Browsing Category

ସ୍ପେଶାଲ୍ ରିପୋର୍ଟ

ସୋସିଆଲ ମିଡିଆରେ ଯୀଶୁ ! ପ୍ରଭୁଙ୍କ ଜୀବିତ ଥିବା ନେଇ ଭାଇରାଲ ହେଲା ଭିଡିଓ

ମେକ୍ସିକୋର ଏକ ଚର୍ଚ୍ଚରେ ଦେଖିବାକୁ ମିଳିଛି କିଛି ଏଭଳି ଚମତ୍କାର । ଯାହାକୁ ସହଜରେ ମଧ୍ୟ ବିଶ୍ୱାସ କରାଯାଇ ନପାରେ । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି ଏହି ଚର୍ଚ୍ଚରେ ଥିବା ପ୍ରଭୁ ଯୀଶୁଙ୍କ ପ୍ରତିମୂର୍ତ୍ତି ହଠାତ୍ ଜୀବନ୍ତ ହୋଇ ଉଠିଥିଲା । ଆଉ ଯାହାକୁ ନେଇ ଶାନ୍ତ ପ୍ରାୟ…
Read More...

ଫେସବୁକ ୟୁଜର ମାନଙ୍କ ପାଇଁ ନୂଆ ଉପହାର ! ଖୁବ ଶୀଘ୍ର ଆସିବ ଡିସଲାଇକ ବଟନ

ଫେସବୁକ ୟୁଜରଙ୍କ ପାଇଁ ଖୁସିର ଖବର । ଫେସବୁକ ଏବେ ଏମିତି ଫିଚର ଆଣୁଛି ଯାହାର ଅପେକ୍ଷା ଆପଣ ବର୍ଷ ବର୍ଷ ଧରି କରିଛନ୍ତିି । ଆପଣ ମଧ୍ୟ ସେହି ୟୁଜର ମାନଙ୍କ ମଧ୍ୟରୁ ଜଣେ ଯିଏ ଫେସବୁକରେ ଡିସଲାଇକ ବଟନ ଚାହାନ୍ତି । ଏବେ ଆପଣଙ୍କ ଏହି ଇଚ୍ଛା ବହୁତ ଯଲଦି ପୂରଣ ହେବାକୁ ଯାଉଛି । ଫେସବୁକ…
Read More...

ବଜରଙ୍ଗ ବାଲୀଙ୍କ ଆଖିରେ ଲୁହ ! ଉତ୍ତରପ୍ରଦେଶରେ ଥିବା ଏକ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଯେଉଁଠି ଏକ ହନୁମାନ ମୂର୍ତ୍ତୀ ର ଆଖିରୁ ଲୁହ ବାହାରୁ ଥିବାର ଲୋକେ ଦେଖିବାକୁ ପାଇଛନ୍ତି । ତେବେ କଥାଟା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ବାସ୍ତବ ଅଟେ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସଙ୍ଗମନଗରୀ ଆହ୍ଲାବାଦରେ…
Read More...

ଅନ୍ୟର ଅଇଁଠା ବାସନ ଉଠାଉଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ! ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ସଂଘର୍ଷମୟ…

ଦୁନିଆର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଅମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଦୁନିଆର ସବୁଠରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋବର୍ସର ନିକଟରେ ଜାରି କରିଥିବା ତାଲିକା ମୁତାବକ ବେଜୋସଙ୍କ ସମ୍ପତ୍ତି ୯୦.୬ ଅରବ ଡଲାର ହୋଇଯାଇଛି । ଏହା ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗଟେସଙ୍କ ସମ୍ପତ୍ତି…
Read More...

ଦେଶୀ ବାବୁ ଇଂଲିଶ୍ ମେମ୍ ! ଗଂଜାମ ଯୁବକଙ୍କ ହାତ ଧରିଲେ ଦରିଆପାରିର ପ୍ରେମିକା

ଲୈଲା ମଜନୁ, ହୀର ରାଂଝା, ରୋମିଓ ଜୁଲିଏଟ୍, କେଦାର ଗୌରୀ । ଏମିତି ଅନେକ ଯୋଡ଼ିଙ୍କ କାହାଣୀ ଶୁଣିଥିବେ । ଜାଣିବାକୁ ପାଇଥିବେ ଭଲପାଇବାର ଭିନ୍ନ ଭିନ୍ନ ପରିଭାଷା । କେଉଁଠି ଭଲପାଇବାର ମାନେ ହେଉଛି ତ୍ୟାଗ ବଳିଦାନ ତ ପୁଣି କେଉଁଠି ପ୍ରେମ ହେଉଛି ଚିରନ୍ତନ ଶାଶ୍ୱତ । କେତେବେଳେ ପ୍ରେମ ହୁଏ…
Read More...

