Browsing Category

ନ୍ୟୁଜ୍

ଆସ୍କାରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜି. ବୁଲୁ ପାତ୍ର ଆହତ

ଆସ୍କା : ଆସ୍କା ନୂଆଗାଁସ୍ଥିତ ଭୂତ ତୋଟାରେ ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜି. ବୁଲୁ ପାତ୍ର ଗୁରୁତର ଆହତ । ତା ଡାହାଣ ଗୋଡରେ ଗୁଳି ବାଜିବା ଫଳରେ ଗୁରୁତର ଅବସ୍ଥାରେ ତାକୁ ଆସ୍କା ମେଡିକାଲରେ ଭର୍ତି କରାଯାଇଛି । ତା ବିରୋଧରେ ହତ୍ୟା, ଡକାୟତି ଭଳି ୧୦ରୁ ଅଧିକ ମାମଲା…
Read More...

ଫିଲ୍ମ ବୁଦ୍ଧିଆ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରମୋସନ ପାଇଁ ଦିଲ୍ଲୀ ଗଲେ ବୁଦ୍ଧିଆ ସିଂ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫିଲ୍ମ ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’ର ପ୍ରମୋସନ ପାଇଁ ଦିଲ୍ଲୀ ଗଲେ ବିସ୍ମୟ ବାଳକ ବୁଦ୍ଧିଆ ସିଂ ।  ସାଥିରେ ମା' ସୁକାନ୍ତି ମଧ୍ୟ ଯାଇଛନ୍ତି । ଅଗଷ୍ଟ ୫ ରେ ରିଲିଜ ହେଉଛି ବୁଦ୍ଧିଆଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ।
Read More...

ମାଲକାନଗିରି ସୀମାରେ ଏନକାଉଂଟର : ୨ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ସୀମାରେ ଏନକାଉଂଟର । ତୁଳସୀ ପାହାଡରେ ମାଓବାଦୀ ଓ ପୁଲିସ୍ ମୁହାଁମୁହିଁ ହୋଇଛନ୍ତି । ଗୁଳିବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହା ସହ ୨ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନକାଉଂଟର ନେଇ ବସ୍ତର ଆଇଜି ସୂଚନା…
Read More...

ତମେ ଅଟକାଇଲ ପାଣି, ଆମେ ଅଟକାଇବୁ ଟ୍ରେନ୍ : ଛତିଶଗଡକୁ ଓଡିଶା ସରକାରଙ୍କ ଚ୍ୟାଲେଞ୍ଜ୍

କନକ ବ୍ୟୁରୋ : ପୁଣି ଛତିଶଗଡ-ଓଡିଶା ମୁହାଁମୁହିଁ । ତମେ ଯଦି ପାଣି ଅଟକାଇଛ ତେବେ ଆମେ ଟ୍ରେନ୍ ଅଟକାଇବୁ । ଏଭଳି ମର୍ମରେ ଛତିଶଗଡକୁ ଚେତାବନୀ ଦେଇଛି ବିଜେଡି । ଅଗଷ୍ଟ ୩ରେ ଛତିଶଗଡ ଯାଉଥିବା ସମସ୍ତ ମାଲବାହୀ ଟ୍ରେନକୁ ପ୍ରତିକାତ୍ମକ ଆନ୍ଦୋଳନ ଭାବରେ ଅଧଘଂଟା ପାଇଁ ବନ୍ଦ କରିବ ବିଜେଡି ।…
Read More...

ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

ଜୟଦୀପଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ । ଅନୁମତି ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଭିଜିଲାନ୍ସ ତିନି ଦିନ ପାଇଁ ଅବେଦନ କରିଥିବା ବେଳେ ୨ ଦିନ ପାଇଁ ଅନୁମତି ମିଳିଛି । ୮୮ଲକ୍ଷ ଟଙ୍କା ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ଜୟଦୀପ ।
Read More...

ବାଣୀବିହାରରେ ପହଂଚିଲେ ମୁଖ୍ୟମନ୍ତ୍ରୀ : ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀବିହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିଭରସିଟିରେ ହଷ୍ଟେଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ୫ ମିନିଟ୍ ଗସ୍ତ ପାଇଁ ହୋଇଥିଲା ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ଦିନରାତି ଏକ କରି ଦେଇଥିଲା ପୁଲିସ ।…
Read More...

ଆରମ୍ଭ ହେଲା ବ୍ରହ୍ମପୁର ଆଇଜରରେ ପାଠପଢା ପ୍ରକ୍ରିୟା : ଆଜିଠାରୁ ପଞ୍ଜିକରଣ ଓ ସାର୍ଟିପିକେଟ ଯାଂଚ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ଆଇଜରରେ ପାଠପଢା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ମନୋନିତ ଛାତ୍ରଛାତୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ସାର୍ଟିପିକେଟ ଯାଂଚ ଓ ବ୍ୟାଙ୍କ ଆକାଉଂଟ ଖୋଲିନଥିବା ଛାତ୍ରଛାତୀଙ୍କ ଖାତାଖୋଲା ଯାଇଛି । ମୋଟ ୬୭ ଜଣ ପିଲା ଆଇଜର ପାଠପଢା…
Read More...

ମହାନଦୀ ମାଲିକାନା ବିବାଦ : ଅଗଷ୍ଟ ୩ରେ ଛତିଶଗଡ ଅଭିମୁଖେ ଯାଉଥିବା ଟ୍ରେନକୁ ରୋକିବ ବିଜେଡି

କନକ ବ୍ୟୁରୋ : ମହାନଦୀ ମାଲିକାନା ବିବାଦ । ଛତିଶଗଡ ବ୍ୟାରେଜ ବିରୋଧୀ ପ୍ରତିବାଦ ସ୍ୱରକୁ ଶାଣିତ କରିବ ବିଜେଡି । ଅଗଷ୍ଟ ୩ରେ ରମଣ ସିଂହ ବିରୋଧରେ ଲଢେଇ କରିବ ନବୀନ ସରକାର । ଏହାସହ ଛତିଶଗଡ ଯାଉଥିବା ସମସ୍ତ ମାଲବାହୀ ଟ୍ରେନକୁ ରୋକିବ ଦଳ । ଏହାସହ ସେହିଦିନ ଭୁବନେଶ୍ୱର ସିଡବ୍ଲୁସି ଅଫିସ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ବାଣୀବିହାର କ୍ୟାମ୍ପସ୍ : ଛାତ୍ର କଂଗ୍ରେସ – ପୁଲିସ୍ ମୁହାଁମୁହିଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ଅଶାନ୍ତ ହୋଇପଡିଛି ବାଣୀବିହାର କ୍ୟାମ୍ପସ । ଛାତ୍ର କଂଗ୍ରେସ - ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମଳିଛି । ଏନେଇ ପୁଲିସ୍  ୩୦ ଛାତ୍ର କଂଗ୍ରେସ ସଦସ୍ୟଙ୍କୁ ଗିରଫ କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି…
Read More...