Browsing Category

ନ୍ୟୁଜ୍

ସର୍ବଦଳୀୟ ବୈଠକରେ ସୈାମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : ମହାନଦୀ ପ୍ରସଙ୍ଗରେ ରାଜନୀତି କରାନଯାଉ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସର୍ବଦଳୀୟ ବୈଠକରେ ସାମିଲ ହୋଇଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗରେ ସୌମ୍ୟରଞ୍ଜନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ଉଚିତ । ବିଜେଡିକୁ ବାଦ ଦେଇ ସର୍ବଦଳୀୟ ବୈଠକର କିଛି ଅର୍ଥନାହିଁ । ସେହିପରି…
Read More...

ଡାକ୍ତର ମୋତିଲାଲ ଗୈାଡ କେଳେଙ୍କାରୀ ମାମଲା : କ୍ରାଇମବ୍ରାଂଚରେ ହାଜର ହେଲେ ହିମାଂଶୁ କର

କନକ ବ୍ୟୁରୋ : ଡାକ୍ତର ମୋତିଲାଲ ଗୈାଡ କେଳେଙ୍କାରୀ ମାମଲା । କ୍ରାଇମବ୍ରାଂଚରେ ହାଜର ହେଲେ ହିମାଂଶୁ କର । ମୋତିଲାଲଙ୍କ ସହ ସଂପର୍କ ନେଇ ପଚରାଉଚରା ସୂଚନା । ଟଙ୍କା କାରବାର ନେଇ ତଥ୍ୟ ଖୋଜୁଛି କ୍ରାଇମବ୍ରାଂଚ ।
Read More...

କଂଗ୍ରେସର ପ୍ରସ୍ତାବ କ୍ରମେ ସର୍ବଦଳୀୟ ବୈଠକ : ବିଜେଡି ଅନୁପସ୍ଥିତ

କନକ ବ୍ୟୁରୋ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଖୋଜିବା ପାଇଁ ସର୍ବଦଳୀୟ ବୈଠକ । ରାଜ୍ୟ କଂଗ୍ରେସର ପ୍ରସ୍ତାବ କ୍ରମେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଏହି ବୈଠକ ଆରମ୍ଭ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ବିଜେପି ସମେତ ଆମ ଓଡିଶା,…
Read More...

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ଦିଲ୍ଲୀ ଆର ଆର ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ଗତକାଲି ୟୁପି ବିଧାନସଭା ନିର୍ବାଚନ ପାଇଁ ବାରାଣାସୀରେ ରୋଡ ଶୋ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ସୋନିଆ । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାର ଆମ୍ବୁଲାନ୍ସ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର : ରାଜ୍ୟ ବିଜେପି

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମିଥ୍ୟା ତଥ୍ୟର ସୌଦାଗର କହିଲା ରାଜ୍ୟ ବିଜେପି । ମହାନଦୀରେ କେଲୋ ପ୍ରକଳ୍ପ ସଂପର୍କରେ ଛତିଶଗଡ ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପତ୍ରର ଆଦାନପ୍ରଦାନ ହୋଇଥିବା ବିଜେପି ଉପସ୍ଥାପିତ କରିଛି । କେଲୋ…
Read More...

ମନ୍ତ୍ରୀ ଅଶୋକ ପଣ୍ଡା ଅସୁସ୍ଥ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିଡବ୍ଲ୍ୟୁସି ଅଫିସ ସମ୍ନାରେ ଅନଶନ ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଅସୁସ୍ଥ । ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତି । ହଠାତ୍ ଅସୁସ୍ଥ ହୋଇପଡିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ।
Read More...

ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଡ୍ୟାମରେ ବର୍ତମାନ ୬୧୧.୪୩ ଘନଫୁଟ ଜଳ ଅଛି । ହୀରାକୁଦ ଡ୍ୟାମ କର୍ତୃପକ୍ଷ ଏନେଇ ଦେଇଛନ୍ତି ସୂଚନା । ପ୍ରତି ସେକେଣ୍ଡରେ ୧୩୨୫୦୨ କ୍ୟୁସେକ ଜଳ ବର୍ତମାନ ହୀରାକୁଦରେ ପ୍ରବେଶ କରୁଛି ।
Read More...

ବିଜେଡି ନେତା ବିକ୍ଷୋଭ କରୁଛନ୍ତି ନା ଦାଦାଗିରି ? ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭିଯୋଗ

କନକ ବ୍ୟୁରୋ : ବିଜେଡି ନେତା ବିକ୍ଷୋଭ କରୁଛନ୍ତି ନା ଦାଦାଗିରି ? ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେଡି ନେତାଙ୍କ ଦୁର୍ବ୍ୟବହାର ଅଭିଯୋଗ। ସିଡବ୍ଲୁସି ଅଫିସ ସାମ୍ନାରେ  ବିଜେଡି ନେତାଙ୍କ ଦାଦାଗିରି। ବିଜେଡିର ଅନଶନ ସମୟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ପରିସ୍ଥିତି । ଗଣମାଧ୍ୟମ…
Read More...

ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗାଁରେ ଦିନ ଦ୍ୱିପ୍ରହରେ ଯୁବକଙ୍କୁ ଭୁଜାଲି ମାଡ : ଏଯାଏ କାହାକୁ ଗିରଫ କରିନି ପୁଲିସ୍

ଭଦ୍ରକ : ଦିନ ଦ୍ୱିପ୍ରହରେ ଯୁବକଙ୍କୁ ଭୁଜାଲି ମାଡ । ତାହା ପୁଣି ବିଚ୍ ବଜାରରେ । ଭଦ୍ରକ ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗାଁରେ । ଦୁର୍ବୃତଙ୍କ ଭୁଜାଲି ମାଡରେ ଗୁରୁତର ହୋଇ ପଡିଥିବା ଯୁବକ ହେଲେ ସୁକାନ୍ତ ଭୋଳ । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିରୋଧରେ ବିଜେଡିର ରଣହୁଙ୍କାର : ବିଭିନ୍ନ ଷ୍ଟେସନରେ ଛତିଶଗଡ ଯାଉଥିବା ମାଲବାହୀ…

କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ମହାସଂଗ୍ରାମ । ଛତିଶଗଡର ନିର୍ମାଣ ପ୍ରତିବାଦରେ ଆନ୍ଦୋଳନକୁ ତୀବ୍ର କରିଛି ଦଳ । ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ଓ କେନ୍ଦ୍ର ସରକାରଙ୍କ ଏକ ପାଖିଆ ନିଷ୍ପତି ପ୍ରତିବାଦରେ ଆନ୍ଦୋଳନକୁ ଅଧିକ ଜୋରଦାର କରିଛି ଦଳ । ଓଡିଶାକୁ ଅନ୍ଧାରରେ ରଖି ମହାନଦୀ…
Read More...