ଅଶାନ୍ତ ଆମେରିକା ଭୟରେ ଭାରତୀୟ ! “ମୋ ଦେଶରୁ ଚାଲିଯାଅ’ କହି ଗୁଳି ଚଳାଇଥିଲେ ଆମେରିକୀୟ

କନକ ବ୍ୟୁରୋ : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କ ହତ୍ୟାଘଟଣା ମନରୁ ନଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆଉଜଣେ ଭାରତୀୟ ବଂଶୋଦଭବଙ୍କୁ ଆକ୍ରମଣ ଖବର । ଆମେରିକାର ଦକ୍ଷିଣ କରୋଲିନାରେ ଶିଖ ଯୁବକ ଦୀପ ରାୟଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୁବୃତ । ଭାଗ୍ୟବଶତଃ ଦୀପ ବଂଚିଯାଇଛନ୍ତି କିନ୍ତୁ…
Read More...

ସୁନ୍ଦରତା ହେଲା କାଳ ! ଅଧିକ ସୁନ୍ଦରୀ ହେବା କାରଣରୁ ଯୁବତୀ ହରାଇଲେ ଚାକିରି

କଥାଟା ଶୁଣିଲେ ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ଜଣେ ମହିଳା ଏହାକୁ ନେଇ ଦାବି କରିଛନ୍ତି କି ଅଧିକ ସୁନ୍ଦରୀ ହେବା କାରଣରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତେବେ ଏହି ମାମଲାଟି ଗତ ଫେବୃୟାରୀ ମାସରେ ଘଟିଛି । ୨୪ ବର୍ଷୀୟ ଏମ୍ମା ହଲ୍ସଙ୍କ ମତରେ, ସେ ଲଣ୍ଡନରେ ଏକ ପ୍ରଡ୍କସନ ହାଉସ…
Read More...

ସେଲ୍ଫିର ଇତିହାସ ! ଜାଣନ୍ତୁ କେବେ ଆଉ କିଏ କରିଥିଲେ ଏହାର ଆରମ୍ଭ . . .

ବର୍ତ୍ତମାନର ଯୁଗ ସେଲ୍ଫିର ଯୁଗ ବୋଲି କହିଲେ ବୋଧ ହୁଏ କିଛି ଭୁଲ ହେବ ନାହିଁ । କାରଣ ଛୋଟଠାରୁ ଆରମ୍ଭ କରି ବଡ ଯାଏଁ ଏହାର ମଜା ଉଠାଉଛନ୍ତି । ତେବେ ମୋଟ ଉପରେ କହିବାକୁ ସବୁ ସେଲ୍ଫି ମାୟାରେ ସମସ୍ତେ ବାୟା । କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ସେଲ୍ଫି ର ଉତ୍ପତି କେବେ ହୋଇଥିଲା…
Read More...

ପୁଅ ନା ପାଷାଣ : ପାଣି ନଦେବାରୁ ବାପାଙ୍କୁ କଲା ହତ୍ୟା !

ପୁଅଟିଏ ପାଇଁ ବାପା କେତେ ଆଶା କରିଥାନ୍ତି । କେତେ ଠାକୁରକୁ ଡାକିଥାନ୍ତି । ପୁଅଟିଏ କୋଳକୁ ଆସିଲେ ବଡ ହୋଇ କାନ୍ଧରେ କାନ୍ଧ ମିଶେଇବ । ବାର୍ଦ୍ଧକ୍ୟରେ ହେବ ସହାୟ । ଦୁଃଖ ଯିବ ବାପର । ଜୀବନ ଯାକର କଷ୍ଟ ଲାଘବ ହେବ । ପୁଅର ସେବା ଓ ସାହାଯ୍ୟରେ । ହେଲେ ଯଦି ସେହି ପୁଅ ଅତ୍ୟାଚାରୀ ହୁଏ ?…
Read More...

ଆତ୍ମହତ୍ୟା ପାଇଁ ପ୍ରଶିକ୍ଷଣ ! ମରିବା ପୂର୍ବରୁ କବର ଭିତରେ ଶୁଅନ୍ତି ମହିଳା

ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜାପାନରେ । ଯେଉଁଠାରେ ଆତ୍ମହତ୍ୟା କରିବା ପୂର୍ବରୁ ମହିଳାମାନଙ୍କୁ ପାଠ ପଢାଯାଇଥାଏ । ଆଉ ଏଠାରେ ଗ୍ରେଭ କ୍ଲାସ ରୁମ ମାଧ୍ୟମରେ ମହିଳାମାନଙ୍କୁ ପ୍ରଥମେ ଭିତରେ ଶୋଇବାର ଅନୁଭୂତି ପ୍ରଦାନ କରାଯାଇଥାଏ । ସୂଚନା ମୁତାବକ, ଏହି ଅଜବ ବ୍ୟବସ୍ଥା ଜଣେ ୩୦…
Read More...