Browsing Category

ନ୍ୟୁଜ୍

ଓଡିଶାକୁ ଛୁଇଁଲା ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳିତବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ସ୍ୱାଭାବିକ ବର୍ଷା ହେବା ନେଇ ୯୬ ପ୍ରତିଶତ ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମୌସୁମୀର ପାରିପାଶ୍ୱିର୍କ ସ୍ଥିତିକୁ ଲକ୍ଷ୍ୟରେ ରଖି ଏହି…
Read More...

କନ୍ଧମାଳ ଶଙ୍କରାଖୋଲରେ ମଦ ବିରୋଧି ମହିଳା ମେଳି

କନ୍ଧମାଳ : କନ୍ଧମାଳ ଶଙ୍କରାଖୋଲରେ ମଦ ବିରୋଧରେ ମହିଳାଙ୍କ ମେଳି । ଶୋଭାଯାତ୍ରା ଓ ସଭା କରି ମଦର ଭୟାବହତା ବିରୋଧରେ ସଚେତନତା ସୃଷ୍ଟି କରିଛି ମହିଳା ମହାସଂଘ । ତେବେ ଏହି ଅବସରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡିତା । ମଦ ଫଳରେ ଉଜୁଡି ଯାଉଛି ଘର, ସଂସାର । ଆଉ ଏଥିପାଇଁ ଦାୟୀ ସରକାରୀ…
Read More...

ଇଡିରେ ହାଜର ହେଲେ ସାରଥୀଙ୍କ ସହଯୋଗୀ ପ୍ରଦୀପ ସାହୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଡିରେ ହାଜର ହେଲେ ସାରଥୀଙ୍କ ସହଯୋଗୀ ପ୍ରଦୀପ ସାହୁ । ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ଆର୍ଥିକ କାରବାର ବୁଝୁଥିବା ପ୍ରଦୀପଙ୍କୁ ପଚରାଉଚରା କରୁଛି ପ୍ରବର୍ତନ ନିର୍ଦେଶାଳୟ । ସାରଥୀଙ୍କ ପାାଳିତ ପୁଅ ସତ୍ୟମ୍ ରାଉଳ ନାଁରେ ଥିବା ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର…
Read More...

ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ : ସକାଳ ୮ରୁ ୬ଟି ବୁଥରେ ଚାଲିଛି ମତଦାନ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ଚାଲିଛି ମତଦାନ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୬ ହଜାର ୬୦୪ ଜଣ ଭୋଟର ମତଦାନ କରିବେ । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ଜଣେ ପୋଲିଂ ଅଫିସର ସମେତ ୨୪ ଜଣ ଅଧିକାରୀ ନିର୍ବାଚନ…
Read More...

ବଲାଙ୍ଗିର ଅନର କିଲିଂ ଘଟଣା : ଅଭିଯୁକ୍ତ ବାପା ଗିରଫ

ବଲାଙ୍ଗିର : ବଲାଙ୍ଗିର ଅନର କିଲିଂ ଘଟଣାରେ ଅଭିଯୁକ୍ତ ବାପା ଗିରଫ । ସଇଁତଳା ଥାନା ବଡମାଲରୁ କୈଳାସ ତଅଁଲାକୁ ଗିରଫ କରିଛି ପୋଲିସ । ବଲାଙ୍ଗୀର ଜିଲ୍ଲା ଖୁଂଟ୍ ସମଲେଇ ଗାଁରେ ସମ୍ମାନ ପାଇଁ ନିଜ ଝିଅକୁ ହତ୍ୟା କରିଥିଲା ବାପା । ଅନ୍ୟ ଜାତିର ଜଣେ ଯୁବକକୁ ପ୍ରେମ କରୁଥିବାରୁ ଗତ ୨୪ ତାରିଖରେ…
Read More...

