Browsing Category

ନ୍ୟୁଜ୍

ପାସପୋର୍ଟ ପାଇବା ହେଲା ଆହୁରି ସହଜ : ପୁଲିସ ଯାଞ୍ଚ ପାଇଁ ଆବଦେନକାରୀଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ

କନକ ବ୍ୟୁରୋ : ଏଣିକି ପାସ୍‌ପୋର୍ଟ ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବନି କି ଥାନାରେ କୌଣସି ଡକୁମେଣ୍ଟ ଦେଖାଇବାକୁ ପଡ଼ିବନି । ଏପରିକି ଏବେ ଆବେଦନକାରୀଙ୍କୁ ‌ଥାନାକୁ ଯାଇ ଯେଉଁ ଦସ୍ତଖତ ଦେବାକୁ ପଡ଼ୁଛି ତାହା ବି କରିବାକୁ ପଡ଼ିବନି । ପୁଲିସ ବି ଆବଦେନକାରୀଙ୍କୁ…
Read More...

ମଦୁଆ ଶିକ୍ଷକଙ୍କୁ ତ୍ରାହି ନାହିଁ : ସ୍କୁଲରେ ନିଶାସକ୍ତ ଅବସ୍ଥାରେ ଧରାପଡ଼ିଲେ ବିଦାହେବେ ସାର୍

କନକ ବ୍ୟୁରୋ : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ ବା ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ) ୧୯୬୨ର ରୁଲ୍‌-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ବି ପରିସ୍ଥିତିରେ…
Read More...

ଚର୍ଚ୍ଚାରେ ଦୂତୀ ଚାନ୍ଦ !! ବ୍ୟବସାୟ ଜଗତରେ ପାଦ ଥାପିଲେ ଦୌଡରାଣୀ ଦୂତି ଚାନ୍ଦ

କନକ ବ୍ୟୁରୋ: ଆଥଲେଟିକ୍ ଟ୍ରାକ୍ ହେଉ କି ବ୍ୟକ୍ତିଗତ ଜୀବନ ଦୌଡ଼ରାଣୀ ଦୂତି ଚାନ୍ଦ, ସବୁଠୁ ଅଲଗା, ସମସ୍ତଙ୍କଠାରୁ ଭିନ୍ନ । ଛୋଟ ବୟସରେ ଅନେକ ବଡ଼ ବଡ଼ ସାହସିକ ନିଷ୍ପତ୍ତି ନେଇ ସାରା ବିଶ୍ବରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। ଭାରତୀୟ ଦୌଡ଼କୁଦର ଏହି…
Read More...

ହାଣ୍ଡିଶାଳରୁ ପିଆଜ ଉଭାନ : ପ୍ରତିଦିନ ବଢ଼ୁଛି ୧୫ ଟଙ୍କା, ସରକାର ଚୁପ୍‌

କନକ ବ୍ୟୁରୋ : ହାଣ୍ଡିଶାଳରୁ ପିଆଜ ଉଭାନ। ବଜାରରେ ବି କାଁ ଭାଁ ଦେଖିବାକୁ ମିଳୁଛି। ହୋଟେଲ ଓ ରେଷ୍ଟୁରାଣ୍ଟ କଥା ନ କହିବା ଭଲ । ପାଖାପାଖି ଏକ ମାସ ହେଲା ସାରା ଓଡ଼ିଶାରେ ଏଭଳି ସ୍ଥିତି । ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା କଟକରୁ କଳାହାଣ୍ଡି, ପିଆଜ ପାଇଁ ସବୁଠି ହାହାକାର ପରିସ୍ଥିତି…
Read More...

ସାରା ରାଜ୍ୟରେ ବଢିଲା ଶୀତ ! ୧୫ ଡିଗ୍ରୀ ତଳେ ୧୩ ସହର

କନକ ବ୍ୟୁରୋ : ରାଜ୍ୟରେ ଶୀତ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଦାରିଙ୍ଗବାଡ଼ିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି…
Read More...

କୋଇଲା ବୋଝେଇ ଟ୍ରେନରେ ନିଆଁ ! ୫ ଘଂଟା ପରେ ଆୟତ୍ତ ହେଲା ନିଆଁ

କନକ ବ୍ୟୁରୋ : କୋଇଲା ବୋଝେଇ ଟ୍ରେନରେ ନିଆଁ । ରାୟଗଡା ଠାରୁ  ୧୦କିଲୋମିଟର ଦୂର ସିଙ୍ଗାପୁର ରେଳଷ୍ଟସନରେ ଏକ କୋଇଲା ବେଝେଇ ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିଶାଖାପାଟଣାଠାରୁ ଟିଟିଲାଗଡ ଆଡକୁ ଯାଉଥିବା ଏହି ଟ୍ରେନଟି ରାୟଗଡା ଷ୍ଟେସନ ଛାଡି ରାତି ୫ଟାରେ…
Read More...

ଉତର ପ୍ରଦେଶର ଉନ୍ନାଓରେ ସାଂଘାତିକ ଘଟଣା । ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଦୁର୍ବୃତଙ୍କ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶରୁ ଆସିଛି ଏକ ସାଙ୍ଘାତିକ ଖବର । ଉତରପ୍ରଦେଶ ଉନାଓରେ ପୁଣି ହାଇଦ୍ରାବାଦ ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ । ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ…
Read More...

ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ‘ମହିଳା ଡେସ୍କ’

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ମହିଳା ଡେସ୍କ । ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଦିନକୁ ଦିନ…
Read More...

“ଘରକୁ ଫେରିବା ବେଳେ ଅସୁବିଧାରେ ପଡିଲେ ‘ଭାଇ’ ଭାବି ମୋତେ ଫୋନ୍ କରିବ । ମୁଁ ସାହାଯ୍ୟ କରିବି ।”…

କନକ ବ୍ୟୁରୋ : ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଝିଅ ବାହାରକୁ ଯାଇଥିଲେ ନ ଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଆଶା ଆଶଙ୍କାରେ ରହୁଛନ୍ତି । ଝିଅକୁ ରାତିରେ ବାହାରକୁ କେଉଁଆଡେ ପଠାଇବା ପୂର୍ବରୁ…
Read More...

ନିତ୍ୟାନନ୍ଦଙ୍କ ଚମତ୍କାର ସତ ନା ମିଛ ? ଗାଈ ସହ କଥା ହେବା, ସୂର୍ଯ୍ୟଙ୍କୁ ଅଟକାଇ ଦେବାର ନାଟକ କରି ଭକ୍ତଙ୍କୁ ଭୂଆଁ…

କନକ ବ୍ୟୁରୋ: ସ୍ୱାମୀ ନିତ୍ୟାନନ୍ଦଙ୍କ ପ୍ରବଚନ ସମୟରେ ଅନେକଥର ଦାବି କରାଯାଇଛି ଯେ, ନିଜ ଶକ୍ତି ଓ ସାଧନା ବଳରେ ବାବା, ଭକ୍ତମାନଙ୍କୁ ପବନରେ ଉଡାଇ ପାରନ୍ତି । ଅନୁଗାମୀଙ୍କୁ ପ୍ରବଚନ ଦେଲାବେଳେ ଏହି ଚମତ୍କାର ବାବଦରେ ବାବା ନିଜେ ବାରମ୍ବାର କହିଥାନ୍ତି । ଏପଟେ ହଲରେ ଚାଲିଥାଏ ବାବା…
Read More...