Browsing Category

ସ୍ପେଶାଲ୍ ରିପୋର୍ଟ

ନାରୀ ତୁ ନାରାୟଣୀ : ଅନ୍ତର୍ଜାତୀୟ ମହିଳା ଦିବସର ଅନୁଚିନ୍ତା

ନାରୀ ଇଶ୍ୱରଙ୍କର ଅନବଦ୍ୟ ସୃଷ୍ଟି । ଭଗବାନଙ୍କ ଦ୍ୱାରା ଏକ ସୃଜିତ ସୃଜନଶୀଳତା । ଯୁଗେ ଯୁଗେ ନାରୀକୁ ନେଇ ରଚିତ ଅନେକ ଗଳ୍ପ ,କାବ୍ୟ ଓ କବିତା । ସ୍ଥାନ ,କାଳ ,ପାତ୍ର ବିଶଷରେ ନାରୀର ବଦଳିଥାଏ ଦାୟିତ୍ୱ । ବାସ୍ନାମୟ କଅଁଳ ପୁଷ୍ପ ପରି ,ନାରୀ ବି ଦିନେ କଢିଟିଏ ପରି ଅନେକ ସମ୍ଭାବନାକୁ ସାଥି…
Read More...

ଏଣିକି କ୍ଷେତରେ ଫଳିବ ଟାୟାର ! ଟମାଟୋ ଏବଂ ଅଣ୍ଡାରେ ତିଆରି ହେବ ବିଭିନ୍ନ ଗାଡିର ଚକା

ଭବିଷ୍ୟତରେ ବିଭିନ୍ନ ଯାନବାହନରେ ଲାଗୁଥିବା ଟାୟାରର ତିଆରି ଫ୍ୟାକ୍ଟ୍ରି ପରିବର୍ତ୍ତେ କ୍ଷେତରୁ ବାହାରି ପାରେ । ଗବେଷକଙ୍କ ମତରେ ପେଟ୍ରୋଲିୟମ ଉତ୍ପାଦରୁ ତିଆରି ହୋଇଥିବା ପଦାର୍ଥ ସ୍ଥାନରେ ଟମାଟୋ ଚୋପା ଏବଂ ଅଣ୍ଡା ଖୋଳରେ ଟାୟାର ପ୍ରସ୍ତୁତ ପାଇଁ ଏକ ନୂଆ କୌଶଳ ବିକଶିତ କରାଯାଉଛି । ସୂଚନା…
Read More...

ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା ! ଆଇସଲାଣ୍ଡ ସରକାରଙ୍କ ଘୋଷଣା . . .

ଆଇସଲାଣ୍ଡରେ ପୁରୁଷ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଆଉ ଯେଉଁଥିପାଇଁ ସେଠାକାର ସରକାରଙ୍କୁ ଆପଣାଇବାକୁ ପଡିଛି ଏକ ଭିନ୍ନ ପନ୍ଥା । ତେବେ ପ୍ରଥମେ ଏଠାରେ ଆମେ କହିରଖୁଛୁ କି ଏହି ଖବରଟି ବହୁ ଦିନର ଅଟେ । ମାତ୍ର ବର୍ତ୍ତମାନ ଏହା ସେସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।…
Read More...

ବିଶ୍ୱର ସବୁଠୁ ଛୋଟ ମୋବାଇଲ ଫୋନ ! ୧ ଇଂଚ ସ୍କ୍ରିନ୍ ସହ ୩୨ ଗ୍ରାମ ଓଜନ

ଲୋକଙ୍କ ଚାହିଦାକୁ ନେଇ ମୋବାଇଲ କଂପାନୀମାନେ ଏବେ ଭିନ୍ନ ଭିନ୍ନ ପ୍ରକାରର ମୋବାଇଲ ସେଟ୍ ସବୁ ବାହାର କରୁଛନ୍ତି । ଲୋକମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ଇଚ୍ଛା ମୁତାବକ ସେଟ୍ କିଣୁଛନ୍ତି । କିଏ ମୋବାଇଲର ଉନ୍ନତ ଫିଚରକୁ ଦେଖି କିଣୁଛି ତ କିଏ ମୋବାଇଲର ଆକାରକୁ ଦେଖି କିଣୁଛନ୍ତି । ଜାପାନୀ…
Read More...

ଏମିତି ଦଣ୍ଡ : ୫ ଖଣ୍ଡ ଶାଢୀ ଚୋରି ପାଇଁ ମିଳିଲା ୧୨ ମାସେ ଜେଲ

ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କୁ ୫ ଖଣ୍ଡ ଶାଢୀ ଚୋରି କରିବା ଅଭିଯୋଗରେ ବର୍ଷେ ହେଲା ବିନା ବିଚାରରେ ଜେଲରେ ରଖାଯାଇଛି । ଏହାକୁ ବିରୋଧ କରି ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ,ଜଣେ ବ୍ୟକ୍ତି ହଜାର ହଜାର କୋଟି ଟଙ୍କା ଫାଙ୍କି ଦେଇ ବିଳାସମୟ ଜୀବନଯାପନ…
Read More...

