Browsing Category

ସ୍ପେଶାଲ୍ ରିପୋର୍ଟ

ପ୍ରେମିକା ସାଜିଲା ସାପ : ହତ୍ୟା ସନ୍ଦେହରେ ଜେଲ୍ ଗଲେ ଯୁବକ

ଦୁନିଆ ବଦଳିବା ସହ ବଦଳିଚାଲିଛି ଲୋକଙ୍କ ଜୀବନଶୈଳୀ । ବେଳେବେଳ ଅନେକ ଅଦ୍ଭୂତ ଘଟଣା ସବୁ ଆମ ଚାରିପାଖରେ ଘଟୁଛି ଯାହାକୁ ଆମେ ଗପ କିମ୍ବା ଆଈ ମା’ର କାହାଣୀ ଭାବେ ଅନେକ ଶୁଣିଛେ ହେଲେ କିଛି ଅଛି ଏହା ଗପ ନୁହେଁ .ଏକ ସତ୍ୟ ଘଟିତ ଘଟଣା ବୋଲି ଆମେ ମାନିବାକୁ ବାଧ୍ୟ ହୋଇଛେ । ଏମିତି ଏକ ଘଟଣା…
Read More...

ବାପାଙ୍କ ବ୍ୟବସାୟ ପାଇଁ ଝିଅ କରୁଥିଲା ପୂଜା ! ୬୮ ଦିନର ଉପବାସ ପରେ ମରିଗଲା ଆରାଧନା

ବାପାଙ୍କ ବ୍ୟବସାୟରେ ଲାଭ ହେବ ବୋଲି ଆରାଧନା କରୁଥିଲା ଆରାଧନା । ଘରର ଖୁସି ପାଇଁ ନିଜ ଖୁସିକୁ ବଳି ଦେଇ ରଖଥିଲା ୬୮ ଦିନର ନିର୍ଜଳ ଉପବାସ । କିନ୍ତୁ ବ୍ରତ ଶେଷ ହେବା ପରେ ସରିଗଲା ଆରାଧନା ଜୀବନ ଦୀପ । ଆଉ ମୃତ୍ୟୁର କୋଳକୁ ଚାଲିଗଲା ହାଇଦ୍ରାବାଦର ଏହି ୧୩ ବର୍ଷର ଝିଅ । ଯାହା ଏବେ ପୂରା…
Read More...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସ୍ୱାମୀଙ୍କୁ ଜିଦ କରିପାରିବେନି ପତ୍ନୀ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସ୍ୱାମୀଙ୍କୁ ନିଜ ବାପା-ମା’ଙ୍କଠାରୁ ଅଲଗା ରହିବା ପାଇଁ ବାଧ୍ୟ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏହାସହ ବାରମ୍ବାର ଆତ୍ମହତ୍ୟା ଧମକ୍ ଦେଲେ ବି ପତ୍ନୀଙ୍କୁ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି ।…
Read More...

ଅନ୍ଧବିଶ୍ୱାସର ନିଆରା ପରମ୍ପରା : କୁକୁର ସହ ୩ ରୁ ୫ ବର୍ଷର ପିଲାକୁ କରାଯାଏ ବିବାହ

ସମସ୍ତେ ଜାଣନ୍ତି ଆମ ସମାଜରେ ଗୋଟେ ପୁଅ ସହ ଗୋଟେ ଝିଅର ବିବାହ ହୋଇଥାଏ । ହେଲେ କେବେ ଶୁଣିଛକି ମଣିଷ ପିଲା କୁକୁର ସହ ବିବାହ ହେବାର । ଏହା ଜାଣି ଆପଣ କେବେ ବିଶ୍ୱାସ କରିବେନି ଯେ କୁକୁର ସହ ବିବାହ କରାଯାଏ ବୋଲି । କିନ୍ତୁ ଏହି କଥା ବିଶ୍ୱାସ ନହେଲେ ବି ପୂରା ସତ । ଛତିଶଗଡର ବାଲକୋ…
Read More...

ଘୂର୍ଣ୍ଣିଝଡ ମାଥ୍ୟୁର ମହାତାଣ୍ଡବ : ହୈତିରେ ମୃତ୍ୟୁ ସଂଖ୍ୟା ଟପିଲା ୮ ଶହ

କନକ ବ୍ୟୁରୋ : ଘୂର୍ଣ୍ଣିଝଡ ମାଥ୍ୟୁର ମହାତାଣ୍ଡବ । ହୈତିରେ ଘୂଣ୍ଣିଝଡ ମାଥ୍ୟୁରେ ମୃତକଙ୍କ ସଂଖ୍ୟା ୮ଶହ ଟପିଛି । ଆମେରିକାର ଅନେକ ଅଂଚଳରେ ତାଣ୍ଡବ ରଚାଇଛି ମାଥ୍ୟୁ । ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଫ୍ଲୋରିଡାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ୧୫ଲକ୍ଷ ଲୋକଙ୍କୁ…
Read More...

