Browsing Category

ନ୍ୟୁଜ୍

ତାଳଚେର ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ । ବ୍ରଜକିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପରେ କାର ଏବଂ…

କନକ ବ୍ୟୁରୋ: ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ । ଅନୁଗୁଳ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପରେ ଗୋଟିଏ ଫରଚୁନ୍ କାର ଏବଂ ଆମ୍ବୁଲାନ୍ସରେ ନିଆଁ ଲଗାଇଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିଲେ ଘଟିଛି ଏହି କାଣ୍ଡ । ଗାଡ଼ିରେ ନିଆଁ ଲାଗିବାର ଦେଖିବା ପରେ…
Read More...

ଓଡିଶାରେ ରାଷ୍ଟ୍ରପତି: ପାଇକ ବିଦ୍ରୋହ ସ୍ମାରକର ଭିତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ଓଡିଆ…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି । ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି…
Read More...

କମାଲ୍ କଲେ କୁକୁର! ରାଜଧାନୀରେ ଜାତୀୟ ସ୍ତରୀୟ ଡଗ୍ ଶୋ’…ପ୍ରଥମ ଦିନରେ ଭାଗନେଲେ ୧୨୧ ପ୍ରଜାତିର କୁକୁର, ଭଳିକି…

କନକ ବ୍ୟୁରୋ: ଓଡ଼ିଶା କେନେଲ କ୍ଲବ ପକ୍ଷରୁ ଆୟୋଯିତ ଜାତୀୟ ସ୍ତରୀୟ ଡ଼ଗ୍ ଶୋ’ ଗତକାଲି ୟୁନିଟ-୬ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓବିଡ଼ିଏନ୍ସ ଟ୍ରାଏଲ୍ସ ସହିତ ଜର୍ମାନ ସେଫର୍ଡ଼ ଡ଼ଗ୍ ସ୍ପେସିଆଲିଟି, ଲାବ୍ରାଡ଼ର ସ୍ପେସିଆଲିଟି, ବିଗଲ ସ୍ପେସିଆଲିଟି…
Read More...

ଯୁବପୀଢିଙ୍କ ପାଇଁ ଉତ୍ସର୍ଗ ଗଦାଧରଙ୍କ ଜୀବନ…ଦକ୍ଷ ପ୍ରଶାସନିକ ଅଧିକାରୀରୁ ହେଲେ ସଫଳ ଚାଷୀ…ଗୋପାଳନ କରି…

କନକ ବ୍ୟୁରୋ: ନା ଥିଲା ଜ୍ଞାନର ଅଭାବ ନା ଅଭାବ ଥିଲା ପଇସାର । କେବଳ ଇଚ୍ଛା ଥିଲା ଯୁବପୀଡ଼ିଙ୍କୁ ଏକ ନୂତନ ବାଟ ଦେଖାଇବାର । ସେଥିପାଇଁ ଜଣେ ଦକ୍ଷ ପ୍ରାଶାସନିକ ଅଧିକାରୀ ଭାବେ ସଫଳତାର ସହ କାମ କରି ଅବସର ପରର ଜୀବନ ବି ଯୁବପିଢିଙ୍କ ଲାଗି ଉତ୍ସର୍ଗ କରିଛନ୍ତି଼ କୋରାପୁଟର ପୁର୍ବତନ…
Read More...

ଜୟପୁରରେ ସୁନ୍ଦରୀ ଖୋଜା । ସୁନ୍ଦର ପୋଷାକ ଓ ଚାଲିରେ ଜଲୱା ଦେଖାଇଲେ ଆଦିବାସୀ ଝିଅ । ମଡେଲ ହେବାର ଜାଗିଲା ସ୍ୱପ୍ନ

କନକ ବ୍ୟୁରୋ: ଆଦିବାସୀ ଜିଲ୍ଳାରେ ସୁନ୍ଦରୀ ଖୋଜା । ସୁନ୍ଦର ପୋଷାକ, ସୁନ୍ଦର ଚାଲି ଓ ଗୀତ ସାଙ୍ଗକୁ ଅଭିନୟ । ଏଭଳି କିଛି ଦେଖିବାକୁ ମିଳିଛି ଜୟପୁରରେ । ପ୍ରଥମ ଥର ପାଇଁ ଜୟପୁରରେ ଏଭଳି ଏକ ପ୍ରତିଯୋଗିତା ଅନୁଷ୍ଟିତ ହେଉଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି କହିଛନ୍ତି ଆଗରୁ…
Read More...

ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ…

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଛାତ୍ର ଜୀବନରେ ସେ କୃଷକ ସତ୍ୟାଗ୍ରାହ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ । ସମବାୟ ଆନ୍ଦୋଳନରେ…
Read More...

ଆସନ୍ତାକାଲି ବଡ଼ ଉଚ୍ଛେଦ : ଭଙ୍ଗା ହେବ ଜବରଦଖଲରେ ଥିବା ୨୨୫ ଦୋକାନ, ମନ୍ଦିର ନିକଟରୁ ହଟିବ ସବୁ ଜବରଦଖଲ

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ରାସ୍ତା ଓସାର ପାଇଁ ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଛି। ହେଲେ ବଡ଼ ଧରଣର ଉଚ୍ଛେଦ ଆସନ୍ତାକାଲି ହେବାକୁ ଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଏକ ପ୍ରଚାର…
Read More...

ଜନ୍ମରୁ ମୂକ ଓ ବଧିର କିନ୍ତୁ ଅକ୍ଷମତା ସାଜି ପାରିନି ପ୍ରତିବନ୍ଧକ…ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ଅବିଚ୍ଛିନ୍ନ…

କନକ ବ୍ୟୁରୋ: ଜନ୍ମରୁ ମୂକ ଓ ବଧିର। କିନ୍ତୁ ଏହି ଅକ୍ଷମତା ସାଜି ପାରିଲା ନାହିଁ ପ୍ରତିବନ୍ଧକ। ଦୃଢ଼ ଇଚ୍ଛାଶକ୍ତି ସାଙ୍ଗକୁ ଅବିଚ୍ଛିନ୍ନ ସଂଘର୍ଷ ତାଙ୍କୁ ନୂଆ ପରିଚୟ ଦେଇଛି। ଜଣେ ଦକ୍ଷ ଇଲୋକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ମେକାନିକ ଭାବେ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛନ୍ତି। ନବରଙ୍ଗପୁର…
Read More...

ବାଲେଶ୍ୱରରେ ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍: ୩ ମୃତ, ୧୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ବାଲେଶ୍ୱରରେ ଟ୍ରାଭେଲର ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛି । ଏମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ସେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ୍ । ପୁରୀରୁ…
Read More...

ଶୀତ ଭିତରେ ବର୍ଷା ! ଆଜିଠୁ ରାଜ୍ୟରେ ୨ ଦିନ ଯାଏ ହାଲୁକା ବର୍ଷା ସମ୍ଭାବନା…ଉପକୂଳ ଓଡିଶାର କିଛି ସ୍ଥାନରେ…

କନକ ବ୍ୟୁରୋ: ଶୀତ ଭିତରେ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଦେଇଛି । ଆଜି ଓ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଉପକୂଳ ଓଡିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡିଶାର…
Read More...