Browsing Category

ସ୍ପେଶାଲ୍ ରିପୋର୍ଟ

ଦେବୀଙ୍କ ଆଗମନ ପାଇଁ ଉତ୍ସବ ମୁଖର ଧରାପୃଷ୍ଠ : ଆଖି ଝଲସାଇଲାଣି ତୋରଣ

କନକ ବ୍ୟୁରୋ : ଧରାପୃଷ୍ଠକୁ ଆଗମନ କରିବେ ମହିଷା ମର୍ଦ୍ଦିନୀ ମା ଦୁର୍ଗା । ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ରାଜଧାନୀରେ ଆଖି ଝଲସାଇଲାଣି ସୁଉଚ ତୋରଣ । ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ରାଜ୍ୟବାସୀ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ…
Read More...

ହାୱଡା ଷ୍ଟେସନରେ ଫିଲ୍ମ ପୋଷ୍ଟର : ଫିଲ୍ମ ଡାଏଲଗରେ “ ସ୍ୱଚ୍ଛ ଭାରତ”ର ସନ୍ଦେଶ

ଆଜିକାଲି ବିଭିନ୍ନ ପ୍ରକାର ସଂସ୍ଥା ଓ କଂପାନୀ ନିଜ ନିଜର ପ୍ରଚାର ପ୍ରସାର ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏମିତି ଏକ ଅଭିନବ ତରିକା ଆପଣେଇଛନ୍ତି ଭାରତୀୟ ରେଲେୱେ ବିଭାଗ । ହାୱଡା ଷ୍ଟେସନରେ “ସ୍ୱଚ୍ଛ ଭାରତ” ଅଭିଯାନର ପ୍ରଚାର ପାଇଁ ଲୋକପ୍ରିୟ ଫିଲ୍ମ ପୋଷ୍ଟର ଓ ଡାଏଲଗର…
Read More...

ରାମ ରହୀମ ବାବାଙ୍କ ରଙ୍ଗିନ ଜୀବନ : ଚର୍ଚ୍ଚାରେ ବାବାଙ୍କ ବିଳାସପୂର୍ଣ୍ଣ କାର୍

ଡେରା ପ୍ରମୁଖ ଗୁରୁମୀତ ରାମ ରହୀମ ବାବା ଫିଲ୍ମ ହେଉ ଅବା ଲାଇଫ୍ ଷ୍ଟାଇଲ । ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଗତ ଶନିବାର ଦିନ ଜୟପୁର ଯାଇଥିଲେ। ଏଠାରେ ତାଙ୍କର ସମର୍ଥକମାନେ ସହରସାରା ସଫାଇ ଅଭିଯାନ ଚଳାଇଥିଲେ । କଲରଫୁଲ ପୋଷାକ ପିନ୍ଧିବା ବାବାଙ୍କ ଏକ…
Read More...

ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ

ଆମ ଦେଶ ଭାରତ ଅନେକ ଜାତି ,ଅନେକ ପ୍ରଥା ଓ ପରଂପରାର ସମନ୍ୱୟ ଦେଶ । ଯେଉଁଠି ଅନେକ ବିଶ୍ୱାସ ଓ ଅନେକ ବିଶେଷତା ଜନ ମାନସରେ ଦେଖିବାକୁ ମିଳେ । ହେଲେ ଏମିତି ଏକ ପ୍ରଥା ବିଷୟରେ ଆପଣ ଜାଣିନଥିବେ ,ଯେଉଁଠି ଝିଅଙ୍କ ଆଶା ଓ ବିଶ୍ୱାସକୁ ନେଇ ବିକାକିଣା ହୁଏ । - କେଉଁଠି ଏପରି ପ୍ରଥା ଚାଲେ ?…
Read More...

ଦେଶପ୍ରେମରେ ହାରିଗଲା ରାଜନୀତି ଯୁଦ୍ଧ : ମୋଦିଙ୍କୁ ସାଲ୍ୟୁଟ୍ କଲେ କେଜ୍ରିୱାଲ୍

ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ବିରୋଧୀ ନେତା ପରସ୍ପରକୁ ସମର୍ଥନ କରିବାର ନଜିର୍ ବହୁତ କମ୍ ଦେଖିବାକୁ ମିଳେ। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ତୁ ତୁ ମେଁ ମେଁ ତ ସବୁବେଳେ ଲାଗି ରହିଥାଏ । ସବୁକଥାରେ ଅରବିନ୍ଦଙ୍କ ଟାର୍ଗେଟରେ ଥାଆନ୍ତି ମୋଦି ।…
Read More...

