Browsing Category

ନ୍ୟୁଜ୍

ଗଣେଶ ଭସାଣକୁ ନେଇ ସୋରରେ ଗୋଷ୍ଠୀ ସଂଘର୍ଷ ଘଟଣା : ଏବେ ବି ୧୪୪ ଧାରା ବଳବତର

ବାଲେଶ୍ୱର : ବାଲେଶ୍ୱର ସୋରରେ ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏବେ ବି ସହରରେ ୧୪୪ ଧାରା ବଳବତର ରହିଛି । ଶୁକ୍ରବାର ରାତିରେ ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷରୁ ବୋତଲ ଓ ପଥର ମାଡ କରାଯାଇଥିଲା । ସୋର ଉତରେଶ୍ୱର ଛକରେ…
Read More...

କୁଶେଇ ସେତୁ ପୋଲ ନିର୍ମାଣକୁ ନେଇ ଏବେ ବି ବେଲବାହାଳିରେ ଚାପା ଉତେଜନା

କେନ୍ଦୁଝର : କୁଶେଇ ସେତୁ ପୋଲ ନିର୍ମାଣକୁ ନେଇ ଏବେ ବି ବେଲବାହାଳିରେ ଚାପା ଉତେଜନା ଲାଗି ରହିଛି । ଲୋକଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଏବଂ ଏସପି ଘଟଣା ସ୍ଥଳକୁ ଆସିବାର ଥିଲେ ସୁଦ୍ଧା କେହି ନଆସିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି…
Read More...

ଅନୁଗୁଳ ଗୁରୁଜାଙ୍ଗ ଗାଁରେ ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣା : ଫେରାର ମାକୁ ଗିରଫ କଲା ପୁଲିସ

ଅନୁଗୁଳ : ଅନୁଗୁଳ କିଶନ ନଗର ଥାନା ଗୁରୁଜାଙ୍ଗ ଗାଁରେ କୂଅରେ ୩ ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗିବା ଘଟଣାରେ ମାଆ ଗିରଫ । ୩ ଶିଶୁଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ଉଦ୍ଧାର ପରେ ମାଆ ଫେରାର ହୋଇଯାଇଥିଲେ । ମାଆ ଓ ୩ ପୁଅଙ୍କୁ ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଉଦ୍ଧାର…
Read More...

ପୋଲାଭରମକୁ ନେଇ ତେଜୁଛି ରାଜନୀତି : ଆଜି ଦଳୀୟ ରଣନୀତି ପ୍ରକାଶ କରିବ ବିଜେଡି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ, ଆକ୍ସନ ପ୍ଲାନ୍ ପ୍ରକାଶ କରିବ । ପୋଲାଭରମ ପ୍ରକଳ୍ପ ବିରୋଧରେ ଦଳୀୟ ରଣନୀତି କଣ ରହିଛି ସେ ନେଇ ବିଶେଷ ତଥ୍ୟ ପ୍ରକାଶ କରିବ ଦଳ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ରବି…
Read More...

ଜୀବନ ସଂଘର୍ଷରେ ହାରିଗଲେ ନିଲମ୍ବିତ ହୋମଗାର୍ଡ : କଟକ ଏସସିବିରେ ଆଖି ବୁଜିଲେ ସନ୍ଦୀପ ହାତୀ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ହୋମଗାର୍ଡ ସନ୍ଦୀପ ହାତୀଙ୍କ ମୃତ୍ୟୁ ହୋଇଛି । କଟକ ଏସସିବିରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆତ୍ମାହୁତି ଉଦ୍ୟମ ପରେ ସେ ଗୁରୁତର ହୋଇପଡିଥିବାରୁ ଏସସିବିରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ଅବସ୍ଥା…
Read More...

