Browsing Category

ସ୍ପେଶାଲ୍ ରିପୋର୍ଟ

୮ ବର୍ଷ ଝିଅର କମାଲ : ଫରୱାର୍ଡ ରୋଲରେ ବିଶ୍ୱ ରେକର୍ଡ

ବାଙ୍ଗାଲୁରୁର ୮ ବର୍ଷର ଝିଅ ଦୀକ୍ଷା ଗିରିଶ ଫରୱାର୍ଡ ରୋଲରେ କରିଛି ଚମକପ୍ରଦ ପ୍ରଦର୍ଶନ । ଆଉ ଏହା ଗିନିଜ ୱାଲର୍ଡ ରେକର୍ଡରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଏବଂ ଗୋଟେ ଘଂଟାରେ ୨,୭୮୭ଟି ଫରୱାର୍ଡ ରୋଲ ପୂରଣ କରିଛି । ଏହି କୁନି ଝିଅ ଦୀକ୍ଷା ପୂର୍ବର ରେକର୍ଡ ଭାଂଗିଛନ୍ତି ।…
Read More...

ଆକାଶରେ ଉଡୁଛି ଡ୍ରାଗନ : ଭିଡିଓ ହେଲା ଭାଇରାଲ୍

କାହାଣୀ ଓ କଥା ବସ୍ତୁ ଆଦିରେ ଡ୍ରାଗନ ବିଷୟରେ ଖୁବ୍ ଚର୍ଚ୍ଚା ହୁଏ । ଡ୍ରାଗନ ବି ଉଡେ ଏହା ଶୁଣିବାକୁ ମିଳେ । କିନ୍ତୁ ଏହି କଥା ସତ ହୋଇଛି ଚୀନରେ । ଏକ ପାହାଡିଆ ଇଲାକାରେ ଆକାଶରେ ଏକ ଡ୍ରାଗନ ଉଡୁଥିବାର ଭିଡିଓ ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । କିଛିଦିନ ତଳେ…
Read More...

ଗୋଟିଏ ସ୍ଥାନରେ ୯୦୮ ଜଣ ନବବିବାହିତା : କଲେ ବିଶ୍ୱ ରେକର୍ଡ

ଚୀନର ହୁକିୟୁ ୱେଡିଙ୍ଗ ଡ୍ରେସ ସିଟିରେ ୯୦୮ ଜଣ ନବବିବାହିତା ଏକାଠି ହୋଇ କରିଛନ୍ତି ବିଶ୍ୱ ରେକର୍ଡ । ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନବବିବାହିତ ଏକାଠି ହୋଇଥିବାରୁ ଏହା ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି । ହୁକିୟୁ ୱେଡିଙ୍ଗ ଡ୍ରେସ ସିଟିର ଉଦଘାଟନ ଅବସରରେ ଏପରି ଆୟୋଜନ…
Read More...

ସମ୍ ନିଅାଁ ପରେ ପାଉଁଶରୁ ସ୍ମୃତି ଖୋଜୁଛନ୍ତି ମୃତକଙ୍କ ସଂପର୍କୀୟ

କନକ ବ୍ୟୁରୋ : ଦେହ ଅସୁସ୍ଥ ହେଲେ ସମସ୍ତେ ଧାଇଁଆସନ୍ତି ଡାକ୍ତରଖାନା । ଆଶାଥାଏ ଏଇଠି ସେ ଭଲ ହୋଇଯିବ ଓ ଘରକୁ ପୁଣିଥରେ ଫେରିଯିବ । କିନ୍ତୁ ମନୁଷ୍ୟକୃତ ହେଉ ବା ପ୍ରକୃତିଗତ ହେଉ ଡାକ୍ତରଖାନାରେ ଯଦି ଦୁର୍ଘଟଣାରେ ରୋଗୀଟିର ମୃତ୍ୟୁ ହୁଏ ତେବେ କଥା ସରିଲା । ସମରେ ଘଟିଥିବା ଅଗ୍ନିକାଣ୍ଡକୁ…
Read More...

ପ୍ରଧାନମନ୍ତ୍ରୀ କଲେ ଝିଅର ନାମ କରଣ : ସାଧାରଣ ଦମ୍ପତି ଏବେ ସେଲିବ୍ରିଟି ଦମ୍ପତି

ଉତରପ୍ରଦେଶ ସ୍ଥିତ ମିର୍ଜାପୁର ଜିଲ୍ଲାର ଏକ ସାଧାରଣ ଦମ୍ପତି ଏବେ ଚର୍ଚ୍ଚାରେ । ପାଲଟି ଯାଇଛନ୍ତି ସେଲିବ୍ରିଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇ ଦମ୍ପତିଙ୍କ ନବଜାତ ଶିଶୁକନ୍ୟାର ନାମକରଣ କରିଛନ୍ତି ଏବଂ ମୋଦୀ ତାଙ୍କ ଶିଶୁ କନ୍ୟାର ନାମ ବୈଭବୀ ରଖିଛନ୍ତି । ଶୀଖର ବ୍ଲକ ନୟାପୁରା…
Read More...

