Browsing Category

ସ୍ପେଶାଲ୍ ରିପୋର୍ଟ

ମେଡିକାଲରୁ ମଶାଣି! ଆତ୍ମୀୟ କହିଲେ ଶେଷ କାହାଣୀ

ମେଡିକାଲରୁ ମଶାଣି । ସମରୁ ସ୍ୱର୍ଗଦ୍ୱାର । ଜୁଇ ଉପରେ ଜଳି ଯାଉଛି ସ୍ୱପ୍ନ । କିଏ ହାରିଯାଇଛି ପୁଣି କିଏ ହରାଇଛି । କାହା ସଂସାର ଜଳୁଛି ତ କାହା ସଂପର୍କ । ବେଳାଭୂମିର ବାଲିରେ ପିଟି ହୋଇ ଫେରି ଆସୁଛି ଆତ୍ମୀୟଙ୍କ ବାହୁନା କାନ୍ଦର ସ୍ୱର । ଏ ସମସ୍ତ ଜୀବନ ଫେରି ପାଇବାକୁ ଘରଦ୍ୱାର ଛାଡି…
Read More...

କାଚଘରେ କଅଁଳା ପିଲା ! ସମରୁ ସ୍ଥାନାନ୍ତର ପରେ ହାଇଟେକରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମୟ ଆଗରୁ ଆଲୁଅ ଦେଖିଥିଲେ । ହେଲେ ସଂସାରର ଆଲୁଅ ଅପେକ୍ଷା ସମର ନିଆଁ ଓ ଧୂଆଁ ଅଣନିଶ୍ୱାସୀ କରି ଦେଇଥିଲା ତାଙ୍କୁ । କାଳରାତିର କିଟ୍ କିଟ୍ ଅନ୍ଧାର ଭିତରୁ ସେମାନଙ୍କୁ ଅଣାଯାଇଥିଲା ଆଉ ଏକ ହସପିଟାଲକୁ । ଆଉ ଏବେ ଦୁଇ ନୂଆ ଜୀବନ ବନ୍ଧା ପଡିଛି କାଚଘରେ ।…
Read More...

ପ୍ଲାଟଫର୍ମରେ ପର୍ଣ୍ଣ ! ମାଗଣା ୱାଇ ଫାଇକୁ ନେଇ ମସ୍ତି

ରେଲୱେ ଷ୍ଟେସନର ମାଗଣା ୱାଇ ଫାଇରେ ଅଧିକାଂଶ ଲୋକ ପର୍ଣ୍ଣ ସାଇଟ୍ ଦେଖିବା ସହ ପର୍ଣ୍ଣ ଭିଡିଓ ଡାଉନଲୋଡ୍ କରୁଛନ୍ତି । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ରେଲଟେଲ୍ । ଆଉ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ବିହାରର ପାଟନା ରେଲୱେ ଷ୍ଟେସନ । ଇଣ୍ଟରନେଟ୍ ସର୍ଚ୍ଚରେ ପାଟନା ପରେ ଜୟପୁର ଥିବା…
Read More...

ଖୁଲମଖୁଲା ରୋମାନ୍ସ ପଡିଲା ମହଙ୍ଗା : କିସ୍ କରିବା ସମୟରେ ଦମ୍ପତିଙ୍କୁ ପିଟିଲେ ମହିଳା

ଖୁଲମଖୁଲା ରୋମାନ୍ସ କରିବା ମହଙ୍ଗା ପଡିଲା ଜଣେ ଦମ୍ପତିଙ୍କୁ । ସର୍ବସାଧାରଣ ସ୍ଥାନରେ କିସ୍ କରିବା ସମୟରେ ପାଟେଂଟ୍ ମେଡିସିନ୍ ଦେଇଛନ୍ତି ଦୁଇ ଜଣ ମହିଳା । ଏମିତି ଏକ ଭିଡିଓ ଆସିଛି ଋଷରୁ । ଭିଡିଓରେ ଦେଖିବାକୁ ମିଳିଛି ଉକ୍ତ ମହିଳା ମାନେ କେବଳ ଝିଅଟିକୁ ଟାର୍ଗେଟ୍ କରିଥିଲେ । ଆଉ ନିସ୍ତୁକ…
Read More...

ପରମ୍ପରା ଭାଙ୍ଗିଲା ! ବିଧବା ଚାଲିଲେ ଫ୍ୟାସନ ସୋ’ରେ

ଆମର ଏଇ ପୁରୁଷ ପ୍ରଧାନ ସମାଜରେ ନାରୀ ସବୁବେଳେ ନିର୍ଯ୍ୟାତନାର ଶିକାର ହେବା କଥା କାହାକୁ ଅଜଣା ନାହିଁ । ପୁଣି କୈାଣସି ମହିଳାର ସ୍ୱାମୀ ଯଦି ମରିଯାଏ, ସମାଜ ତାକୁ ଏକ ଭିନ୍ନ ନଜରରେ ଦେଖେ ଏବଂ ବଦଳିଯାଏ ତାର ପରିଚୟ । ସମାଜର ଲୋକେ ତାକୁ ଶାନ୍ତିରେ ବଂଚିବାକୁ ଦିଅନ୍ତି ନାହିଁ ଏବଂ ସମସ୍ତଙ୍କ…
Read More...

