Browsing Category

ସ୍ପେଶାଲ୍ ରିପୋର୍ଟ

ଅଳିଆଗଦାରୁ ଅଷ୍ଟ୍ରେଲିଆ ! ଜଣେ ଉପେକ୍ଷିତ ଝିଅର ଜୀବନ କାହାଣୀ

ଅଳିଆଗଦାରୁ ଅଷ୍ଟ୍ରେଲିଆ । ଏ ହେଉଛି ଏମିତି ଏକ କାହାଣୀ , ଯାହା ଶୁଣିଲେ ଆପଣ ଖୁସି ବି ହେବେ ଦୁଃଖ ବି କରିବେ । ଜଣେ ଶ୍ୟାମଳୀ ଝିଅର କାହାଣୀ । ଯାହାକୁ ଜନ୍ମ ଦେଇ ମା’ ଫୋପାଡି ଦେଇଥିଲା ଅଳିଗଦାକୁ । ୧୩ ବର୍ଷ ତଳର କଥା । କେନ୍ଦ୍ରାପଡାର ଏକ ଅଳିଆଗଦାରୁ ଉଦ୍ଧାର ହୋଇଥିଲା ଶିଖା ।…
Read More...

ବିଶ୍ୱ ରେକର୍ଡ କରିବାର ନିଶା : ସ୍କାଏ ଡାଇଭରଙ୍କ ଡେୟାରଡେଭିଲ ଶୋ’

ବିଶ୍ୱ ରେକର୍ଡ କରିବାର ତରିକା ବି ଅଲଗା ନିଶା ବି ଅଲଗା । ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ କିଛି ଭିନ୍ନ କରିଦେଖାଇବାକୁ ଚେଷ୍ଟା କରିଥାନ୍ତି । ଯାହାକୁ ସାଧାରଣ ଲୋକେ ଦେଖି ଅସାଧାରଣ ମନେକରନ୍ତି । ଏଭଳି କିଛି କାମ କରିଛନ୍ତି ଅଷ୍ଟ୍ରିଆର ୪ ଜଣ ସ୍କାଏ ଡାଇଭର । ବିଶ୍ୱ ରେକର୍ଡ କରିବା…
Read More...

୪ କୋଟିର ଦୁର୍ଗାମୂର୍ତି : ଦୁର୍ଗାପୂଜାରେ ଝଲସିବ ଅଗରତାଲା ପୂଜା ପେଣ୍ଡାଲ

ଦୁର୍ଗା ପୂଜାର ମାହୋଲ ଦେଶରେ ବିଭିନ୍ନ ପ୍ରାନ୍ତରେ ଖୁବ୍ ସ୍ୱତନ୍ତ୍ରତା ଆଣିଥାଏ । ଏହାକୁ ଆକର୍ଷଣୀୟ କରିବା ପାଇଁ ଅନେକ ଚାହିଁଥାନ୍ତି । ଆଉ ଏଥିରେ ଏବେ ସାମିଲ ହୋଇଛନ୍ତି ଚତ୍ରବନ୍ଧୁ କ୍ଲବ୍ । ସୂଚନାନୁସାରେ ୪ କୋଟିର ଏକ ସୁଦୃଶ୍ୟ ଦୁର୍ଗାମୂର୍ତି ଅଗରତାଲା ପେଣ୍ଡାଲରେ ସ୍ଥାପନ ହେବାକୁ…
Read More...

ପାକିସ୍ତାନ ହାତରେ ଭାରତୀୟ ଯବାନ : ଦୁଃଖରେ ପ୍ରାଣ ହରାଇଲେ ଜେଜେ ମା’

ଭାରତର ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନ ଚିହିଁକି ଉଠିଛି । ବିଶ୍ୱ ସମୁଦାୟ ପୂରା ପାକର ବିପକ୍ଷରେ । କେହି ତାର ସାଥ୍ ଦେଇନାହାଁନ୍ତି । ଭାରତ-ପାକ୍ ମଧ୍ୟରେ ଏବେ ତିକ୍ତତା ଖୁବ୍ ବଢିଯାଇଛି । ଆଉ ଏହି ସମୟରେ ଗତ ଗୁରୁବାର ରାତିରେ ୩୭ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ଯବାନ ଚନ୍ଦୁ ଚୈାହାନ ଭୁଲରେ…
Read More...

ମୋଦିଙ୍କ ଚାଣକ୍ୟ : ସର୍ଜିକାଲ ଆଟାକ୍ ଠାରୁ ଆରମ୍ଭ କରି ସବୁ ନିଷ୍ପତି ପଛର ନାୟକ

କନକ ବ୍ୟୁରୋ : ଉରି ଆକ୍ରମଣ ପରେ ଭାରତ ନେଉଥିବା ନିଷ୍ପତି ପଛରେ କେଉଁ ବ୍ୟକ୍ତିଙ୍କ ସବୁଠାରୁ ବଡ ହାତ ରହିଛି । ସେ ହେଉଛନ୍ତି ଦେଶର ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ । ସର୍ଜିକାଲ ଆଟାକ୍ ଠାରୁ ଆରମ୍ଭ କରି ସବୁ ନିଷ୍ପତି ପଛରେ ରହିଛି ଏହି ବ୍ୟକ୍ତିଙ୍କ ହାତ । ଦେଖନ୍ତୁ ଏହି ରିପୋର୍ଟ…
Read More...

