Browsing Category

ସ୍ପେଶାଲ୍ ରିପୋର୍ଟ

ଆଜି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ! ଓଡିଆ ଭାଷାପ୍ରେମୀଙ୍କ ଟୁଇଟରରେ ଟ୍ରେଣ୍ଡିଂ

କନକ ବ୍ୟୁରୋ : ଆଜି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ । ଏହି ଦିନରେ ଓଡିଆ ଭାଷାକୁ ବିଧିବଦ୍ଧ ରୂପେ ତଥା ସରକାରୀ ଭାଷା ଭାବରେ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ୨୦୧୪ ମସିହା ମାର୍ଚ୍ଚ ୧୧ ତାରଖ ଦିନ ଭାରତ ସରକାରଙ୍କ ଗେଜେଟରେ ଓଡିଆ ଭାଷାର ଏହା ଷଷ୍ଠ ସ୍ଥାନ ଅଳଙ୍କୃତ କରିଥିଲା ।…
Read More...

ମହିଳାଙ୍କ ପ୍ରବେଶ ମନା ! ବିଶ୍ୱର ୬ଟି ସ୍ଥାନ, ଯେଉଁଠି ମହିଳାଙ୍କ ପ୍ରବେଶ ନିଷେଧ

ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଲୋକ ବୁଲିବାକୁ ଯାଆନ୍ତି । ସେହିଭଳି କିଛି ଏଭଳି ଜାଗା ରହିଛି ଯେଉଁଠି କି ମଧ୍ୟ କଠୋର ନିୟମମାନ ଦେଖିବାକୁ ମିଳିଛି । ତେବେ ଆଜି ଆମେ ଆପଣଙ୍କୁ ସେହିସ୍ଥାନ ସଂପର୍କରେ ଜଣାଇବୁ ଯେଉଁଠାରେ କି ମହିଳାଙ୍କ ପ୍ରବେଶକୁ…
Read More...

ଜୁଇଁର ଚିତାରେ ହୋଲି ! ଯେଉଁଥିରେ ସ୍ୱୟଂ ମହାଦେବ ମଧ୍ୟ ହୁଅନ୍ତି ସାମିଲ

ହୋଲିର ଏହି ପବିତ୍ର ସପ୍ତାହରେ ସବୁ ଆଡେ ଖାଲି ରଙ୍ଗର ଚର୍ଚ୍ଚା । କେଉଁଠାରେ ଏହାର ରଙ୍ଗ ଫିକା ତ ଆଉ କେଉଁଠି ଗାଢ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବିଶ୍ୱରେ ଏକ ଏଭଳି ସ୍ଥାନ ଅଛି ଯେଊଁଠି ହୋଲିର ଉତ୍ସବ ରହିଛି ସଂପୂର୍ଣ୍ଣ ନିଆରା । ସେଠାରେ ବହୁତ ଧୁମ ଧାମରେ ହୋଲି ପାଳନ କରାଯାଏ…
Read More...

ବିଜ୍ଞାନର କମାଲ ! ଏଣିକି ଟି-ସର୍ଟ ଦେଖାଇବ ଚାଳକଙ୍କୁ ରାସ୍ତା

ଟିକେ ଭାବନ୍ଟୁ ତ ଆପଣ ରାସ୍ତାରେ ଡ୍ରାଇଭିଂ କରୁଛନ୍ତି ଆଉ ଆପଣଙ୍କୁ ଜଣା ନଥିବ ଆଗକୁ କୌଣସି ଖାଲ କିମ୍ବା ମୋଡ ରହିଛି ବୋଲି । ଠିକ୍ ଏହି ସମୟରେ ଆପଣ ପିନ୍ଧିଥିବା ଟି-ସାର୍ଟଟି ଏହି ସଂପର୍କରେ ସୂଚନା ଦିଏ । ତେବେ କଥାଟା ଆପଣଙ୍କୁ କୌଣସି ସିନେମା ଭଳି ଲାଗୁଥିବ କିନ୍ତୁ ଏହା ବାସ୍ତବ ଅଟେ ।…
Read More...

କୁକୁର ବି କରିପାରେ ମଣିଷ ଭଳି କାମ !

ଆଜ୍ଞା ହଁ ! ଆମେ ଆପଣଙ୍କୁ ଏକ ଏଭଳି କୁକୁର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ କରିବେନି । କଥାଟା ହେଲା, ହଙ୍ଗକଙ୍ଗରେ ଚିକୋ ନାମକ ଏକ ପୋଶା କୁକୁର ରହିଛି । ଏକ ପଶୁ ହୋଇଥିଲେ ମଧ୍ୟ ତାର କାମ ରହିଛି ସଂପୂର୍ଣ୍ଣ ମଣିଷ ଭଳି । ନିକଟରେ ଏହି କୁକୁରଟିର…
Read More...