ଏକ ମୃତ୍ୟୁର କାହାଣୀ ମାଲକାନଗିରିରୁ . . .

ପ୍ରତ୍ୟେକ ଜୀବନ ପାଇଁ ମୃତ୍ୟୁ ଏକ ନିଶ୍ଚିତ ଅପେକ୍ଷା । ହେଲେ ପ୍ରତ୍ୟେକ ମଣିଷ ଆଶା କରେ, ଅପେକ୍ଷା କରେ ଜୀବନ୍ତ ଜୀବନକୁ । କିଏ ନିଜ ପାଇଁ କିଏ ନିଜ ପରିବାର ପାଇଁ । ସମସ୍ତଙ୍କ ଭଳି ଠିକ୍ ଏମିତି ଅପେକ୍ଷା କରିଥିଲେ ଦଇମତି । କୋଳରେ ଥିଲା ଜ୍ୱରରେ ଫୁଟୁଥିବା କଅଁଳା ପୁଅ । ୱାର୍ଡରୁ…
Read More...

ବରଫର ବାଦଶାହା ! ଯାହାର ପାଦ ଚିହ୍ନରେ ସୃଷ୍ଟି ହୁଏ ସୃଜନୀ କଳାକୃତି

ହୁଏତ ଆଜି ପୂର୍ବରୁ ଆପଣ ସିମୋନ୍ ବେକଙ୍କ ନାଁ ଶୁଣି ନଥିବେ, କିନ୍ତୁ ଆଜି ପରଠାରୁ ତାଙ୍କ ନାଁ ଭୂଲି ପାରିବେନି । କାରଣ ସିମୋନଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇଛି ବରଫରେ ତିଆରି ତାଙ୍କର ଅବିଶ୍ୱସନୀୟ କଳାକୃତି । କେବଳ ବରଫରେ ଚାଲି ଚାଲି ସେ ତିଆରି କରନ୍ତି ନିଜର ଏହି ନିଆରା କଳାକୃତି ।…
Read More...

ମାତିଛନ୍ତି ଅନଲାଇନ୍ ଲୁଟିଆ ! ଅଫର୍ ଦେଇ ଲୁଟିବାକୁ ବିଛାଇଛନ୍ତି ଜାଲ

ଦୁର୍ଗାପୂଜାରୁ ଦିପାବଳୀ । ଛୋଟବଡ କଂପାନୀଙ୍କ ଟାର୍ଗେଟରେ ଗ୍ରାହକ । ମନମତାଣିଆ ଡିସକାଉଂଟ ଓ ଲୋଭିଲା ଅଫର ବି ଗ୍ରାହକଙ୍କୁ ବାଧ୍ୟ କେର ଜିନିଷ କିଣିବାକୁ । କେବଳ ବଜାର ନୁହେଁ ଏବେ ଅନଲାଇନ ବଜାରରେ ମଧ୍ୟ ଅଫରର ପ୍ରତିଯୋଗୀତା । ତେବେ ଅନଲାଇନରେ ଯଦି ସପିଂ କରୁଛନ୍ତି, ସାବଧାନ୍ । କାରଣ…
Read More...

ଝୁରାବାଲିର କାରିଗର ସୁଦର୍ଶନଙ୍କ ବାଲୁକା କଳାକୁ ନେଇ ଚର୍ଚ୍ଚା : ୫ଟି ଦେଶର ବାଲିରେ ନିର୍ମାଣ କଲେ ପ୍ରତି ରାଷ୍ଟ୍ରର…

କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ଜୋରଦାର ଚର୍ଚ୍ଚା । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ ପ୍ରଶଂସିତ ହୋଇଛି ଏହି ବାଲୁକା କଳା । ୫ ସଦସ୍ୟ ରାଷ୍ଟ୍ରର ଐତିହାସିକ ସ୍ମାରକକୁ ନେଇ ଓଡ଼ିଆ…
Read More...

ସୁନା ଟଙ୍କା ଆଶାରେ ଗାଁ ସାରା ମାଟି ଖୋଳିଲେ ଲୋକେ : ମିଳିଲାନି ସୁନା ଟଙ୍କା

ରାଜସ୍ଥାନ ସ୍ଥିତ ଟୋଙ୍କ ଜିଲ୍ଲାର ଏକ ଗାଁରେ ଏବେ ଅଦ୍ଭୂତ ଘଟଣା ଦେଖିବାପାଇଁ ମିଳିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଇ ଗାଁର ସବୁ ଲୋକ ମାଟି ଖୋଳିବାରେ ଲାଗିଛନ୍ତି । ପ୍ରାଚୀନ ସୁନା ଟଙ୍କା ମିଳିବା ଆଶାରେ ଗାଁ ଲୋକେ ଏମିତି କରୁଥିବା ଜଣାପଡିଛି । କେବଳ ଯେ ଗାଁର ଲୋକ ତା ନୁହଁ ଆଖପାଖ…
Read More...