Browsing Category

ନ୍ୟୁଜ୍

କନ୍ଧମାଳ ଏନକାଉଂଟର ରାଜନୀତି : ଗୁମୁଡୁମାହାରୁ କଂଗ୍ରେସର ଅଧିକାର ଯାତ୍ରା

କନ୍ଧମାଳ : କନ୍ଧମାଳ ଗୁମୁଡୁମାହାରେ ମିଥ୍ୟା ଏନକାଉଂଟର ଘଟଣାକୁନେଇ ଚାଲିଥିବା ରାଜନୀତି ତେଜିବାରେ ଲାଗିଛି। ଏହାର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି କଂଗ୍ରେସ । ଆଜି ଗୁମୁଡୁମାହାଠାରୁ ଆରମ୍ଭ ହେଉଛି ଅଧିକାର ଯାତ୍ରା । ପୂର୍ବରୁ ଏନେଇ ଘୋଷଣା କରିଥିଲେ…
Read More...

ଅଚଳ ହେବ ବୁର୍ଲା ମେଡିକାଲରେ ସ୍ୱାସ୍ଥ୍ୟ ସେବା : ସଂଘ ଭାଙ୍ଗିବା ନୋଟିସ ପ୍ରତିବାଦରେ ଜୁନିଅର ଡାକ୍ତରଙ୍କ କାମବନ୍ଦ…

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ତେଜିଲା ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ । ବୁର୍ଲା ମେଡିକାଲ କଲେଜ ଜୁନିଅର ଡାକ୍ତର ସଂଘର କାର୍ଯ୍ୟବନ୍ଦ ଡାକରା । ଜୁନିଅର ଡାକ୍ତର ସଂଘ ଭାଙ୍ଗିବାକୁ କଲେଜ କର୍ତୃପକ୍ଷ ନିର୍ଦେଶ ଦେବା ପରେ ଏହି ଆନ୍ଦୋଳନ ଡାକରା ଦେଇଛି ସଂଘ । ଅଧ୍ୟକ୍ଷଙ୍କ ବଦଳି ଦାବି…
Read More...

ମହାନଦୀ ପାଣି ବିବାଦ : ଝାରସୁୁଗୁଡାରୁ ବାହାରିଲା ୧୫ ଜଣିଆ ଟିମ

ଝାରସୁୁଗୁଡା : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଛତିଶଗଡ଼ ଗସ୍ତ କରିଛି ବିଜେଡିର ୧୨ ଜଣିଆ ଦଳ। ଝାରସୁୁଗୁଡାରୁ ୧୫ ଜଣିଆ ଟିମ ବାହାରିଛି । ସେଠାରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିବା ପରେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛି ଟିମ୍ । ଏହି ଦଳ ଆଜି…
Read More...

ମହାନଦୀ ପାଣି ବିବାଦ : ଆଜି ବିଜେଡି ଟିମର ଛତିଶଗଡ ଗସ୍ତ

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଛତିଶଗଡ଼ ଗସ୍ତ କରିବ ବିଜେଡିର ୧୨ ଜଣିଆ ଦଳ । ଆଜି ଏହି ଟିମ୍ ଛତିଶଗଡ ଯିବ । ଗତକାଲି ପ୍ରତିନିଧି ଦଳ ଭୁବନେଶ୍ୱରରୁ ବାହାରି ଝାରସୁଗୁଡା ଯାଇଛନ୍ତି । ସେଠାରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିବା…
Read More...

ରାସ୍ତା ଉପରେ ଧାନ ରୁଆ : ମାଲକାନଗିରି ଆଦିବାସୀଙ୍କ ଅଭିନବ ପ୍ରତିବାଦ

ମାଲକାନଗିରି : କେମିତି ଅଛି ଆମ ଗ୍ରାମାଂଚଳର ରାସ୍ତା । ଏପ୍ରଶ୍ନର ଉତର ଖୋଜୁଛନ୍ତି କି ? ଏହାର ଉତ୍ତର ମିଳିବ ମାଲକାନଗିରି ଜିଲ୍ଲାରେ । ଏଠି ରାସ୍ତା ପାଇଁ ଚାଲିଛି ଆନ୍ଦୋଳନ । ରାସ୍ତା ନାହିଁ ,ତେଣୁ ରାସ୍ତାରୋକ କରି ପାରିନାହାଁନ୍ତି ଗାଁ ଲୋକେ । ତେବେ ଏମିତି ଏକ ଅଭିନବ ପ୍ରତିବାଦ…
Read More...

ସଚିବାଳୟର ତୃତୀୟ ମହଲାରେ ବିଲେଇ : ଫଶିଥିବା ବିଲେଇକୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ସଚିବାଳୟରେ ଚାଲିଥିଲା ବିଲେଇ ଉଦ୍ଧାର ଅଭିଯାନ । ତିନି ଦିନରୁ ସଚିବାଳୟ ତୃତୀୟ ମହଲା ତାଜାରେ ଫଶିଥିବା ବିଲେଇକୁ ତଳକୁ ଆଣିବା ପାଇଁ ଚାଲିଥିଲା ରେସକ୍ୟୁ ଅପରେସନ୍ । ତାଜା ଉପରେ ବିକଳରେ ଚିତ୍କାର କରୁଥିଲା ଏହି ବିଲେଇ । ଏହାକୁ ଉଦ୍ଧାର କରିବା…
Read More...