ଫେସବୁକରେ ଫ୍ୟାମିଲି ଡ୍ରାମା ! ଶାଶୁଙ୍କୁ ଭିଲେନ୍ କହିଲେ ଶିଶିର ଗମାଙ୍ଗଙ୍କ ପତ୍ନୀ ମୋନିକା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗମାଙ୍ଗ ଘର ଗୁମର । ପର ପୁରୁଷର ପ୍ରେମରେ ପଡି ଧୋକ୍କା ଦେଲେ ପତ୍ନୀ । ସ୍ତ୍ରୀ ବିରୋଧରେ ଶିଶିର ଗମାଙ୍ଗ ପ୍ରତାରଣା ଅଭିଯୋଗ ଆଣିଲେ । ପୁଅକୁ ନିର୍ଯାତନା ଦେବା କଥା ବି ଉଠାଇଲେ । ଜୁନିୟର ଗମାଙ୍ଗଙ୍କ ଅଭିଯୋଗ ପରେ ଆଜି ମୁହଁ ଖୋଲିଛନ୍ତି ଗମାଙ୍ଗ ଘର…
Read More...

ପାରା ଆଣିଛି ପାକର ବାର୍ତା : ଚିଠିରେ ମୋଦିଙ୍କୁ ଧମକ୍

ପାକିସ୍ତାନର ପ୍ରତି ପିଲା ବି ଭାରତ ବିରୋଧରେ ଲଢେଇ କରିବାକୁ ପ୍ରସ୍ତୁତ । ବିଏସଏଫ ଯବାନଙ୍କ ଦ୍ୱାରା ଧରାପଡିଥିବା ଏକ ପାରା ଦେହରେ ଲାଗିଥିବା ଚିଠିରେ ଏପରି ଲେଖାଯାଇଛି । ଏହି ପାରାକୁ ସୀମା ଆରପଟୁ ଛଡାଯାଇଥିବା ସଂଦେହ କରାଯାଉଛି । ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନରେ ଯେଭଳି…
Read More...

ପୂଜା ବଜାରରେ ଚମକିବ ଅନଲାଇନ୍ ମାର୍କେଟ୍ : ଆସୋଚାମର ରିପୋର୍ଟ,ଏଥର ୨୫ ହଜାର କୋଟିର ହେବ ବ୍ୟବସାୟ

କନକ ବ୍ୟୁରୋ :  ପୂଜା ବଜାରରେ ଚମକିବ ଅନଲାଇନ୍ ମାର୍କେଟ୍ । ଆସୋଚାମର ରିପୋର୍ଟ କହୁଛି ଏଥର ୨୫ ହଜାର କୋଟିର ହେବ ବ୍ୟବସାୟ । ଯାହା ଗତବର୍ଷଠୁ ୫ ହଜାର କୋଟି ଅଧିକ । ଚଳିତ ପୂଜା ବଜାରରେ ଅନଲାଇନ ବେପାର ବେଶ ବଢିବାର ଆକଳନ କରିଛି ଆସୋଚାମ । ୨୫ରୁ ୪୦ ବର୍ଷ ବୟସର ପ୍ରାୟ ୨୫୦୦ କର୍ମଜୀବୀ…
Read More...

ସୀମାରେ ଯୁଦ୍ଧ ସାଉଥବ୍ଲକରେ ଲାଇଭ୍ : ଇଣ୍ଡିଆନ୍ ଡିଫେନ୍ସ ନ୍ୟୁଜ୍ ପ୍ରକାଶ କଲା ରିପୋର୍ଟ

କନକ ବ୍ୟୁରୋ : ୨୦୧୨ ଏପ୍ରିଲ ମାସରେ ପାକିସ୍ତାନର ଆର୍ମିବେସ ନିକଟରେ ଲୁଚି ରହିଥିବା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଧରିବା ପାଇଁ , ଆମେରିକାର ନେଭିସିଲ୍ କମାଣ୍ଡୋମାନେ ଯେତେବେଳେ ଅପରେସନ କରୁଥିଲେ ,ଏହାକୁ ଖୋଦ୍ ରାଷ୍ଟ୍ରପତି ବାରାକ ଓବାମା ଲାଇଭ୍ ଦେଖୁଥିଲେ । ଠିକ୍ ଏହିଭଳି…
Read More...

ହରିଓମ୍ ଜିନ୍ଦଲଙ୍କ ମହାନତା : ବସ୍ତି ପିଲାଙ୍କୁ ଦେଖେଇଲେ ଶିକ୍ଷାର ଆଲୋକ

ସମାଜରେ ଏମିତି ବ୍ୟକ୍ତି ଥାଆନ୍ତି ସେମାନେ ନିଜ ସୁଖ ସୁବିଧା ଅପେକ୍ଷା ଅନ୍ୟମାନଙ୍କ ପାଇଁ କିଛି ଭଲ କାମ କରିବା ପାଇଁ ଚେଷ୍ଟା କରିଥାନ୍ତି । ନା ତା ପଛରେ ଥାଏ କିଛି ପାଇବାର ମୋହ ନା କିଛି ଯଶ ସୁନାମର ଅଭିପ୍ରାୟ । କେବଳ ମଣିଷଟିଏ ପରି ମଣିଷଟିଏର ସାହାଯ୍ୟରେ ଆସିବାର ଲକ୍ଷ୍ୟ ଥାଏ । ଏହିପରି…
Read More...