ଆରଜେ ଶୁଭମଙ୍କ ଶେଷ ’ସୋ ! ଲାଇଭ୍ ବେଳେ ଚାଲିଗଲା ଜୀବନ

୨୩ ବର୍ଷୀୟ ରେଡିଓ ଜକି ଶୁଭମ୍ ବୁଧବାର ଦିନ ନାଗପୁରରେ ଏକ ଲାଇଭ ସୋ ହୋଷ୍ଟ କରୁଥିବାବେଳେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଶୁଭମ ସକାଳ ୭ଟାରୁ ୧୧ ଟା ମଧ୍ୟରେ ଆସୁଥିବା ହାଇ ନାଗପୁର ସୋ କୁ ହୋଷ୍ଟ କରୁଥିଲେ । ପ୍ରାୟ ୯.୩୦ ସମୟରେ ଶୁଭମଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା…
Read More...

ସୋସିଆଲରେ ଭାଇରାଲ : ଆତ୍ମବିଶ୍ୱାସ ବଢାଇବା ନାଁରେ ଛାତ୍ରୀଙ୍କ ସହ ଭୟାନକ ବ୍ୟବହାର

ମାଲେସିଆରେ ଆତ୍ମବିଶ୍ୱାସ ବଢାଇବା ପାଇଁ ଛାତ୍ରୀମାନଙ୍କ ସହ ଯାହା ହୋଇଛି ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଟିମ ବିଲଡିଙ୍ଗ କ୍ୟାମ୍ପରେ ୧୦ ରୁ ୧୨ ବର୍ଷୀୟ ଏକ ଛାତ୍ରୀ ଗ୍ରୁପକୁ ଜବରଦସ୍ତ ଏକ ପାଣି ଭର୍ତି ଗାଡିଆ ଭିତରେ ଠେଲି ଦିଆଯାଇଥିଲା । କେବଳ ଏତିକି ନୁହଁ ସବୁଠାରୁ ବଡକଥା ହେଲା…
Read More...

ମନୋଜ ନାୟକ : କେମିତି ବନିଲେ କୋଟିପତି ଶିକ୍ଷା ବ୍ୟବସାୟୀ ,ଦେଖନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : କେନ୍ଦ୍ରାପଡାର ଜଣେ ଶିକ୍ଷକଙ୍କ ପୁଅ କେମିତି ବନିଲେ କୋଟିପତି ଶିକ୍ଷା ବ୍ୟବସାୟୀ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱିବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ କଣ କରୁଥିଲେ ମନୋଜ ନାୟକ । ବର୍ଷ କେଇଟା ଭିତରେ କେମିତି ଖୋଲିଲେ ବଡ ବଡ ୧୦ ଟି କଲେଜ୍ । ନାୟକଙ୍କ ନାଁରେ ଖଳନାୟକ ଟ୍ୟାଗ୍…
Read More...

୭୨ ଘଂଟାର ଲୁଚକାଳି : ଶେଷରେ ଆତ୍ମସମର୍ପଣ କଲେ ସମର ପ୍ରତିଷ୍ଠାତା ମନୋଜ ନାୟକ

କନକ ବ୍ୟୁରୋ : ହସପିଟାଲ ମାଲିକଙ୍କ ହାତରେ ହାତକଡି । ମାମୁଁଘରେ ମନୋଜ ନାୟକ । ମହଙ୍ଗା ପଡିଲା ଗଣମୃତ୍ୟୁ ମାମଲା । ଭୋର ପ୍ରାୟ ୩.୩୦ । ଖଣ୍ଡଗିରି ଥାନାରେ ପହଂଚିଲେ ସମ ହସପିଟାଲର ପ୍ରାଣ ପ୍ରତିଷ୍ଠାତା ମନୋଜ ନାୟକ । ରାତି ସାରା ସର୍ଚ୍ଚ ଅପରେସନ ଜାରି ରଖିଥିବା କମିସନରେଟ ପୁଲିସ ଥାନା…
Read More...

ସ୍ୱପ୍ନରେ ମା’ଦେଖେଇଲେ ଚମତ୍କାରିତା : ମାଟି ଖୋଳିବାରୁ ମିଳିଲା କାଳୀ ମୂର୍ତି ଉପରେ ନାଗ ନାଗୁଣୀ 

ଜଣେ ମହିଳା ରାତିରେ ବାରମ୍ବାର ଗୋଟିଏ ହିଁ ସ୍ୱପ୍ନ ଦେଖୁଥିଲେ । ସ୍ୱପ୍ନରେ ତାଙ୍କୁ ମାଟି ତଳୁ ମା’ ଡାକୁଥିଲେ । ପ୍ରଥମେ ପ୍ରଥମେ ମହିଳା ଜଣକ ଏ ସବୁକୁ ଧ୍ୟାନ ଦେଉନଥିଲେ । କିନ୍ତୁ ଯେତେବେଳେ ଏଇ ସ୍ୱପ୍ନ ପୁଣି ଆସିଲା ମହିଳା ଜଣକ ସ୍ୱପ୍ନରେ ଦେଖାଯାଉଥିବା ସ୍ଥାନରେ ଉପରେ ପହଂଚି ଥିଲେ । ସେଇ…
Read More...