Browsing Category

ନ୍ୟୁଜ୍

ଆଠମଲ୍ଲିକ ମାଣତ୍ରୀ ପୋଲରୁ ବସ୍ ଖସିପଡିବା ଘଟଣା : ଘଟଣା ଦିନର କାହାଣୀ ବଖାଣିଲେ ଡ୍ରାଇଭର

ଆଠମଲ୍ଲିକ : ମହାରାଜାରେ ମହାଯାତ୍ରାର ମହାଖଳନାୟକ ଡ୍ରାଇଭର ବୀରେନ୍ଦ୍ର ବେହେରା । ପୁଲିସ ହାତରେ ଧରା ପଡିବା ପରେ ଘଟଣା ଦିନର କାହାଣୀ କହିଛନ୍ତି ଡ୍ରାଇଭର । ମାଣତ୍ରୀ ପୋଲ ତଳକୁ ବସ୍ ଖସିପଡିବା ପରେ ସମ୍ପୂର୍ଣ୍ଣ ଓଲଟି ଯାଇଥିବା ପୁଲିସକୁ କହିଛନ୍ତି ଡ୍ରାଇଭର । ଏଥିରେ ଭୟଭିତ ହୋଇ ଘଟଣାସ୍ଥଳ…
Read More...

ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ମମାଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି । ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ଥିଲାବେଳେ ହୋମଗାର୍ଡଙ୍କ ଆତ୍ମାହୁତି ଘଟଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଉଛି ବୋଲି…
Read More...

ବଦଳୁଛି ସମୁଦ୍ରର ରଙ୍ଗ : ବିଜ୍ଞାନୀ ଦେଲେ ଭିନ୍ନଭିନ୍ନ ମତ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସମୁଦ୍ରର ବିଭିନ୍ନ ରଙ୍ଗ। ପୁରୀ ସମୁଦ୍ର ବେଳାଭୂମିରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମଥର ଲାଗି ପୁରୀ ସମୁଦ୍ରରେ ପାଣିର ରଙ୍ଗ ଭିନ୍ନଭିନ୍ନ ଦେଖିବାକୁ ମିଳିଛି । ବେଳାଭୂମି ନିକଟରେ ପାଣିର ରଙ୍ଗ ଧଳା…
Read More...

ଏସ୍ଆଇଟି ଗଠନ ପରେ ୨୦ହଜାର କୋଟି ଟଙ୍କା ଦେଶକୁ ଫେରିଛି : ଜଷ୍ଟିସ୍ ଅରିଜିତ୍ ପଶାୟତ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଏସଆଇଟି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। କହିଛନ୍ତି ଏସଆଇଟି ଗଠନ ପରେ ଦେଶକୁ କଳାଧନ ଫେରିଛି। ପ୍ରାୟ ୨୦ ହଜାର କୋଟି ଟଙ୍କା ଫେରିଥିବା ସେ ସୂଚନା ଦେଇଛନ୍ତି । ସେହିପରି ଦେଶ ଭିତରେ ପ୍ରାୟ ୨୦ ହାଜର କୋଟି ଟଙ୍କାରୁ ଅଧିକ…
Read More...

ନଗଡା ଶିଶୁ ମୃତ୍ୟୁ ପ୍ରସଙ୍ଗ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ନଗଡା ଶିଶୁ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ ।୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛି ହାଇକୋର୍ଟ । ୩ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Read More...

ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି : ୨୪ ଘଂଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ପଶ୍ଚିମ – କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଗାମୀ ୪ ଦିନ ଧରି ବର୍ଷା ଲାଗି ରହିବା ସହ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା…
Read More...

ଭବାନୀପାଟଣା ବିଶ୍ୱନାଥପୁରରେ ଅଭାବନୀୟ ଘଟଣା

ଭବାନୀପାଟଣା : ଭବାନୀପାଟଣା ବିଶ୍ୱନାଥପୁରରେ ଅଭାବନୀୟ ଘଟଣା । ଘରେ ପଶି ମହିଳାଙ୍କୁ ହତ୍ୟା କରିବା ପରେ ସୁନା ଗହଣା ଲୁଟ୍ । ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ।
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଶେଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଶେଷ । ବୈଠକ ପରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ପ୍ରତିକ୍ରିୟା "ଆମେ ବିସ୍ତୃତ ଆଲେଚନା କଲୁ ୧୭ ତାରିଖରେ ବୈଠକ ପାଇଁ ଆମେ ପ୍ରସ୍ତୁତ ଅଛୁ '। ସମସ୍ତଙ୍କ ଠାରୁ ମତାମତ ଆଉ ପରାମର୍ଶକୁ ଆମେ ସ୍ୱାଗତ କରୁଛୁ…
Read More...

କେମିତି ଚାଲିଛି ନବରଙ୍ଗପୁରରେ ପ୍ରାଥମିକ ଶିକ୍ଷା : ବାଉଁଶ ଛଣର ସ୍କୁଲ ଘର

ନବରଙ୍ଗପୁର : ରାଜ୍ୟର ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶ୍ନ ଆସିଛି ପାଠପଢାର ମାନକୁ ନେଇ, ଶୈକ୍ଷିକ ଭିତିଭୂମିକୁ ନେଇ । ହେଲେ ସବୁବେଳେ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡେଇ ଦିଅନ୍ତି ରାଜ୍ୟ ସରକାର । ସରକାରତ ସବୁ ଠିକ୍ ଠାକ୍…
Read More...

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳକୁ ନେଇ ଓଡିଶା ଛତିଶଗଡ ଜଳ ବିବାଦ ପ୍ରସଙ୍ଗରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ । ଦିଲ୍ଲୀ ବୈଠକ ପୂର୍ବରୁ ଓଡିଶାର ଆଭିମୁଖ୍ୟ ସଂପର୍କରେ ବୈଠକରେ ଆଲେ।ଚନା କରାଯାଇଛି । ବୈ÷ଠକରେ ୪ ମନ୍ତ୍ରୀ ଉପସ୍ଥିତ…
Read More...