Browsing Category

ସ୍ପେଶାଲ୍ ରିପୋର୍ଟ

ଏମିତି ଏକ ନିଆରା ହୋଟେଲ : ବିଗ୍ ବିଙ୍କ ଫିଲ୍ମର ନାଁରେ ମିଳୁଛି ଖାଦ୍ୟ

ଗୋରଖପୁରସ୍ଥିତ ଗୋଲପୁରର ରୟାଲ ରେସିଡେନସି ହୋଟେଲରେ ଗତ ଜୁନ ମାସରେ ଏକ ରେଷ୍ଟୁରାଂଟ ଖୋଲିଛି । ଏହି ରେଷ୍ଟୁରାଂଟର ନାମ ଅମିତାଭ ବଚ୍ଚନଙ୍କ ଫିଲ୍ମ “ସେହନଶାହା” ନାମରେ ନାମିତ କରାଯାଇଛି । ରେଷ୍ଟୁରାଂଟର ପରିକଳ୍ପନା ଠାରୁ ଖାଦ୍ୟର ନାମ ଯାଏ ସବୁ ଜିନିଷ ଅମିତାଭ ବଚ୍ଚନଙ୍କ ଦ୍ୱାରା ପ୍ରଭାବିତ…
Read More...

ସେଲଫି ସାଜୁଛି ବିପଦ : ଝୁଲା ଦୋଳିରେ ସେଲଫି ଯୋଗୁଁ ଯୁବତୀଙ୍କ ମୁଣ୍ଡରୁ ଉପୁଡିଗଲା ଚୁଟି

ସେଲଫି ମାୟାରେ ଏବେ ସମସ୍ତେ । ଆଉ ଏହି ସେଲଫି ପାଇଁ ଲୋକେ ସ୍ଥାନ କାଳ ପାତ୍ର ବି ମାନୁନାହାଁନ୍ତି । ବିପଦପୂର୍ଣ୍ଣ ସ୍ଥାନରେ ସେଲଫିର ମଜା ନେଇଛନ୍ତି ଯୁବପିଢି । ଆଜିକାଲି ଯେଉଁଠି ଦେଖିବ ସେ’ଠି ଲୋକେ ସେଲଫି ନେବାରେ ବ୍ୟସ୍ତ । ପ୍ରତିଦିନ ସେଲଫି ଯୋଗୁଁ ବିପଦ ସୃଷ୍ଟି ହେଉଥିବାର ଖବର ଯେତେ…
Read More...

ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା :୨୦୦ ବର୍ଷର ମହନୀୟ ପରଂପରାକୁ ମନେପକାଇଲେ ଭୁବନବାସୀ

ଭୁବନ : ପୁର୍ବରୁ ବଣିକମାନେ ବାଣିଜ୍ୟ-ବ୍ୟବସାୟ କରିବାକୁ ବଳଦକୁ ବାହକ ରୁପେ ବ୍ୟବହାର କରୁଥିଲେ । ଏବେ ସମୟ ବଦଳିଛି । ହେଲେ ବଦଳିପାରିନି ପୁରୁଣା ପଂରପରା । ଏସିଆ ମହାଦେଶର ସର୍ବବୃହତ ଗ୍ରାମର ଆଖ୍ୟା ପାଇଥିବା ଭୁବନରେ ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ପାଳନ ହୋଇଆସୁଛି ବଳଦ ଯାତ୍ରା ।…
Read More...

ମୃତ୍ୟୁର କୋଳରେ ‘ସିଜର’! ୨୬/୧୧ ମୁମ୍ବାଇ ଆକ୍ରମଣ ଦିନ ଶହଶହ ଜୀବନ ରକ୍ଷା କରିଥିଲା ଏହି କୁକୁର

୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ‘ସିଜର’ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ସିଜରର ମୃତ୍ୟୁରେ ମୁମ୍ବାଇରେ ଦୁଃଖର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ କରାଯାଇଛି ସିଜରର । ସ୍ନିଫର ସ୍କ୍ୱାର୍ଡର ୪ କୁକୁରଙ୍କ ମଧ୍ୟରେ ‘ସିଜର’ ହେଉଛି ଶେଷ…
Read More...

ଅବୈଧ ସଂପର୍କର କରୁଣ ପରିଣତି : ବିରୋଧ କରିବାରୁ ସ୍ୱାମୀଙ୍କ ଜିଭ କାଟିଲେ ସ୍ତ୍ରୀ

ଅବୈଧ ସଂପର୍କକୁ ବିରୋଧ କରିବାରୁ ସ୍ୱାମୀଙ୍କ ଜିଭ କାଟି ଦେଇଛି ସ୍ତ୍ରୀ । ଘଟଣାଟି ଘଟିଛି ମୁରାଦାବାଦରେ । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଇଟା ଭାଟିରେ କାମ କରୁଥିବା ଜିତେନ୍ଦ୍ର ନାମକ ଜଣେ ଯୁବକ ଦିନେ ସ୍ତ୍ରୀ ମୀନାକ୍ଷୀକୁ ଅନ୍ୟଜଣେ ଯୁବକଙ୍କ ସହ ଅସଂଜତ ଅବସ୍ଥାରେ ଦେଖିଥିଲେ…
Read More...