ଶତ୍ରୁ ଦେଶରେ ସଂକଟମୋଚନ ! ପାକିସ୍ତାନରେ ମଧ୍ୟ ରହିଛି ହିନ୍ଦୁ ପରମ୍ପରାର ଛାପ

ଭାରତ-ପାକିସ୍ତାନକୁ ଯଦିଓ ଦୁଇଟି ଭିନ୍ନ ଭିନ୍ନ ଦେଶରେ ବାଂଟି ଦିଆଯାଇଛି ମାତ୍ର ଏହାର ଇତିହାସ ମଧ୍ୟ ସେହିଭଳି ରୋମାଂଚକ ଭରା ରହିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କରାଚୀରେ ଥିବା ଭାରତୀୟ ତଥା ହିନ୍ଦୁ ସଂସ୍କୃତିର ଭଗବାନ ପଂଚମୁଖୀ ହନୁମାନ ମନ୍ଦିର । ତେବେ ହଜାର ବର୍ଷର…
Read More...

ହ୍ୟାଣ୍ଡସମ୍ ପ୍ରଧାନମନ୍ତ୍ରୀଙ୍କ ସୁନ୍ଦରୀ ପ୍ରଶଂସିକା ! ଯେଉଁଠିକୁ ଯା’ନ୍ତି ଘେରିଯାନ୍ତି ଯୁବତୀ

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରଡୋ । ତାଙ୍କୁ ସମସ୍ତେ ପ୍ରଧାନମନ୍ତ୍ରୀ କମ୍ ସେଲିବ୍ରେଟି କୁହନ୍ତି । ଯେଉଁଠି କି ଯାଆନ୍ତି ସୁନ୍ଦରୀ ଯୁବତୀଙ୍କ ଲାଇନ ଲାଗିଯାଏ । ଏଥିପାଇଁ ସେ ମଧ୍ୟ ମିଡିଆରେ ଖୁବ୍ ଚର୍ଚ୍ଚିତ । ବିଶ୍ୱର ହ୍ୟାଣ୍ଡସମ ପ୍ରଧାନମନ୍ତ୍ରୀ ଭାବେ ଖୁବ୍ ଜଣାଶୁଣା । ନିଜର ଖୁସି…
Read More...

ଚୋରୀର ଲାଇଭ୍ ଦୃଶ୍ୟ : ବାଲେଶ୍ୱରରେ ମସଜିଦର ହୁଣ୍ଡିରୁ ଚୋରୀ

କନକ ବ୍ୟୁରୋ : ଚୋରୀର ଲାଇଭ୍ ଦୃଶ୍ୟ । ମସଜିଦ ଭିତରେ ପଶି ହୁଣ୍ଡି ଭାଙ୍ଗି ବାବୁ ଜଣଙ୍କ କିଭଳି ଚୋରୀ କରୁଛନ୍ତି । ଚୋର ଜଣଙ୍କ ହୁଣ୍ଡି ତାଲା ଭାଙ୍ଗି ସବୁ ଟଙ୍କା ବ୍ୟାଗରେ ଭର୍ତି କଲେ । ତାପରେ ଆଉ ବାବୁ ଜଣଙ୍କ ପଛକୁ ଫେରି ଚାହିଁନାହାନ୍ତି । ବ୍ୟାଗ କାନ୍ଧରେ ପକାଇ ଚାଲିଲେ । ଆଉ ଏସବୁ…
Read More...

ଚାରି ‘ସୁପର୍ ଚୋର’ଙ୍କ କାହାଣୀ ! ରିଲ୍ ଷ୍ଟୋରୀରୁ କମ୍ ନଥିଲା ସେମାନଙ୍କ ରିୟଲ୍ କାରନାମା

କିଛି ଦୋଷ ଏମିତି ଥାଏ ଯେ ଦୋଷୀକୁ ଦିଆଯାଇଥିବା ଦଣ୍ଡ ମଧ୍ୟ କମ୍ ପଡିଯାଇଥାଏ । ତେବେ କିିଛି ଅଭିଯୁକ୍ତ ନିଜର ଦଣ୍ଡକୁ ସଂପୂର୍ଣ୍ଣ ଭୋଗିଥାନ୍ତି । କିନ୍ତୁ ଏମିତି କିଛି ଦୋଷୀ ଅଛନ୍ତି ଯେଉଁମାନେ ଥରେ କି ଦୁଇ ଥର ନୁହେଁ ବାରମ୍ବାର ଜେଲରୁ ଫେରାର୍ ହେବାରେ ସମର୍ଥ ହୋଇଥାନ୍ତି । ଆଉ ଯେଊଁମାନଙ୍କ…
Read More...

ମୋବାଇଲ ଡାଟା ଶୀଘ୍ର ଶେଷ ହେଉଛି କି ? ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣାନ୍ତୁ ଏହି କୌଶଳ

ଆଜିକାଲି ଜିଓର ଜମାନା ଚାଲିଛି । ମାଗଣା ଡାଟା ଯୋଗୁଁ ଜିଓ ୟୁଜର ମୋବାଇଲ ଡାଟାର କୌଣସି ହିସାବ ରଖୁନାହାନ୍ତି କିନ୍ତୁ ଏପ୍ରିଲ ଠାରୁ ସେମାନଙ୍କୁ ମଧ୍ୟ ଡାଟାର ହିସାବ ରଖିବା ପାଇଁ ପଡିବ । ତେବେ ଚାଲନ୍ତୁ ଆଜି ଆମେ ଆପଣ କିପରି ମୋବାଇଲ ଇଣ୍ଟରନେଟ ଡାଟା ବଞ୍ଚାଇ ପାରିବେ ସେ ନେଇ କିଛି କୌଶଳ…
Read More...