ଅଜବ ଗାଁର ଗଜବ କଥା ! ଅଚାନକ ଆସେ ନିଦ,ମାସେ ଯାଏ ଶୋଇ ରୁହନ୍ତି ଲୋକେ

ଏ ଦୁନିଆରେ ଲୋକଙ୍କର କାର୍ଯ୍ୟକଳାପରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳେ। ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ ।ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ଯିଏ ଯେଉଁଠି ପାଇଲେ ମାସ ଯାଏ ଶୋଇରୁହନ୍ତି । କାଜାକିସ୍ତାନର ଏହି ଗାଁ ଏଥିପାଇଁ ଖୁବ୍ ଚର୍ଚ୍ଚାରେ । କଲାଚି ନାମକ ଏହି ଗାଁର କେହି ୧…
Read More...

ଲୁଟେରାଙ୍କ କଳାକାରନାମା ହେଲା କ୍ୟାମେରାରେ କଏଦ ! ଦେଖନ୍ତୁ ଲୁଟର ସଂପୂର୍ଣ୍ଣ ଦୃଶ୍ୟ

ଗତ ରବିବାର ରାତିରେ ଲକ୍ଷ୍ନୌରେ ହୋଇଥିବା ଏକ ବଡଧରଣର ଲୁଟପାଟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ତେବେ ଦୁର୍ବୃତମାନେ କେତେବେଳେ ଆଉ କିଭଳି ଭାବରେ ଏଭଳି ଘଟଣାଟି ଘଟାଇବାରେ ସଫଳ ହୋଇଥିଲେ ତାହାର ସଂପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ହୋଇଥିଲା କଏଦ । ସୂଚନା ମୁତାବକ, ଲକ୍ଷ୍ନୌରେ…
Read More...

ମୃତ୍ୟୁ ପରେ ମଧ୍ୟ କରିପାରିବେ ଆତ୍ମୀୟଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ! ଆସିଗଲା ଏକ ନୂଆ ଆପ୍

କୁହାଯାଏ ପ୍ରଯୁକ୍ତି ବିଦ୍ୟା ଯେତେ ଅଧିକ ବିକଶିତ ହୁଏ, ତାହା ମଣିଷ ସମାଜ ଉପରେ ସେତେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁୁ କି ଏବେ ଏପରି ଏକ ଆପ ଆସିଯାଇଛି ଯାହା ଆପଣଙ୍କ ଜୀବନଶୈଳୀକୁ ବିଲକୁଲ ବଦଳାଇଦେବ । ସାଉଥ କୋରିଆର କମ୍ପାନି ଇଲୋରିସ ‘ଇଉଥ ମି’ ନାମକ ଏକ…
Read More...

ନିୟମ ପାଇଁ ଲାଇନ୍ ! ଜାଣନ୍ତୁ ରାସ୍ତାରେ ଥିବା ଧଳା ଓ ହଳଦିଆ ଲାଇନର କଣ ରହିଛି ଗୁରୁତ୍ୱ

ଭାରତରେ ଅନେକ ଲୋକ କେବେ ବି ଟ୍ରାଫିକ୍ ନିୟମକୁ ନେଇ ସଚେତନ ନଥାନ୍ତି । ଏପରିକି ଆମ ମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଟ୍ରାଫିକ୍ ନିୟମ ମାନେ ନାଲି, ହଳଦୀ ଏବଂ ସବୁଜ ଆଲୁଅ ଯାହା ପାଇଁ ଆମେ ଗାଡି ଅଟକାଇ ଥାଉ ଅବା ଯାଇଥାଉ । ଡ୍ରାଇଭ୍ କରିବା ସମୟରେ ରାସ୍ତାର ଅନେକ ସ୍ଥାନରେ ଧଳା ଏବଂ ହଳଦିଆ…
Read More...

ଆସ୍ଥା ନା ଅନ୍ଧବିଶ୍ୱାସ ! ୧୧ ଟଙ୍କାରେ ହାସଲ କରନ୍ତୁ ପାପମୁକ୍ତି ପ୍ରମାଣପତ୍ର 

ଭାରତ ଦେଶରେ ଲୋକମାନେ ଅଧିକ ଭଗବାନ ବିଶ୍ୱାସୀ ଏବଂ ଏନେଇ ସେମାନଙ୍କ ମନରେ ଭିନ୍ନ ଭିନ୍ନ ମାନ୍ୟତା ଥିବାର ମଧ୍ୟ ଆପଣ ଜାଣିଥିବେ । ଏଥିଯୋଗୁଁ ସେମାନେ ଅନେକ ଏପରି ପରମ୍ପରା ଉପରେ ମଧ୍ୟ ବିଶ୍ୱାସ ରଖନ୍ତି ଯାହର କୌଣସିି ସତ୍ୟତା ନଥାଏ । ରାଜସ୍ଥାନରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ ଜଳାଶୟରେ…
Read More...