Browsing Category

ନ୍ୟୁଜ୍

ମହାନଦୀ ଜଳ ବିବାଦକୁ ନେଇ ସର୍ବଦଳୀୟ ବୈଠକ : ଏଥର ମଧ୍ୟ ଯୋଗ ଦେଲାନି ବିଜେଡି

କନକ ବ୍ୟୁରୋ : ମହାନଦୀ ବିବାଦ ପ୍ରସଂଗରେ ପୁଣି ବସିଲା ସର୍ବଦଳୀୟ ବୈଠକ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ଏଥିରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି କେବି ସିଂହଦେଓ, ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ଜନାର୍ଦନ ପତି,…
Read More...

ଏଣିକି ସୋମବାର ବ୍ୟତୀତ ଅଲଗା ଦିନ ସରକାରୀ ଦପ୍ତରର ଚକ୍କର କାଟି ପାରିବେନି ଅଧ୍ୟ।ପକ

କନକ ବ୍ୟୁରୋ : ଏଣିକି ଆଉ ସରକାରୀ ଦପ୍ତରର ଚକ୍କର କାଟି ପାରିବେନି ଅଧ୍ୟ।ପକ । ଏହି ନିର୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକମାନଙ୍କୁ ତାଗିଦ୍ କରାଯାଇଛି । କେବଳ ସୋମବାର ଧାର୍ଯ୍ୟ ହୋଇଥିବା ଗ୍ରିଭାନସ୍ ଦିବସରେ ହି ବିଭାଗୀୟ ଅନୁମତିରେ…
Read More...

ବାଲେଶ୍ୱରରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱରରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଚାନ୍ଦିପୁର ଅଂଚଳର ଗୋଟିଏ ପରିବାରର ୨ ଜଣ ହୋଇଥିବା ବେଳେ ଅନ୍ୟ ୨ ଜଣ ରେମୁଣା ଓ ଜଳେଶ୍ୱର ଅଂଚଳର ।
Read More...

ଆଇପିଏସ ଜୟଦୀପ ନାୟକଙ୍କୁ ମିଳିଲା ଜାମିନ

କନକ ବ୍ୟୁରୋ : ଆଇପିଏସ ଜୟଦୀପ ନାୟକଙ୍କୁ ମିଳିଲା ଜାମିନ । ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ୨ଲକ୍ଷ ଟଙ୍କା ସହ ୨ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜୟଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ଜୟଦୀପଙ୍କୁ ପାସପୋର୍ଟ ଓ ୫୦ ଲକ୍ଷ ଟଙ୍କା ସମ୍ପତିର ବଣ୍ଡ…
Read More...

କାଷ୍ଟିଂ କାଉଚ ମାମଲାରେ ପପୁଙ୍କ ଜାମିନ ଆବେଦନ ଶୁଣାଣି ଶେଷ : ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟରେ ପପୁ ପମପମଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଗତ ୧୧ ତାରିଖରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ…
Read More...

ଛତିଶଗଡ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କରିଛନ୍ତି ପ୍ରେସମିଟ୍ । ଛତିଶଗଡ୯ ଟି ବ୍ୟାରେଜ ଏବଂ ୪ ଟି ଡ୍ୟାମ୍ ନିର୍ମାଣ କରୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ବ୍ୟାରେଜ ହେଲେ ଓଡିଶା ପାଇଁ ବଡଧରଣର…
Read More...

ମହାନଦୀ ପାଣି ବିବାଦ : ଛତିଶଗଡରେ କେଲୋ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରୁଛି ବିଜେଡି ପୂର୍ଣ୍ଣାଙ୍ଗ କମିଟି

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ଛତିଶଗଡ଼ରେ ବିଜେଡିର ପୂର୍ଣ୍ଣାଙ୍ଗ କମିଟି। ଝାରସୁୁଗୁଡାରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ କନକତୋରା ଅଂଚଳର ଲୋକଙ୍କ ସହ ଆଲୋଚନା କରିବା ପରେ ୧୫ ଜଣିଆ ଟିମ ଛତିଶଗଡ଼ରେ ପହଂଚିଛନ୍ତି । ରମଣ ସିଂହ ସରକାରର ଅଧିକାରୀଙ୍କ…
Read More...

ଆସିଲା ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ସ୍ୱୀକୃତିପ୍ରାପ୍ତ ସ୍କୁଲର ତାଲିକା : ମିଳିଲାନି ବଡବଡ ଇଂରାଜୀ ମିଡିୟମ ସ୍କୁଲକୁ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟର ବଡବଡ ଘରୋଇ ଇଂରାଜୀ ମିଡିୟମ ସ୍କୁଲକୁ ମିଳିଲାନି ରାଜ୍ୟ ସରକାରଙ୍କ ସ୍ୱୀକୃତି । ଓଡିଶା ସରକାର ଦୁଇ ଦିନ ପୂର୍ବରୁ ଘରୋଇ ସ୍କୁଲର ସ୍ୱୀକୃତି ନେଇ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛନ୍ତି । ସେହି ତାଲିକାରେ ମଧ୍ୟ ନାମିଦାମୀ ସ୍କୁଲକୁ…
Read More...