କନକ ବ୍ୟୁରୋ : ସୁଲତାନପୁରରେ ରାହୁଲ ଗାନ୍ଧୀ କୋର୍ଟରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । କୋର୍ଟରୁ ବାହାରିବା ପରେ ସିଧା ଯାଇ ନିକଟରେ ଥିବା ଏକ ଜୋତା ସିଲେଇ ଦୋକାନରେ ପହଂଚିଥିଲେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଦୋକାନୀଙ୍କ ସହ ଅନେକ ସମୟ କଥା ହେବା ପରେ ତାଙ୍କ ଠାରୁ ନେଇଥିଲେ ପ୍ରଶିକ୍ଷଣ । ଏବଂ ଶେଷରେ ନିଜ ଜୋତା ବି ସିଲେଇ କରିଥିଲେ ରାହୁଲ ଗାନ୍ଧୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇ ନିଜ ଅନୁଭୂତି ବଖାଣିଛନ୍ତି ଜୋତାଦୋକାନୀ ଜଣକ ।
ଅଧାରାସ୍ତାରେ ଗାଡି ଅଟକାଇ ଚପଲ ସିଲାଇ କଲେ ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
/kanak/media/post_attachments/wp-content/uploads/2024/07/7.jpeg)