ରାଜ୍ୟ ଦେଉଛି ଭୋଟ୍:  ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ଭୋଟିଂ ସୂଚନା । ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭% ମତଦାନ ।  

114

କନକ ବ୍ୟୁରୋ: ବରଗଡରେ ୩୭.୧୯%, ବଲାଙ୍ଗୀରରେ ୩୨.୦୪%, ବୌଦ୍ଧରେ ୪୦.୬୦%, ଗଞ୍ଜାମରେ ୩୩.୯୮% ମତଦାନ ହୋଇଛି । ସେହିଭଳି ଝାରସୁଗୁଡରେ ୪୦.୮୨ ପ୍ରତିଶତ ଭୋଟିଂ ସହ କନ୍ଧମାଳରେ ୩୨.୫୫ପ୍ରତିଶତ, ନୟାଗଡରେ ୩୭.୮୭ %, ସୁବର୍ଣ୍ଣପୁରରେ ୩୫.୦୧% ମତଦାନ ହୋଇଛି । ସେହିପରି ରାଜଗାଙ୍ଗପୁରରେ ୩୨.୨୦%, ସାନଖେମୁଣ୍ଡିରେ ୩୪୫.୧୮% , ସୁନ୍ଦରଗଡରେ ୩୬.୦୦%, ହିଞ୍ଜିଳିକାଟୁରେ ୩୬.୩୭%, କଣ୍ଟାବାଂଜିରେ ୨୬.୭୭%, ଖଲ୍ଲିକୋଟରେ ୩୩.୮୯%, ମତଦାନ ହୋଇଥିବା ସୂଚନା ରହିଛି ।