କ୍ରୀଡାବିତରୁ ହତ୍ୟାକାରୀ : ଖେଳାଳୀ କେମିତି ବନିଲେ ଗ୍ୟାଙ୍ଗଷ୍ଟାର

ମଣିଷ ବେଳେବେଳେ ପରିସ୍ଥିତିରେ ପଡି ଏମିତି କିଛି କାମ କରିବସେ । ଯାହା କେବେ ସେ ଭାବି ନଥାଏ । ସେଥିରେ ବଦଳିଯାଏ ଜୀବନର ମୋଡ । ଏମିତି ଘଟିଥିଲା କ୍ରୀଡାବିତ୍ ଦୀପକଙ୍କ ଜୀବନରେ । ଅର୍ଥାଭାବର ଦାରୁଣ କଷ୍ଟ ତାଙ୍କୁ ବନେଇ ଦେଇଥିଲା ଜଣେ ହତ୍ୟାକାରୀ । ସମୟ ଦୀପକଙ୍କୁ ଜଣେ ଗ୍ୟାଙ୍ଗଷ୍ଟାରର…
Read More...

ଗରୀବଙ୍କୁ ଦଲାଲଙ୍କ ଟାର୍ଗେଟ : କାମ ଦେବା ନାଁରେ ପ୍ରଲୋଭନ ଦେଖାଇ ଯୈାନ ଶୋଷଣ

କନକ ବ୍ୟୁରୋ : ଗରୀବଙ୍କୁ ଟାର୍ଗେଟ କରୁଛନ୍ତି ଦଲାଲ । କାମ ଦେବା ନାଁରେ ପ୍ରଲୋଭନ ଦେଖାଇ କରୁଛନ୍ତି ଯୈାନ ଶୋଷଣ । ଏଭଳି ଏକ ଖବର ଏବେ ପଦାକୁ ଆସିଛି । କୋରାପୁଟ ବୈପାରୀଗୁଡା ଅଂଚଳର ଜଣେ ଭିନ୍ନକ୍ଷମ ନାବାଳିକା ଏବେ ୭ ମାସର ଗର୍ଭବତୀ । ବୁଢୀ ମା ଏବେ ଝିଅ ଚିନ୍ତାରେ । ଅଧିକ ଜାଣିବାକୁ…
Read More...

ପରକୀୟା ପ୍ରୀତିର କରୁଣ ପରିଣତି : ସ୍ତ୍ରୀକୁ କିରୋସିନ ଢାଳି ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀ କୁ କିରୋସିନ ଢାଳି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ.ଭି – ୧୩ ଗାଁରେ । ପରକୀୟା ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଏମ.ଭି – ୧୩ ଗାଁର ମନିନ୍ଦ୍ର ଦେ ଓ ତାଙ୍କ ସ୍ତ୍ରୀ ଜମୁନା ଦେଙ୍କ…
Read More...

ପାକିସ୍ତାନକୁ ଆତଙ୍କୀ ମୂଳପୋଛର ଟ୍ରେଲର୍ ଦେଖାଇଲେ ମୋଦି : ପିଓକେରେ ପଶି କମାଣ୍ଡୋ କଲେ ସର୍ଜିକାଲ୍ ଷ୍ଟ୍ରାଇକ୍

କନକ ବ୍ୟୁରୋ : ପାକିସ୍ତାନକୁ ଭାରତର କଡା ଜବାବ । ଗୁଳି ବଦଳରେ ଗୁଳି । ପାକ୍ ସୀମାରେ ପଶି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା କରିଛି ସର୍ଜିକାଲ ଷ୍ଟ୍ରାଇକ୍। ଭାରତରେ ଅନୁପ୍ରବେଶ କରିବାକୁ ପିଓକେରେ ଆତଙ୍କବାଦୀ ଯୋଜନା କରୁଥିବା ଖବର ପାଇ ଆକ୍ରମଣ କରିଛି ଭାରତ । ପିଓକେରେ ପଶି ଭାରତୀୟ…
Read More...

ସ୍ତ୍ରୀକୁ ଜଗୁଛି ସିସିଟିଭି : ନିଜ ଶାଳୀକୁ ବିବାହ କରିବା ପାଇଁ ସଫ୍ଟୱେର ଇଂଜିନିୟରଙ୍କ ଅଜବ କାଣ୍ଡ

ନିଜ ଘରେ ଚୋରୀ ,ଡକାୟତ ଆଦିିରେ ଜିନିଷ ପତ୍ର ସୁରକ୍ଷିତ ପାଇଁ ଲୋକମାନେ ସିସିଟିଭି ଲଗାଇଥାନ୍ତି । ନିଜର ଅନୁପସ୍ଥିତିର ସବୁ ଦୃଶ୍ୟ ସିସିଟିଭରେ କଏଦ ହୁଏ । ହେଲେ ଏମିତି ଏକ ଖବର ସାମ୍ନାକୁ ଆସିଛି ଆପଣ କାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ସଫ୍ଟୱେର ଇଂଜିନିୟର ନିଜ ସ୍ତ୍ରୀ ପାଇଁ ଘରେ ଲଗେଇଛନ୍ତି…
Read More...