ଯେବେ ପ୍ରେମିକ ସାଜେ ପାଗଳ ! ଫେସବୁକରେ ଲାଇଭ୍ ସୁଇସାଇଡ୍

ପାଇବାର ଖୁସି ହେଉ କିମ୍ବା ହରାଇବାର ଦୁଃଖ । ପ୍ରେମ ପାଇଁ ଲୋକେ କିଛି ବି କରି ଯାଆନ୍ତି । କାହାର ଜୀବନ ନେଇ ପାରନ୍ତି ଆଉ ନିଜ ଜୀବନ ଦେଇ ବି ପାରନ୍ତି । ଏହାର ଅନେକ ନଜିର ମଧ୍ୟ ଦେଖିବାକୁ ମିଳିଛି । ଆଉ ସେମିତି ଜଣେ ପାଗଳପ୍ରେମୀ ହେଉଛନ୍ତି ତୁର୍କୀର ଏରଡଗନ୍ କେରନ୍ । ୨୨ ବର୍ଷର ଏହି ଯୁବକ…
Read More...

ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ : ଗୁଣିଆର ତନ୍ତ୍ରବିଦ୍ୟାରେ ମୃତ ଶବକୁ ବଂଚାଇବାର ପ୍ରୟାସ

ଏକବିଂଶ ଶତାଦ୍ଦୀରେ ବିଜ୍ଞାନର ଅନେକ ଅଗ୍ରଗତି ପରେ ବି ମଣିଷ ମନରେ ଅନ୍ଧବିଶ୍ୱାସ ଭରି ରହିଛି । ଏହି ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ଲୋକମାନେ କରୁଥିବା କାମ ବେଳେବେଳେ ଚକିତ କରେ ସମସ୍ତଙ୍କୁ । ଏମିତି ଏକ ଚକିତ ହେଲା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ । ସାପ…
Read More...

କଂପାନୀରେ ଅଦ୍ଭୂତ ନିୟମ : ମହିଳା କର୍ମଚାରୀ ଚୁମ୍ବନ ଦେଇ ସ୍ୱାଗତ କରନ୍ତି ‘ବସ୍’ଙ୍କୁ

କୈାଣସି ସରକାରୀ ଦପ୍ତର ହେଉ ବା ବେସରକାରୀ ସଂସ୍ଥା କର୍ମଚାରୀମାନେ କଂପାନୀ ବା ସଂପୃକ୍ତ ସଂସ୍ଥାର ନିତିନିୟମ ଅନୁସାରେ ନିଜର କାର୍ଯ୍ୟ ନିର୍ବାହ କରିଥାନ୍ତି । କାମ କରିବା ଭିତରେ କର୍ମଚାରୀମାନେ ନିଜ ନିଜ ଭିତରେ ପ୍ରତିଦିନ ଅଫିସରେ ଭେଟ ହେଲେ ପରସ୍ପରକୁ ହାଲୋ ,ହାଏ ବା ଗୁଡ ମର୍ଣ୍ଣିଂ ଆଦି…
Read More...

୧୪ ଥର ଛୁରାମାଡ ପରେ ବି ମିଳିଲା ନୂଆ ଜନ୍ମ ! ହିଂସ୍ର ହେଲା ମା’, କୋଳେଇ ନେଲା ପର ମା’

୧୪ଥର ଛୁରାମାଡ ପରେ ମଧ୍ୟ ମୃତ୍ୟୁର କୋଳରୁ ପୂର୍ନଜନ୍ମ ପାଇଛି ୬ ମାସର ଶିଶୁ । ଆଉ ଏହି ଶିଶୁପୁତ୍ରକୁ କୋଳେଇ ନେଇଛନ୍ତି ଜଣେ ନିଃସନ୍ତାନ ଦମ୍ପତି । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ଜଣେ  ଜନ୍ମ କଲା ମା ତାର ୬ ମାସର ଶିଶୁପୁତ୍ରକୁ ୧୪ ଥର ଛୁରାମାଡ କରିଥିଲା । ଏବଂ ତାପରେ ଶିଶୁକୁ ଏକ…
Read More...

ସେକ୍ସ ପାଇଁ ମନାକଲେ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟଙ୍କ ରାୟ

କୌଣସି ଯୁକ୍ତି ଯୁକ୍ତ କାରଣ ନଥାଇ ସ୍ୱାମୀଙ୍କ ସହ ସହବାସ କରିବାକୁ ମନାକଲେ ସ୍ତ୍ରୀକୁ ମିଳିବ ଦଣ୍ଡ । ଦୀର୍ଘଦିନ ଧରି ଯଦି ଏପରି ଚାଲିଥାଏ , ତେବେ ଏହାକୁ ଏକ ନିଷ୍ଠୁର ବ୍ୟବହାର ବୋଲି ଧରାଯିବ । ଯଦି ସ୍ୱାମୀ ଛାଡ ପତ୍ର ଦେଉଥାନ୍ତି, ତେବେ ଏହାକୁ କାରଣ କରି ପାରିବେ । ଏଭଳି ଏକ…
Read More...