁନ୍ତି ତାଙ୍କ ଘରେ ଏକ ସୁନ୍ଦର ,ସ୍ୱାସ୍ଥ୍ୟବାନ୍ ଶିଶୁ ଜନ୍ମ ହେଉ । ଘରେ ପ୍ରଥମ କରି ଶିଶୁ ଜନ୍ମ ହେଲେ ପରିବାରରେ ଖୁସିର ନୂଆ ସୂର୍ଯ୍ୟୋଦୟ ହୋଇଥାଏ । ହେଲେ ଜନ୍ମିତ ଶିଶୁଟି ଯଦି ଅଜଣା ରୋଗରେ ପୀଡିତ ହୁଏ । ତାହେଲେ ବଦଳିଯାଏ ଖୁସିର ପରିଭାଷା । ଦେହ ଅଛି ତ ରୋଗ ବି…
Read More...

ଦିଦିଙ୍କ ଦୁର୍ଗା ଅବତାର ! ପେଣ୍ଡାଲରେ ମମତା ବାନାର୍ଜୀଙ୍କୁ ପୂଜା

କୋଲକାତା ଦଶହରା ପୂଜାର ସ୍ୱତନ୍ତ୍ରତା ବିଶ୍ୱ ପ୍ରସିଦ୍ଧ । ଏଠାକାର ପୂଜା ଯେତିକି ଆକର୍ଷଣୀୟ ସେତିକି ନିଆରା ପୂଜା ପେଣ୍ଡାଲ୍ । ସେମିତି ଏକ ପୂଜା ପେଣ୍ଡାଲ୍ ହେଉଛି ଚକଦାହ ଅଂଚଳର । ଯେଉଁଠାରେ ଦୁର୍ଗାଙ୍କ ସ୍ଥାନରେ ତିଆରି କରାଯାଇଛି ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି । ଇଣ୍ଡିଆନ୍…
Read More...

ଦରିଆପାରିରେ ଦହିହାଣ୍ଡି ଉତ୍ସବ : ଚର୍ଚ୍ଚାରେ ମାନବ ପିରାମିଡ

ଦରିଆପାରିରେ ଦହିହାଣ୍ଡି ଉତ୍ସବ । ଭାରତରେ ବିଶେଷ କରି ଜନ୍ମାଷ୍ଟମୀରେ ଆୟୋଜିତ ହେଉଥିବା ଦହିହାଣ୍ଡି ଭଙ୍ଗା ଉତ୍ସବର ଝଲକ ସୁଦୂର ସ୍ପେନରେ । ମାନବ ପିରାମିଡ ପାଇଁ ପ୍ରସ୍ତୁତ ହଜାର ହଜାର ଲୋକ । ଗତ ରବିବାର ସ୍ପେନର ଟାରାଗୋନାରେ ଆୟୋଜିତ ୨୬ତମ ମାନବ ପିରାମିଡ ପ୍ରତିଯୋଗିତାର ଏଭଳି ଏକ ଝଲକ…
Read More...

ବାହା ହେବାକୁ ମିଳୁ ନାହାଁନ୍ତି ପୁଅ : ସ୍ୱପ୍ନର ରାଜକୁମାର ଅପେକ୍ଷାରେ କୁଆଁରୀକନ୍ୟା

ଷୋହଳଟି ଫଗୁଣର ଫୁଲ ଯେତେବେଳେ କୁଆଁରୀ ଝିଅର ଯୌବନର ଉପବନରେ ଫୁଟେ ,ସେତେବେଳେ କୁଆଁରୀ ମନରେ ସ୍ୱପ୍ନର ରାଜକୁମାରକୁ ଖୋଜିବାର ଅଙ୍କ କଷା ଆରମ୍ଭ ହୋଇଯାଏ । ଷୋହଳ ବୟସୀ ଝିଅ ଚାହେଁ ତାର ବିବାହ ଗୋଟେ ଭଲ ପୁଅ ସହ ଧୁମଧାମରେ ହେଉ । ସ୍ଥାନ କାଳ ପାତ୍ରରେ ଏମତି ଭାବନା ସବୁ ଘରେ ଓ ସବୁ ଝିଅଙ୍କ…
Read More...

ଦେବୀଙ୍କ ଆଗମନ ପାଇଁ ଉତ୍ସବ ମୁଖର ଧରାପୃଷ୍ଠ : ଆଖି ଝଲସାଇଲାଣି ତୋରଣ

କନକ ବ୍ୟୁରୋ : ଧରାପୃଷ୍ଠକୁ ଆଗମନ କରିବେ ମହିଷା ମର୍ଦ୍ଦିନୀ ମା ଦୁର୍ଗା । ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ରାଜଧାନୀରେ ଆଖି ଝଲସାଇଲାଣି ସୁଉଚ ତୋରଣ । ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ରାଜ୍ୟବାସୀ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ…
Read More...

ହାୱଡା ଷ୍ଟେସନରେ ଫିଲ୍ମ ପୋଷ୍ଟର : ଫିଲ୍ମ ଡାଏଲଗରେ “ ସ୍ୱଚ୍ଛ ଭାରତ”ର ସନ୍ଦେଶ

ଆଜିକାଲି ବିଭିନ୍ନ ପ୍ରକାର ସଂସ୍ଥା ଓ କଂପାନୀ ନିଜ ନିଜର ପ୍ରଚାର ପ୍ରସାର ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏମିତି ଏକ ଅଭିନବ ତରିକା ଆପଣେଇଛନ୍ତି ଭାରତୀୟ ରେଲେୱେ ବିଭାଗ । ହାୱଡା ଷ୍ଟେସନରେ “ସ୍ୱଚ୍ଛ ଭାରତ” ଅଭିଯାନର ପ୍ରଚାର ପାଇଁ ଲୋକପ୍ରିୟ ଫିଲ୍ମ ପୋଷ୍ଟର ଓ ଡାଏଲଗର…
Read More...

ରାମ ରହୀମ ବାବାଙ୍କ ରଙ୍ଗିନ ଜୀବନ : ଚର୍ଚ୍ଚାରେ ବାବାଙ୍କ ବିଳାସପୂର୍ଣ୍ଣ କାର୍

ଡେରା ପ୍ରମୁଖ ଗୁରୁମୀତ ରାମ ରହୀମ ବାବା ଫିଲ୍ମ ହେଉ ଅବା ଲାଇଫ୍ ଷ୍ଟାଇଲ । ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଗତ ଶନିବାର ଦିନ ଜୟପୁର ଯାଇଥିଲେ। ଏଠାରେ ତାଙ୍କର ସମର୍ଥକମାନେ ସହରସାରା ସଫାଇ ଅଭିଯାନ ଚଳାଇଥିଲେ । କଲରଫୁଲ ପୋଷାକ ପିନ୍ଧିବା ବାବାଙ୍କ ଏକ…
Read More...