Browsing Category

ନ୍ୟୁଜ୍

କାର୍ତ୍ତିକ ମାସ ଗଲା, କିନ୍ତୁ ଖସୁନି ପରିବା ଦର । ବଜାରରେ ଏବେବି ଆକାଶ ଛୁଆଁ ପରିବା ଦର । ଆହୁରି କନ୍ଦେଇବ ମାସେ

କନକ ବ୍ୟୁରୋ: କାର୍ତ୍ତିକ ମାସ ଗଲା, କିନ୍ତୁ କମୁନି ପରିବା ଦର। ବଜାରରେ ପରିବା ଦର ଏବେ ବି ହାରାହାରି ୫୦ ଟଙ୍କା ରହିଛି। ପିଆଜ ସାଙ୍ଗରେ ତାଳ ଦେଇ ପରିବା ଦର ବଢ଼ିବାରେ ଲାଗିଛି। ଡାଲି ଦର ବୃଦ୍ଧି ବି କିଛି କମ୍ ନୁହେଁ। ତେଣୁ ସମ୍ପ୍ରତି ଗରିବ ଲୋକମାନଙ୍କ ନିତିଦିନିଆ ଖାଇବା ଖର୍ଚ୍ଚ ବହୁ…
Read More...

ବିଧାନସଭାର ଏପାଖ ସେପାଖ… ବିଜେଡି-ବିଜେପି ସୁନା ପିଲା…ପ୍ରଶ୍ନ କରିବାକୁ ଓ କହିବାକୁ ସୁଯୋଗ ମିଳୁ ନ…

କନକ ବ୍ୟୁରୋ: ଦିନକ ତଳେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିଜେଡିକୁ ପ୍ରଶଂସା କରିଥିଲେ। ଗତକାଲି ବିଧାନସଭାର ପ୍ରଶ୍ନକାଳରେ ଓ ମୁଲତବୀ ଆଲୋଚନା ସମୟରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଏହାକୁ ନେଇ ଛିଗୁଲାଇଥିଲେ। କହିଥିଲେ, ବିଜେଡି ଶୃଙ୍ଖଳିତ ଦଳ ବୋଲି ପ୍ରଧାନମନ୍ତ୍ରୀ…
Read More...

ଆଜି ସରିବ କଟକ ଐତିହାସିକ ବାଲିଯାତ୍ରା : ବଲିଉଡ୍ ଷ୍ଟାର କେକେଙ୍କୁ ନେଇ ଜମିଲା ମଞ୍ଚ

କନକ ବ୍ୟୁରୋ : ଆଜି ସରିବ କଟକ ଐତିହାସିକ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ଆଜି ୮ ଦିନ ଅତିକ୍ରାନ୍ତ କରିଛି । ୮ମ ସଂଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ.କେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ନିଜ ସଂଗୀତର ଯାଦୁ ଦେଖାଇଛନ୍ତି । ବାଲିଯାତ୍ରା ପଡିଆରେ ଆଜି ଅପେକ୍ଷାକୃତ କମ୍‌…
Read More...

ଖାକିରେ ପୁଣି ଲାଗିଲା କଳାଦାଗ । ନିଶା ବେପାରୀ ଓ ଖଣି ମାଫିଆଙ୍କ ସହ ଥିଲା ଥିଲା ସମ୍ପର୍କ, ଇନ୍ସପେକ୍ଟର ସମେତ ୩ ପୋଲିସ…

କନକ ବ୍ୟୁରୋ : ପୁଲିସ ବର୍ଦିରେ ଲାଗିଛି ଦୁର୍ନୀତିର କଳା ଛିଟା। ଖାଲି ଦୁର୍ନୀତି ନୁହେଁ, କ୍ଷମତାର ଅପବ୍ୟହାର କରି ଅପରାଧୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ସେମାନଙ୍କ ନାଁରେ ଥିଲା ପୁଳା ପୁଳା ଅଭିଯୋଗ। ତଦନ୍ତରୁ ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ସେମାନଙ୍କ ବିରୋଧରେ ଆରମ୍ଭ…
Read More...

