Browsing Category

ନ୍ୟୁଜ୍

ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ! ଥାନାରେ ଦ୍ଵାରସ୍ଥ ହେଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।

କନକ ବ୍ୟୁରୋ : ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଏହି ସୂଚନା ପାଇବା ପରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସଂପୃକ୍ତ ସ୍କୁଲକୁ ପହଂଚି ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।…
Read More...

କାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର…

କନକ ବ୍ୟୁରୋ : ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ଝଟକିବ ବୀର ପାଇକଙ୍କ ସ୍ମାରକୀ ପୀଠ । ଆସନ୍ତାକାଲି ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କରିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…
Read More...

ବିଜେଡି ପାଇଁ ବାଟ ଛାଡିଲା ବିଜେପି । ଏମସ ପରିଚାଳନା କମିଟି ନିର୍ବାଚନରେ ବାଜି ମାରିନେଲେ ଅମର ପଟ୍ଟନାୟକ ।

କନକ ବ୍ୟୁରୋ : ଭୁବନେଶ୍ୱର ଏମସ ପରିଚାଳନା କମିଟି ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି । ଫଳରେ ରୋଚକ ମୋଡ ନେଇଥିଲେ ରାଜନୀତି । ରାଜ୍ୟସଭା କୋଟାରୁ କମିଟି ସଦସ୍ୟ ପାଇଁ ମଇଦାନରେ ଥିଲେ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ଦୁଇ ସାଂସଦ । ବିଜେଡିର ଅମର ପଟ୍ଟନାୟକ ଓ…
Read More...

ଛାତରୁ ଡେଇଁ ପଡ଼ିଲା ସ୍କୁଲପିଲା ।  ପିଇଟି ଶିକ୍ଷକଙ୍କ ଟାହିଟାପରାକୁ ସହିନପାରି ଆତ୍ମହତ୍ୟା ଉଦ୍ୟମ କଲେ ଏକାଦଶ ଶ୍ରେଣୀ…

କନକ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ଟାହିଟାପରାକୁ ସହିପାରି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାରମ୍ବାର ପିଇଟି ଶିକ୍ଷୟତ୍ରୀଙ୍କ ଭର୍ତ୍ସନା ଛାତ୍ରୀଙ୍କୁ ଏତେ ବାଧିଲା ଯେ, ସ୍କୁଲ ପରିସରରେ ଥିବା ଦୁଇ ମହଲା କୋଠାରୁ ଡେଉଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି…
Read More...

ହାତ ଧରାଧରି ହୋଇ ଚାଲିବେ କାଳିଆ-କିଷାନ୍ । ଦୁଇ ଯୋଜନା ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ, କାଳିଆ ଯୋଜନା ଗାଇଡଲାଇନରେ…

କନକ ବ୍ୟୁରୋ : ହାତ ଧରାଧରି ହୋଇ ଚାଲିବେ କାଳିଆ-କିଷାନ୍ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଯୋଜନାର ସମିଶ୍ରଣ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଏହି ଦୁଇଟି ଯୋଜନା ଏକାଠି କେମିତି କାମ କରିବ ସେନେଇ ଏକ ଗାଇଡଲାଇନ ମଧ୍ୟ…
Read More...

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଖୋଳତାଡ ଆରମ୍ଭ । ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ…

କନକ ବ୍ୟୁରୋ : ହାଇଦ୍ରାବାର ଏନକାଉଣ୍ଟର ଓ ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଚର୍ଚ୍ଚାରେ ଥିବା ବେଳେ ନ୍ୟାୟ ଓ ପ୍ରତିଶୋଧକୁ ନେଇ ବଡ ବୟାନ ରଖିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । କହିଛନ୍ତି-ନ୍ୟାୟ ଯେବେ ପ୍ରତିଶୋଧରେ ପରିଣତ ହୋଇଯାଏ, ତେବେ ନ୍ୟାୟ, ତା’ର ପ୍ରକୃତ…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କାଲି ପାଇକ ବିଦ୍ରୋହ ସ୍ମାରକୀର କରିବେ ଶିଳାନ୍ୟାସ, ଉତ୍କଳ…

କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଂଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶନିବାର ରାତି ୭ଟା ୧୫ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର…
Read More...

ହାଇଦ୍ରାବାଦ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବଡ ବୟାନ । କହିଲେ, ପ୍ରତିଶୋଧ ଭାବନାରେ ଦିଆଯାଇଥିବା…

କନକ ବ୍ୟୁରୋ : ହାଇଦ୍ରାବାଦ ଦିଶା ଦୁଷ୍କର୍ମକାରୀଙ୍କୁ ପୋଲିସର ଏନକାଉଣ୍ଟରକୁ ନେଇ ବଡ ବୟାନ ରଖିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରବିନ୍ଦ ବୋବଡେ । ଯୋଧପୁରର ଏକ କାର୍ଯ୍ୟକ୍ରମରେ ଅରବିନ୍ଦ କହିଛନ୍ତି ଯେ, ନ୍ୟାୟ ପ୍ରକ୍ରିୟାରେ ତରବର ହେବା ଉଚିତ ନୁହେଁ । ତରବରିଆ ଭାବେ…
Read More...

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ । ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ତାତିଲେ ଲୋକେ, ଜାଳିଦେଲେ ଗାଡ଼ି

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ । ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଅଟୋ ଜାଳିଦେଇଛନ୍ତି । ସ୍କୁଲ ଛୁଟି ପରେ ପଟ୍ଟାମୁଣ୍ଡାଇ ଔପଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଘରକୁ ଫେରୁଥିଲେ । ଅଟୋଟିରେ ୧୫ ଜଣ ଛାତ୍ରୀ ଥିଲେ । ଭାରସାମ୍ୟ…
Read More...

‘ମୋ ସରକାର’ରେ ସ୍ୱାସ୍ଥ୍ୟସେବାକୁ ଫୋକସ କଲେ ମୁଖ୍ୟମନ୍ତ୍ରୀ । ୬ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ପାଇଁ କଲେ…

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର ଟିମର ପରିଦର୍ଶନ ପରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...