Browsing Category

ସ୍ପେଶାଲ୍ ରିପୋର୍ଟ

ମହଙ୍ଗା ପଡିଲା ମଉଜ! ଯୌନଦାସୀଙ୍କ ସହ ରାତି ବିତାଇ ଗିରଫ ହେଲେ ଯୁବକ

ଯୌନଦାସୀଙ୍କ ସହ ରାତି ବିତାଇବା ସ୍ୱପ୍ନ ମହଙ୍ଗା ପଡିଛି ଔରଙ୍ଗାବାଦର ଜଣେ ଯୁବକଙ୍କୁ । ନିଜର ଏହି ଲୋଭ ପାଇଁ ଆଇଏସଆଇଏସରେ ଯୋଗ ଦେଇଥିବା ନାସିର୍ ଓରଫ୍ କାଦିର ବିନ୍ ଅବୁ ବକାରଙ୍କୁ ଗିରଫ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଆଉ ଗିରଫ ପରେ ଜିହାଦ୍ ପାଇଁ ନୁହେଁ ଯୌନଦାସୀ ପାଇଁ ସଂଗଠନରେ ଯୋଗ…
Read More...

କୋଲକାତାର ବରଫ ଦୁର୍ଗା ମୂର୍ତି : ପୂଜାରେ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ

ସମସ୍ତେ ଜାଣନ୍ତି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଖୁବ ଧୁମଧାମରେ ପାଳିତ ହୁଏ ଏବଂ ଏଠାରେ ଦୁର୍ଗାମା’ଙ୍କ ମୂର୍ତିର ବିଭିନ୍ନ ସ୍ୱରୂପ ମଧ୍ୟ ଦେଖିବାକୁ ମିଳେ । ଏଥର ପ୍ରଥମ ଥର ପାଇଁ କୋଲକାତାସ୍ଥିତ ରାଜାରହାଟର ସ୍ନୋ ପାର୍କରେ ବରଫ ନିର୍ମିତ ଦୁର୍ଗା ମୂର୍ତିି ସ୍ଥାପନା କରାଯାଇଛି । ବରଫ ନିର୍ମିତ…
Read More...

ଭାଙ୍ଗିଲା ୯୦ ବର୍ଷର ପରମ୍ପରା : ବଦଳିଲା ଆରଏସଏସର ୟୁନିଫର୍ମ

କନକ ବ୍ୟୁରୋ : ବଦଳିଲା ୯୦ବର୍ଷର ପରମ୍ପରା । ଆଜିଠୁ ଭିନ୍ନ ୟୁନିଫର୍ମରେ ନଜର ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସ୍ଏସ୍ । ଖାକି ହାଫ ପ୍ୟାଂଟ ବଦଳରେ ପିନ୍ଧିଲେ ବାଦାମି ଫୁଲ ପ୍ୟାଂଟ । ବିଜୟା ଦଶମୀ ସହ ସଂଘର ପ୍ରତିଷ୍ଠା ଦିବସ ଅବସରରେ ଆଜିଠୁ ଏହି ନୂଆ ୟୁନିଫର୍ମ ଲାଗୁ କରାଯାଇଛି…
Read More...

ନେହୁରା ହେଉଛନ୍ତି ନର୍ଗିସ୍ ! ଓଡିଶାରେ ବନ୍ଧା ପଡିଛି ଇରାନୀ ଝିଅ

ଦୁଇ ବର୍ଷ ହେଲା ଆମ ଦେଶରେ ବନ୍ଧକ ଅଛନ୍ତି ଜଣେ ଇରାନୀ ଯୁବତୀ ନର୍ଗିସ୍ ଆସ୍ଥାରୀ । କାରଣ ତାଙ୍କ ନାଁରେ କୋର୍ଟରେ ଚାଲିଛି ମାମଲା । ୨ ବର୍ଷ ହେଲା ଏହି ମାମଲାରେ ଫଇସଲା ହୋଇ ପାରୁନି କି ସେ ନିଜ ଦେଶକୁ ଫେରି ପାରୁନାହାଁନ୍ତି । ରାୟଗଡା କୋର୍ଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଏହି ଇରାନୀ…
Read More...

କୋଲକାତାର ପ୍ରସିଦ୍ଧ ଚାଇନିଜ୍ କାଳୀ ମନ୍ଦିର : ପ୍ରସାଦ ଭାବେ ନୁଡୁଲସ୍ ଅର୍ପଣ କରାଯାଏ ମା’ଙ୍କୁ

ଆମେ ସମସ୍ତେ ଜାଣନ୍ତି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ସମାନ । ହିନ୍ଦୁ , ମୁସଲମାନ , ଖ୍ରୀଷ୍ଟିଆନ , ବୈାଦ୍ଧ ଓ ଜୈନ ସମସ୍ତଙ୍କର ଏକତ୍ର ଭାବାବେଗ ଏହି ପବିତ୍ର ଭାରତ ଭୂମିରେ ଦେଖିବାକୁ ମିଳିଥାଏ । ଏମିତି ଏକ ଉତମ ଉଦାହରଣ ଦେଖିବାକୁ…
Read More...