ଗାଁକୁ ଫେରିଯିବ ଜଗା, କାଳିଆ ବି ହେବ ଡିସଚାର୍ଜ: ଏସସିବି ଅଧୀକ୍ଷକଙ୍କୁ ଚିଠି ଲେଖି ଅନୁମତି ମାଗିଲେ ପରିବାର ଲୋକେ

କନକ ବ୍ୟୁରୋ: ଜଗା ଫେରିଯିବ ଗାଁକୁ। କନ୍ଧମାଳର ଫିରିଙ୍ଗିଆରେ ଥିବା ତାର ଗାଁକୁ ନେଇଯିବା ପାଇଁ ଯୋଜନା କରିଛନ୍ତି ତାଙ୍କ ପରିବାର। ଏନେଇ ଏସସିବି ଅଧୀକ୍ଷକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ଜଗାର ମା ପୁଷ୍ପାଞ୍ଜଳି କହଁର। ଅନ୍ୟପଟେ ଏସସିବି କର୍ତ୍ତୃପକ୍ଷ ବି ଜଗା ଫିଟ୍ ଥିବାରୁ ତାକୁ…
Read More...

ପାଣିରେ ବୁଡି ରହିଥିଲା ଶହ ଶହ ହେକ୍ଟର ଜମିର ଧାନ ଫସଲ । ପାଣି ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି…

କନକ ବ୍ୟୁରୋ: ପାଣିରେ ବୁଡି ରହିଥିଲା ଶହ ଶହ ହେକ୍ଟର ଜମିର ଧାନ ଫସଲ । ପାଣି ନିଷ୍କାସନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ କିଛି ଫଳ ନମିଳିବାରୁ ବନ୍ଧକୁ ହାଣି ଦେଇଛନ୍ତି ଗାଁ ଲୋକେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ । ଏହି ବ୍ଲକର ପେଟଛେଲା,…
Read More...

୫୦ ବର୍ଷରେ ୮.୫ ସେଣ୍ଟିମିଟର ବଢିଛି ସମୁଦ୍ର ପତ୍ତନ, ଶତାଦ୍ଦୀ ଶେଷ ସୁଦ୍ଧା ୪ ଫୁଟ ଫୁଲିବ ସମୁଦ୍ର : ସମୁଦ୍ର ଗର୍ଭରେ…

କନକ ବ୍ୟୁରୋ : ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଉପକୂଳ ପ୍ରତି ବିପଦ ମାଡ଼ି ଆସିଲାଣି। କାରଣ ଏହି ସମୟରେ ସମୁଦ୍ର ଜଳସ୍ତର ୮.୫ ସେଣ୍ଟିମିଟର ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ୪ ଫୁଟ୍ ଫୁଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। କେନ୍ଦ୍ର ପରିବେଶ…
Read More...

ଆଜି ପ୍ରଥାମାଷ୍ଟମୀ, ପଢୁଆଁ ହେବେ ମହାପ୍ରଭୁ । ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ

 କନକ ବ୍ୟୁରୋ: ଆଜି ପ୍ରଥମାଷ୍ଟମୀ । ଆଜି ପଢୁଆଁ ହେବେ ଶ୍ରୀଜୀଉ । ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା…
Read More...

ନୂଆ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା । ଆସନ୍ତାକାଲି ରାସ୍ତା ଅବରୋଧ କରିବାକୁ…

କନକ ବ୍ୟୁରୋ : ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ସୃଷ୍ଟି ହୋଇଥିବା ଚାଷୀ ଉତେଜନାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଛି ବରଗଡ ଜିଲ୍ଲା ପ୍ରଶାସନ । ଆଲୋଚନା ପରେ ବୈଠକ ବିଫଳ ହୋଇଥିବା କହିଛନ୍ତି ଚାଷୀ ପ୍ରତିନିଧି । ହେଲେ ଜିଲ୍ଲାପାଳ କହିଛନ୍ତି ବୈଠକ ସଫଳ ହୋଇଛି ।…
Read More...

ଯୋଗ ଗୁରୁ ଜୟଦେବ । ଯାହାଙ୍କ ଯୋଗାସନ ଆଗରେ ଫିକା ପଡିଯିବ ବାବା ରାମଦେବଙ୍କ ଯୋଗ, କେତେବେଳେ ଗୋଡକୁ ମୁଣ୍ଡ ଉପରେ ରଖି ତ…

କନକ ବ୍ୟୁରୋ : କେନ୍ଦ୍ରାପଡାର କୁନି ରାମଦେବ । ୮ ବର୍ଷର ଏହି କୁନି ବାଳକ ଆଖିରେ ଆଖିଏ ସ୍ୱପ୍ନ । ବଡ ହେଲେ ଯୋଗଗୁରୁ ବାବା ରାମଦେବଙ୍କ ଭଳି ହେବ, ଲୋକଙ୍କୁ ଯୋଗ ଶିଖାଇ ସୁସ୍ଥ ରଖିବ । ଖେଳକୁଦ ବୟସରେ ଭଳିକି ଭଳି କଷ୍ଟସାଧ୍ୟ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି କେନ୍ଦ୍ରାପଡାର…
Read More...