Browsing Category

ନ୍ୟୁଜ୍

ଖାକି ବର୍ଦ୍ଦିକୁ ସଲାମ୍ : ଦୁଷ୍କର୍ମକାରୀଙ୍କୁ ସଜା ଦେଲା ପୋଲିସ୍, ଫୁଲ ପକାଇ, ମିଠା ଖୁଆଇ ପୋଲିସକୁ କୃତଜ୍ଞତା ଜଣାଇଲେ…

କନକ ବ୍ୟୁରୋ : ପୋଲିସଙ୍କ ଉପରେ ଫୁଲ ପଡ଼ୁଛି । ପୋଲିସଙ୍କୁ ମିଠା ଖୁଆଉଛନ୍ତି । ସକାଳୁ ଏନକାଉଣ୍ଟର ଖବର ଆସିବା ପରେ ସେହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମିଛି । ପୋଲିସ ଜିନ୍ଦାବାଦ୍ ନାରାରେ କମ୍ପୁଛି ପୁରାସ୍ଥାନ। ଦିଶାଙ୍କୁ ନ୍ୟାୟ ମିଳିବା ପରେ ପୀଡ଼ିତାଙ୍କ ପରିବାର ସମେତ ଜନତା ଖୁବ ଖୁସି…
Read More...

ଦିଶାଙ୍କୁ ନ୍ୟାୟ ଦେଲେ ଏନକାଉଣ୍ଟର ମ୍ୟାନ୍ ! ୧୦ ଦିନ ଭିତରେ ଦିଶାଙ୍କ ଦୋଷୀଙ୍କୁ ଦେଲେ ସଜା , ଏନକାଉଣ୍ଟର ମାମଲାରେ…

ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଉକ୍ତସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ । ୪୪…
Read More...

ନ୍ୟାୟ ପାଇଲେ ଦିଶା : ହାଇଦ୍ରାବାଦ ପୁଲିସକୁ ଧନ୍ୟବାଦ, ହେଲେ ଏଯାଏଁ ନିର୍ଭୟାଙ୍କୁ ନ୍ୟାୟ ମିଳିନି

କନକ ବ୍ୟୁରୋ : ଦିଶାଙ୍କୁ ମିଳଲା ନ୍ୟାୟ । ଦିଶାଙ୍କ ଆତ୍ମାକୁ ଶାନ୍ତି ମିଳିଲା ।ଦୁଷ୍କର୍ମକାରୀଙ୍କୁ ମିଳିଲା ଦଣ୍ଡ । ଗର୍ଜିଲା ପୋଲିସର ଗୁଳି । ସଜା ପାଇଲେ ସଇତାନ୍ । ଏନକାଉଣ୍ଟରରେ ୪ ଦୁଷ୍କର୍ମକାରୀ ମୃତ ।  ହାଇଦ୍ରାବାଦ ପୁଲିସକୁ ଧନ୍ୟବାଦ । ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ…
Read More...

ଦିଶାଙ୍କ ଦୋଷୀ ଉପରେ ପଡିଲା ଦଶା ! ନିଜ ଝିଅକୁ ହରାଇଥିବା ପରିବାର ଲୋକଙ୍କ ଆଖିରୁ ବହିଆସିଲା ଆତ୍ମତୃପ୍ତିର ଅଶ୍ରୁ ,…

ଦିଶାଙ୍କୁ ମିଳିଲା ନ୍ୟାୟ । ହାଇଦ୍ରାବାଦ ଡାକ୍ତରୀଣୀ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରି ଗଡାଇଦେଇଛି ପୋଲିସ । ପୋଲିସର ଏଭଳି କାମ ପାଇଁ ଦିଶାଙ୍କ ପରିବାର ପୋଲିସକୁ ଧନ୍ୟବାଦ…
Read More...

ସଫା ହେଲେ ୪ ସଇତାନ୍ ! ଯେଉଁ ରାଜପଥରେ ଗଣଦୁଷ୍କର୍ମର ଶିକାର ହୋଇ ଯାଇଥିଲା ମହିଳା ଡାକ୍ତରଙ୍କ ଜୀବନ , ସେହି ସ୍ଥାନରେ…

୪ ସଇତାନଙ୍କୁ ସଫା କଲା ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦ୍ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରିଗଡାଇଲା ପୋଲିସ୍ । ନଭେମ୍ବର ୨୭ ତାରିଖ ରାତିରେ ହାଇୱେ ଏନଏଚ୍ ୪୪ ରେ ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ…
Read More...

ରାଜ୍ୟର ୧୯ ନଦୀର ଜଳ ପ୍ରଦୂଷିତ, ସବୁଠୁ ଅଧିକ ପ୍ରଦୂଷିତ ବ୍ରାହ୍ମଣୀ : ସଂସଦରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଉତ୍ତର

କନକ ବ୍ୟୁରୋ : ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷିତ । ବ୍ରାହ୍ମଣୀ ନଦୀ ଜଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଛି । ଆଜି ଲୋକସଭାରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ୍ କଟାରିଆ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରିପୋର୍ଟକୁ…
Read More...

ଥରୁଛି ଓଡ଼ିଶାର କାଶ୍ମୀର : ଦାରିଙ୍ଗବାଡ଼ିର ତାପମାତ୍ରା ୯ ଡିଗ୍ରିକୁ ଖସିଲା

କନକ ବ୍ୟୁରୋ : କିଛିଦିନ ହେଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା କ୍ରମଶଃ ହ୍ରାସ ପାଉଛି । ଗତକାଲି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିୟସ୍‌କୁ ଖସିଛି । ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ନାଚଗୀତରେ…
Read More...

ଆଜି ୨୭ତମ ବାବ୍ରୀ ମସଜିଦ୍ ଧ୍ୱଂସ ବାର୍ଷିକୀ । ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି !

କନକ ବ୍ୟୁରୋ : ଆଜି ବାବ୍ରି ମସଜିଦ୍ ଧ୍ବଂସ ବାର୍ଷିକୀ। ୨୭ ତମ ବାବ୍ରି ମସଜିଦ୍ ଧ୍ବଂସ ବାର୍ଷିକୀ ଅବସରରେ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗତ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ ଯେଭଳି…
Read More...

ପାସପୋର୍ଟ ପାଇବା ହେଲା ଆହୁରି ସହଜ : ପୁଲିସ ଯାଞ୍ଚ ପାଇଁ ଆବଦେନକାରୀଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ

କନକ ବ୍ୟୁରୋ : ଏଣିକି ପାସ୍‌ପୋର୍ଟ ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବନି କି ଥାନାରେ କୌଣସି ଡକୁମେଣ୍ଟ ଦେଖାଇବାକୁ ପଡ଼ିବନି । ଏପରିକି ଏବେ ଆବେଦନକାରୀଙ୍କୁ ‌ଥାନାକୁ ଯାଇ ଯେଉଁ ଦସ୍ତଖତ ଦେବାକୁ ପଡ଼ୁଛି ତାହା ବି କରିବାକୁ ପଡ଼ିବନି । ପୁଲିସ ବି ଆବଦେନକାରୀଙ୍କୁ…
Read More...

ମଦୁଆ ଶିକ୍ଷକଙ୍କୁ ତ୍ରାହି ନାହିଁ : ସ୍କୁଲରେ ନିଶାସକ୍ତ ଅବସ୍ଥାରେ ଧରାପଡ଼ିଲେ ବିଦାହେବେ ସାର୍

କନକ ବ୍ୟୁରୋ : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ) ୧୯୬୨ର ରୁଲ୍‌-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ବି ପରିସ୍ଥିତିରେ…
Read More...