Browsing Category

ନ୍ୟୁଜ୍

ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣା : ପୁଲିସ ହାତରେ ଲାଗିଲା ସୁରାକ୍

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ନୟାପଲ୍ଲୀ ହତ୍ୟାକାଣ୍ଡ ଘଟଣା । ପୁଲିସ ହାତରେ ଲାଗିଲା ସୁରାକ୍ । ଅଭିଯୁକ୍ତ ହତ୍ୟାକାରୀ ସୀମାଂଚଳ ଜେନା । ପୂର୍ବରୁ ସୀମାଂଚଳ ନାଁରେ ଶେରଗଡ ଥାନାରେ ରହିଛି ମାମଲା । କାଲି ବିଳମ୍ବିତ ରାତିରେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା।…
Read More...

ଅସରାଏ ବର୍ଷାରେ ବେହାଲ ପୁରୀ ବଡ଼ ଦାଣ୍ଡ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଅସରାଏ ବର୍ଷାରେ ଅବସ୍ଥା ବେହାଲ । ଉବୁଟୁବୁ ପୁରୀ ବଡ଼ ଦାଣ୍ଡ । ରାସ୍ତାରେ ଆଂଠୁଏ ଆଂଠୁଏ ପାଣି । ଗାଡ଼ି ମଟର ତ ଦୂରର କଥା ରାସ୍ତାରେ ଚାଲିକି ଯିବା ବି କଷ୍ଟକର ହୋଇପଡୁଛି । ବର୍ଷା ପାଣି ଯୋଗୁଁ ବଡ଼ ଦାଣ୍ଡ କଡ଼ରେ ଥିବା ଦୋକାନଗୁଡ଼ିକ ପଶୁଛି ବର୍ଷା ପାଣି । ବଡ଼…
Read More...

ଆସନ୍ତା କାଲିଠୁ ଖୋଲିବ ଭିତରକନିକା : ମେ ୧ରୁ କୁମ୍ଭୀର ପ୍ରଜନନ ପାଇଁ ଥିଲା ବନ୍ଦ

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ପର୍ଯ୍ୟଟଙ୍କ ପାଇଁ ଖୋଲିବ ଭିତରକନିକା । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ପାଇଁ ଏହା ବନ୍ଦ ଥିଲା । ଚଳିତବର୍ଷ ଶାରିରୀକ ଭିନ୍ନକ୍ଷମ ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରି ଚାଳିତ ତିନୋଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହାସହ ଡାଙ୍ଗମାଳ ଓ…
Read More...

ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ : ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ଓଡ଼ିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ୨୦୦୮ ମସିହାରେ ତତ୍କାଳୀନ ଜଳସଂପଦ ସଚିବ ସୁରେଶ ମହାପାତ୍ର ଏକ ସାକ୍ଷାତକାରରେ କହିଥିଲେ ଯେ ମହାନଦୀ…
Read More...

ଦାରୁଠେଙ୍ଗରେ ଅଳିଆ ପକା ବିବାଦ : ଆସନ୍ତାକାଲି ବସିବ ଶାନ୍ତି କମିଟି ବୈଠକ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଡମ୍ପିଂୟାର୍ଡକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ଶାନ୍ତି କମିଟି ବୈଠକ । ସିପି ଅଫିସରେ ଏହି ଶାନ୍ତି କମିଟି ବୈ÷ଠକର ଆୟୋଜନ କରାଯାଇଛି । ଯେଉଁଥିରେ ସମସ୍ୟାର ସମାଧାନ କରାଯିବ ବୋଲି କମିଶନରେଟ୍ ପୁଲିସ ପ୍ରତିଶ୍ରୁତି…
Read More...

ନୟାପଲ୍ଲୀରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଘଟଣା : ମିଳିଲା ମୃତକଙ୍କ ପରିଚୟ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସିସିଟିଭିରେ ମର୍ଡର ଲାଇଭ୍ । କ୍ୟାମେରାରେ କଏଦ ହୋଇଛି ହତ୍ୟାକାଣ୍ଡର ଲାଇଭ ଫୁଟେଜ୍ । ଗତକାଲି ରାତିରେ ଭୁବନେଶ୍ୱର ନୂଆପଲ୍ଲୀ ଅଂଚଳରେ ଘଟିଥିବା ବର୍ବର ହତ୍ୟାକାଣ୍ଡର ଦୃଶ୍ୟ ଦେଖିଲେ ଛାତି ଥରିଯିବ । ନୂଆପଲ୍ଲୀ ଏନ-ସିକ୍ସ ଲେନରେ ଦୁଇ ଜଣ ଯୁବକ ଯାଉଥିବା…
Read More...

କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିଲେ ଡାକ୍ତର : ରାଜ୍ୟରେ ଡେଙ୍ଗୁ ଓ ମାଲେରିଆ ସ୍ଥିତି ଦେଖି ଓମସାର ନିଷ୍ପତି

କନକ ବ୍ୟୁରୋ : କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଲେ ଡାକ୍ତର । ରାଜ୍ୟରେ ଦେଖାଦେଇଥିବା ଡେଙ୍ଗୁ ଓ ମାଲେରିଆ ପରି ସାଂଘାତିକ ରୋଗି ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ । ଡିଏସିପି ଲାଗୁ ସମେତ ୧୧ ଦଫା ଦାବି ପୂରଣ ନେଇ ଆନ୍ଦୋଳନର…
Read More...

ବୌଦ୍ଧରେ ବିଜେଡି ବିଧାୟକଙ୍କ ଦାଦାଗିରି ପ୍ରସଙ୍ଗ : ବିଜେପି ଟାର୍ଗେଟରେ ସଂଜୟ ଦାସବର୍ମା

ବୌଦ୍ଧ : ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ଘଟଣାରେ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ବିଜେପିର ଟାର୍ଗେଟ। ବିଜେପି କର୍ମୀଙ୍କୁ ମାଡ ମାରିବାକୁ ସଂଜୟ ଦାସବର୍ମା ଉସକାଇଥିଲେ ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ତୁରନ୍ତ ସଂଜୟଙ୍କୁ ବହିଷ୍କାର ଦାବି କରିବା ସହ…
Read More...

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ସୂଚନା । ଆତ୍ମହତ୍ୟା ଉଦ୍ୟମ ନେଇ ଜେଲ ପକ୍ଷରୁ ସୂଚନା ମିଳିଛି । ଲିଖିତ ଅଭିଯୋଗ ପରେ ମାମଲା ରୁଜୁ ହେବ । ଘଟଣାର ଯାଂଚ କରିବେ ଜେଲ ଡିଆଇଜି ।
Read More...

ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା : ଗୋଟିଏ କ୍ଲିକରେ ଭୁବନେଶ୍ୱର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ମାର୍ଟ ସିଟି ମିଶନର ପ୍ରଥମ ପାହାଚ ଚଢିଛି ରାଜଧାନୀ ଭୁବନେଶ୍ୱର । ବହୁ ପ୍ରତୀକ୍ଷାର ଅନ୍ତ ପରେ ଲୋକାର୍ପିତ ହୋଇଛି ଭୁବନେଶ୍ୱର ୱାନ ପୋର୍ଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ଅନଲାଇନ ସେବା ଯୋଗାଇବାରେ ସାରା ଭାରତରେ…
Read More...