ରାଲି ପାଇଁ ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗ : ପଶ୍ଚାତାପ ବଦଳରେ ବେପରୁଆ ବୟାନ ଦେଲେ ବିଜେଡି ବିଧାୟକ

କନକ ବ୍ୟୁରୋ : ମହାନଦୀ ବଂଚାଇବାକୁ ରୋଗୀଙ୍କ ଜୀବନ ବାଜି ଲଗାଇଦେଲା ବିଜେଡି। ରାଜନୀତିର ନିଶାରେ ଏମିତି ଚୁର ଯେ ସାଧାରଣ ମାନବିକତା ହଜାଇ ଦେଲେ ଦଳର ନେତା ଓ କର୍ମୀ। ମହାନଦୀ ବଂଚାଅ ଆନ୍ଦୋଳନବେଳେ ଅଟକି ରହିଲା ଆମ୍ବୁଲାନ୍ସ। ଆଉ ଏହା ସପକ୍ଷରେ ଯୁକ୍ତି ବାଢି ବିଧାୟକ ଅମର ପ୍ରସାଦ ଶତପଥୀ…
Read More...

ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା : ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ପୂର୍ବରୁ ୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଆଜି ଆଉ ପର୍ଯ୍ୟାୟକ୍ରମେ ୯ଟି ଗେଟ ଖୋଲା ଯାଇଛି। ମହାନୀଦର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେବେ…
Read More...

ମାନବିକତାର ମୃତ୍ୟୁ ! ମେଡିକାଲ୍ ବାରଣ୍ଡାରେ ପଡି ଚିକିତ୍ସା ପାଇଁ ହାତ ଯୋଡୁଛନ୍ତି ଅସହାୟ ରୋଗୀ

ସୁନ୍ଦରଗଡ : ମେଡିକାଲ୍ ବାରଣ୍ଡାରେ ପଡି ରହିଛନ୍ତି ବୃଦ୍ଧ ଜଣକ । ଯାହାକୁ ଦେଖୁଛନ୍ତି ଚିକିତ୍ସା ପାଇଁ ସେ ହାତ ଯୋଡି ଆକୁଳ ନିବେଦନ କରୁଛନ୍ତି । କିନ୍ତୁ କେହି ସଂପର୍କୀୟ ନଥିବାରୁ ତାଙ୍କ ପ୍ରତି କାହାର ଦୃଷ୍ଟି ପଡୁନି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ…
Read More...

ନବରଙ୍ଗପୁରରେ ପୁଣି ଲଜ୍ଜା : ଦୁଷ୍କର୍ମର ଶିକାର ନାବାଳିକା ଏବେ ୮ ମାସର ଗର୍ଭବତୀ

ନବରଙ୍ଗପୁରରେ : ବିଭିନ୍ନ ଘଟଣା ପାଇଁ ଚର୍ଚ୍ଚାରେ ରହୁଥିବା ନବରଂଗପୁର ଜିଲ୍ଲାରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଏବେ ୮ ମାସର ଗର୍ଭବତୀ । ଦୁଷ୍କର୍ମ ପରେ ଜୀବନରେ ମାରି ଦେବାକୁ ଅଭିଯୁକ୍ତ ଧମକ ଦେଇଥିବାରୁ ଭୟରେ ଚୁପ୍ ରହିଥିଲା ନାବାଳିକା…
Read More...

ଅନୁଗୁଳ : ତିନି ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗି ମା’ ଫେରାର୍ ଅଭିଯୋଗ

ଅନୁଗୁଳ : ଅନୁଗୁଳ କିଶନନଗର ଥାନା ଗୁରୁଜାଙ୍ଗ ଗାଁରେ ଅଭାବନୀୟ ଘଟଣା । କୂଅରୁ ୩ଶିଶୁ ପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମା’, ୩ଶିଶୁ ପୁତ୍ରଙ୍କୁ କୂଅରେ ଫିଙ୍ଗିଦେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଶିଶୁ ପୁତ୍ରଙ୍କୁ କାହିଁକି କୂଅରେ ଫିଙ୍ଗିଲା ମା’ ସେ ନେଇ କୌଣସି…
Read More...