ଦୀପାବଳୀରେ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର ଅଫର : ୧ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା

ଭାରତୀୟ ରେଳ ବିଭାଗର ଏକ ନୂତନ ପ୍ରୟାସ । ଯାତ୍ରୀ ମାନଙ୍କ ଧନ ଜୀବନକୁ ଆଖିରେ ରଖି ପବିତ୍ର ଦୀପାବଳୀ ଅବସରରେ ରେଳ ବିଭାଗ ଆଣିଛି ଏକ ସ୍ୱତନ୍ତ୍ର ଅଫର । ଯାତ୍ରୀମାନକୁ ଆକୃଷ୍ଟ କରିବା ପାଇଁ ସୀମିତ ସମୟ ମଧ୍ୟ ରଖାଯାଇଛି । ଅଫରଟି ହେଲା ଏକ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା । ଆଗରୁ…
Read More...

ପୁରୀରେ ସେବାୟତ ପରିବାର କୁଆଁରୀଙ୍କ ଗୌରୀ ବ୍ରତ : ଭଲ ବର ଭଲ ଘର ପାଇଁ ମାନସିକ

କନକ ବ୍ୟୁରୋ : କୁମାରୀ ମନଟି ସବୁବେଳେ ଖୋଜୁଥାଏ ଉପଯୁକ୍ତ ସାଥିଟିଏ ।  ସେଥିପାଇଁ ଭଲ ବର ଓ ଘର ଟିଏ ପାଇବା ଲାଗି କୁମାରୀ ମାନେ ପାଳନ କରନ୍ତି ବ୍ରତ ଉପବାସ । ପ୍ରଥା ଓ ପରମ୍ପରାର ସହର ଶ୍ରୀକ୍ଷେତ୍ରରେ ସେବାୟତ ପରିବାରର କୁମାରୀମାନେ ଏହି ବ୍ରତ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ସମସ୍ତେ…
Read More...

ଏଟିଏମ୍ ଲୁଟେରାରୁ ବସ୍ ମାଲିକ : ଲୁଟେରା ମାଧବ ଆଚାର୍ଯ୍ୟକୁ ଗିରଫ କଲା ପୁଲିସ୍

କନକ ବ୍ୟୁରୋ : ଲୁଟି ଲୁଟି ବସ ମାଲିକ । ନୟାପଲ୍ଲୀ ଥାନା ପୁଲିସ ଏଭଳି ଏକ ମୋଷ୍ଟ ୱାଂଟେଡ ଏଟିଏମ ଲୁଟେରା ମାଧବ ଆଚାର୍ଯ୍ୟକୁ ଆଜି ଗିରଫ କରିଛି । ନୟାପଲ୍ଲୀ ଥାନା ଅଧିନସ୍ଥ ସାଲିଆ ସାହିରୁ ତାକୁ ଗିରଫ କରିଛି ପୁଲିସ । ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ଲୋକଙ୍କୁ କଳା କନା ବୁଲାଇ ଫେରାର…
Read More...

ଦଉଡ଼ିରେ ବନ୍ଧା ପଡ଼ିଛି ଶୈଶବ : ପୁଅର ମାନସିକ ରୋଗ ନେଇ ଚିନ୍ତାରେ ବାପା ମାଆ

କନକ ବ୍ୟୁରୋ : ସବୁ ବାପା ମାଆଙ୍କ ପରି ଏମାନେ ବି ସ୍ୱପ୍ନ ଦେଖିଥିଲେ ପୁଅକୁ ନେଇ । ହେଲେ ବଇରି ସାଜିଲା ରୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଭାଟପଡା ପଂଚାୟତ ଜେନାସାହିର ଦଳିତ ପରିବାର କାଳନ୍ଦୀ ଜେନାଙ୍କ ସାନ ପୁଅ ଲିପୁ ଜେନା । ପାଠ ପଢା ଖେଳକୁଦ ବୟସରେ ବନ୍ଧା ହୋଇ ରହିଛି ଘର ଅଗଣାରେ…
Read More...

ଦୁର୍ଘଟଣାରେ ମୃତ ଯୁବତୀର ଶରୀରରୁ ବାହାରିଲା ଆତ୍ମା : ସିସିଟିଭି ଭିଡିଓ ହେଲା ଭାଇରାଲ

ଭୂତ ଓ ଆତ୍ମା ବିଷୟରେ ଅନେକ ଗପ ଓ କାହାଣୀ ଆପଣ ଶୁଣିଥିବେ । ହେଲେ ଏବେ ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ଦେଖିଲେ ଆପଣ ବିଶ୍ୱାସ ନକରି ରହିପାରିବେନି । ଜଣେ ଯୁବତୀର ଆତ୍ମା ତାର ମୃତ୍ୟୁର ପରେ ପରେ ତାହାର ଦେହରୁ ବାହାରି ଆସୁଛି । ଏହି ସିସିଟିଭି ଭିଡିଓ ଫୁଟେଜ ଏବେ ୟୁଟ୍ୟୁବରେ ଖୁବ୍…
Read More...