ମାସକରେ ମଲେଣି ୪୫ ଶିଶୁ : ମାଲକାନଗିରିରେ ବଢିଚାଲିଛି ଜାପାନିଜ ଏନସେଫାଲାଇଟିସ ଆତଙ୍କ

କନକ ବ୍ୟୁରୋ : ମାସକରେ ମଲେଣି ୪୫ ଶିଶୁ । ମାଲକାନଗିରିରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ ଥମିବାର ନାଁ ନେଉନି । ଗାଁ ଗାଁ ରେ ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି । ହେଲେ ଆକ୍ରାନ୍ତଙ୍କ ପରିବାର ଲୋକେ ନିଜ ରୋଗୀଣା ଶିଶୁକୁ ନେଇ ମେଡିକାଲ ଆସିବାକୁ ମଙ୍ଗୁ ନାହାଁନ୍ତି…
Read More...

ପରିହାସ କରୁଛି ପଟାପୋଲ : ମିଳିଲା ପ୍ରତିଶ୍ରୁତି ହେଲେ ନିର୍ମାଣ ହୋଇପାରିଲାନି ବ୍ରିଜ

କନକ ବ୍ୟୁରୋ : ବର୍ଷା ଆସିଲେ ବାଉଁଶରାଣୀ ସିଜିନ୍-୧ । ଏମିତି ଏକ ସମ୍ବେଦନଶୀଳ କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ଗତବର୍ଷ ସେପ୍ଟେମ୍ବର ମାସରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଗବାଟବାଡି ଗାଁରୁ ଆସିଥିଲା ଏହି ଖବର । ଟିକାପାଟା ନଦୀ ଉପରେ ଲୋକେ ବିପଦପୂର୍ଣ୍ଣ ଯାତାୟତର…
Read More...

ପ୍ରେମିକା ସାଜିଲା ସାପ : ହତ୍ୟା ସନ୍ଦେହରେ ଜେଲ୍ ଗଲେ ଯୁବକ

ଦୁନିଆ ବଦଳିବା ସହ ବଦଳିଚାଲିଛି ଲୋକଙ୍କ ଜୀବନଶୈଳୀ । ବେଳେବେଳ ଅନେକ ଅଦ୍ଭୂତ ଘଟଣା ସବୁ ଆମ ଚାରିପାଖରେ ଘଟୁଛି ଯାହାକୁ ଆମେ ଗପ କିମ୍ବା ଆଈ ମା’ର କାହାଣୀ ଭାବେ ଅନେକ ଶୁଣିଛେ ହେଲେ କିଛି ଅଛି ଏହା ଗପ ନୁହେଁ .ଏକ ସତ୍ୟ ଘଟିତ ଘଟଣା ବୋଲି ଆମେ ମାନିବାକୁ ବାଧ୍ୟ ହୋଇଛେ । ଏମିତି ଏକ ଘଟଣା…
Read More...

ବାପାଙ୍କ ବ୍ୟବସାୟ ପାଇଁ ଝିଅ କରୁଥିଲା ପୂଜା ! ୬୮ ଦିନର ଉପବାସ ପରେ ମରିଗଲା ଆରାଧନା

ବାପାଙ୍କ ବ୍ୟବସାୟରେ ଲାଭ ହେବ ବୋଲି ଆରାଧନା କରୁଥିଲା ଆରାଧନା । ଘରର ଖୁସି ପାଇଁ ନିଜ ଖୁସିକୁ ବଳି ଦେଇ ରଖଥିଲା ୬୮ ଦିନର ନିର୍ଜଳ ଉପବାସ । କିନ୍ତୁ ବ୍ରତ ଶେଷ ହେବା ପରେ ସରିଗଲା ଆରାଧନା ଜୀବନ ଦୀପ । ଆଉ ମୃତ୍ୟୁର କୋଳକୁ ଚାଲିଗଲା ହାଇଦ୍ରାବାଦର ଏହି ୧୩ ବର୍ଷର ଝିଅ । ଯାହା ଏବେ ପୂରା…
Read More...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସ୍ୱାମୀଙ୍କୁ ଜିଦ କରିପାରିବେନି ପତ୍ନୀ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସ୍ୱାମୀଙ୍କୁ ନିଜ ବାପା-ମା’ଙ୍କଠାରୁ ଅଲଗା ରହିବା ପାଇଁ ବାଧ୍ୟ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏହାସହ ବାରମ୍ବାର ଆତ୍ମହତ୍ୟା ଧମକ୍ ଦେଲେ ବି ପତ୍ନୀଙ୍କୁ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି ।…
Read More...