ନଈରେ କୁମ୍ଭୀର : ଆତଙ୍କରେ ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀକୂଳିଆ ଗାଁ

କେନ୍ଦ୍ରାପଡ଼ା : ନଈରେ କୁମ୍ଭୀର । ଆତଙ୍କରେ ନଈକୂଳିଆ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀକୂଳିଆ ଗାଁ ଗୁଡ଼ିକରେ ଏବେ କୁମ୍ଭୀର ଆତଙ୍କ । ଭିରତକନିକା ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀ ନାଳକୁ ସଂଯୋଗ କରୁଛି । ଆଉ ଏହି…
Read More...

ଏନଆଇଟି ଯୌନ କେଳେଙ୍କାରୀ ମାମଲା : ଆଜି ଛାତ୍ରଛାତ୍ରୀ ଓ ପୀଡିତାଙ୍କୁ ଭେଟିବେ ମାନବ ସମ୍ବଳ ବିକାଶ ସଚିବ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ :ଏନଆଇଟି ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଯୌନ କେଳେଙ୍କାରୀ ମାମଲାର ତଦନ୍ତ କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ମାନବ ସମ୍ବଳ ବିକାଶ ସଚିବ ରାଜେଶ ସିଂ ସୋଲାଙ୍କି ମାମଲାର ତଦନ୍ତ ପାଇଁ ଓଡିଶା ଆସିଛନ୍ତି । ଆଜି ସେ ଏନଆଇଟି…
Read More...

୮୦ କୋଟିର ପ୍ରକଳ୍ପର ବେହାଲ ଅବସ୍ଥା : ମାଳତୀପାଟପୁର ବସଷ୍ଟାଣ୍ଡରେ ଛାତରୁ ଖସୁଛି ବଡ ପ୍ଲେଟ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍: ଗୋଟିଏ ବର୍ଷରେ ୮୦ କୋଟିର ପ୍ରକଳ୍ପର ହାଲ, ବେହାଲ । ନବକଳେବରକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ପୁରୀ ମାଳତୀପାଟପୁର ବସ୍ ଷ୍ଟାଣ୍ଡ । ନବ ନିର୍ମିତ ଏହି ବସଷ୍ଟାଣ୍ଡe ଛ।ତରୁ ଖସୁଛି ବଡ଼ ବଡ଼ ପ୍ଲେଟ । ଏହାରି ଭିତରେ ୩ଥର ଛାତ ଖସି ପଡ଼ିଲାଣି । ଅସରାଏ ବର୍ଷା…
Read More...

ବାବା ବନାମ ବୁଲଡୋଜର

କୋଣାର୍କ: କନକ ନ୍ୟୁଜ ଗୁମର ଖୋଲିଥିବା କଳକୀ ଆଶ୍ରମ ଉପରେ ଚାଲିଲା ବୁଲଜୋଡର । ଭକ୍ତି ଓ ବିଶ୍ୱାସର ମିଛ ମୂଳଦୂଆ ଉପରେ ଠିଆ ହୋଇଥିବା କଳକୀ ବାବାଙ୍କ ଆଶ୍ରମରେ ପୁରା ଦଳବଳ ସହ ଆକ୍ରମଣ କରିଛି ପ୍ରଶାସନ । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ କଳକୀ ବାବାଙ୍କ…
Read More...

ବର୍ଦ୍ଧିତ ଫିକୁ ବିରୋଧ କରି ପିପିଲି ଟୋଲଗେଟରେ ହଙ୍ଗାମା : ପୁଲିସର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ସ୍ଥିତି

ପିପିଲି : ପିପିଲି ଟୋଲ ଗେଟରେ ବର୍ଦ୍ଧିତ ଫି ଆଦାୟ କରାଯିବା ଅଭିଯୋଗ ହୋଇଛି । ଫଳରେ ଭୁବନେଶ୍ୱର-ପୁରୀ ରୁଟରେ ବସ ଚଳାଚଳ ବନ୍ଦ କରାଯାଇଥିଲା । । ପୁଲିସର ହସ୍ତକ୍ଷେପ ପରେ ବସ ଚଳାଚଳ ଏବେ ସ୍ୱାଭାବିକ ହୋଇଛି । ଜୁନ ୧ରୁ ବର୍ଦ୍ଧିତ ଫି ଆଦାୟ କରାଯିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ…
Read More...